ଗୁରୁ ଧାମ ସିଦ୍ଧଗିରି ଆଶ୍ରମରେ ‘ମାଟି ବଂଶ ଅବଧାନ ସମାଜ ।

ପୁସ୍ତକ ପ୍ରକାଶନ ବୈଠକ

କଟକ, ଟାଙ୍ଗି – ଗୁରୁ ଧାମ ସିଦ୍ଧଗିରି ଆଶ୍ରମ, ଗୋବିନ୍ଦପୁରରେ ‘ମାଟି ବଂଶ ଅବଧାନ ସମାଜ’ ପୁସ୍ତକ ପ୍ରକାଶନ ସମ୍ପର୍କିତ ବୈଠକ ଆୟୋଜିତ ହେଲା। ଓଡ଼ିଶାର ଗଞ୍ଜାମ, ପୁରୀ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, କେଉଁଝର ଆଦି ଜିଲ୍ଲାରୁ ପ୍ରାୟ 104 ଜଣ ସଦସ୍ୟ ଉପସ୍ଥିତ ହେଲେ। ବୈଠକରେ ଆଦ୍ୟ ଗୁରୁ ‘ମାଟି ବଂଶ ଅବଧାନ’ ପୁସ୍ତକ ରଚନା ସମୀକ୍ଷା ହେଲା। ଅତିଥି ଭାବେ ମୁକ୍ତିମଣ୍ଡପର ପଣ୍ଡିତ ଯୋଗଦେଲେ, ଏବଂ ଆଶ୍ରମ ଅଧ୍ୟକ୍ଷ ବାବାଜୀ ବିଶ୍ୱନାଥ ଦାସ ଜାତିର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ସଂଘକୁ ଉପଦେଶ ଦେଇ ଉତ୍ସାହିତ କଲେ। 10 ଅଗଷ୍ଟ 2025 ରେ ପ୍ରଭାତି 10ଟାରୁ ଆରମ୍ଭ ହୋଇ, ଦୁପର 1ଟାରେ ବୈଠକ ସମାପ୍ତ ହେଲା। ସଭାରେ ଆଗାମୀଦିନ ପୁରୀରେ ପୁସ୍ତକ ଉନ୍ମୋଚନ କରିବାକୁ ସ୍ଥିର କରାଗଲା। ସର୍ବଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭା ସମାପ୍ତ କରାଗଲା। କଟକ, ଟାଙ୍ଗି – ଗୁରୁ ଧାମ ସିଦ୍ଧଗିରି ଆଶ୍ରମ, ଗୋବିନ୍ଦପୁରରେ ‘ମାଟି ବଂଶ ଅବଧାନ ସମାଜ’ ପୁସ୍ତକ ପ୍ରକାଶନ ସମ୍ପର୍କିତ ବୈଠକ ଆୟୋଜିତ ହେଲା। ଓଡ଼ିଶାର ଗଞ୍ଜାମ, ପୁରୀ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, କେଉଁଝର ଆଦି ଜିଲ୍ଲାରୁ ପ୍ରାୟ 104 ଜଣ ସଦସ୍ୟ ଉପସ୍ଥିତ ହେଲେ। ବୈଠକରେ ଆଦ୍ୟ ଗୁରୁ ‘ମାଟି ବଂଶ ଅବଧାନ’ ପୁସ୍ତକ ରଚନା ସମୀକ୍ଷା ହେଲା। ଅତିଥି ଭାବେ ମୁକ୍ତିମଣ୍ଡପର ପଣ୍ଡିତ ଯୋଗଦେଲେ, ଏବଂ ଆଶ୍ରମ ଅଧ୍ୟକ୍ଷ ବାବାଜୀ ବିଶ୍ୱନାଥ ଦାସ ଜାତିର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ସଂଘକୁ ଉପଦେଶ ଦେଇ ଉତ୍ସାହିତ କଲେ।10 ଅଗଷ୍ଟ 2025 ରେ ପ୍ରଭାତି 10ଟାରୁ ଆରମ୍ଭ ହୋଇ, ଦୁପର 1ଟାରେ ବୈଠକ ସମାପ୍ତ ହେଲା। ସଭାରେ ଆଗାମୀଦିନ ପୁରୀରେ ପୁସ୍ତକ ଉନ୍ମୋଚନ କରିବାକୁ ସ୍ଥିର କରାଗଲା। ସର୍ବଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭା ସମାପ୍ତ କରାଗଲା।

Leave A Reply

Your email address will not be published.