Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଧାନ କିଣାରେ ୪୨.୩୧ ଲକ୍ଷ ଟଙ୍କା ହେରଫେର ଅଭିଯୋଗ: ଟୁସୁରା PACSର ପୂର୍ବତନ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ
ବଲାଙ୍ଗୀର: ଧାନ କିଣାରେ ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଟୁସୁରା ପ୍ରାଥମିକ କୃଷି ସମବାୟ ସମିତି (PACS)ର ପୂର୍ବତନ ସମ୍ପାଦକ ସନୋଜ କୁମାର ମିଶ୍ରଙ୍କୁ ଗିରଫ କରିଛି। ଗୁଡ଼ଭେଲା ବ୍ଲକ ଅଧୀନ ଟୁସୁରା PACSର ପୂର୍ବତନ ସମ୍ପାଦକ ଥିବା ଶ୍ରୀ ମିଶ୍ରଙ୍କୁ ଗିରଫ ପରେ…
Read More...
Read More...
ନାବାଳିକାକୁ ଶୋଷଣ ଏବଂ ସୁନା ଅଳଙ୍କାର ଚୋରି ମାମଲାରେ ୪ ଗିରଫ
ନାବାଳିକାକୁ ଶୋଷଣ ଏବଂ ସୁନା ଅଳଙ୍କାର ଚୋରି ମାମଲାରେ ୪ ଗିରଫ
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡବଜାର ଥାନା ଜଣେ ୧୭ ବର୍ଷୀୟ ନାବାଳିକାଙ୍କ ଲିଖିତ ଅଭିଯୋଗ ଆଧାରରେ ଭାରତୀୟ ନ୍ୟାୟ ସଂହିତାର ପ୍ରାସଙ୍ଗିକ ଧାରା ଏବଂ ପକ୍ସୋ ଆଇନର ଧାରା ୬ ଅନୁଯାୟୀ ମାମଲା ନଂ ୬୦୭/୨୬ରେ ରୁଜୁ କରିଛି। ଏହି…
Read More...
Read More...
PMAY-G ବୋନସ୍ ଟଙ୍କା ଛାଡ଼ିବା ପାଇଁ ୪ ହଜାର ଟଙ୍କା ଲାଞ୍ଚ
ନୟାଗଡ଼, ୭/୮: ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (PMAY-G) ଘର ନିର୍ମାଣ କାର୍ଯ୍ୟ ସମୟରେ ଶେଷ କରିଥିବା ହିତାଧିକାରୀଙ୍କ ବୋନସ୍ ଓ ମନରେଗା ଟଙ୍କା ଛାଡ଼ିବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅଧୀନ ରାଜ ଜାଙ୍କିଆ ଗ୍ରାମ ପଞ୍ଚାୟତର ଆକାଉଣ୍ଟାଣ୍ଟ-କମ୍-ଡାଟା…
Read More...
Read More...
ମାଦକ ମାଫିଆଙ୍କ ସ୍ୱପ୍ନରେ ବ୍ରେକ୍! ଭଗତପୁର ଛକରୁ ୨୧୦ ଗ୍ରାମ ବ୍ରାଉନ ସୁଗାର ଜବତ, ଯୁବକ ଗିରଫ।
ଧଳା ଜହର ବେପାରୀମାନେ ବୋଧହୁଏ ଭାବି ନେଇଥିଲେ ଯେ ଆଇନର ଆଖିକୁ ଧୂଳି ଦେଇ ସେମାନଙ୍କ କଳା କାରବାର ଅନାୟାସରେ ଚାଲିବ। କିନ୍ତୁ ସେହି ଆଶାରେ ପାଣି ପକାଇଛି କେନ୍ଦ୍ରାଞ୍ଚଳ ଗୋଇନ୍ଦା ବିଭାଗ। ଗୁପ୍ତ ସୂଚନାକୁ ଆଧାର କରି ଟାଙ୍ଗୀ ଥାନା ଅନ୍ତର୍ଗତ ଭଗତପୁର ଛକ ନିକଟରେ ଚଢ଼ାଉ କରି ଜଣେ…
Read More...
Read More...
ଛୁରୀ ମୁନରେ ଲୁଟ୍ ଘଟଣାର ପର୍ଦ୍ଦାଫାସ, ୩ ଅଭିଯୁକ୍ତ ଓ ଜଣେ ନାବାଳକ କାବୁ
ରାଉରକେଲା,(ବସନ୍ତ କୁମାର ଜେନା): ରଘୁନାଥପାଲି ଥାନା ପୁଲିସ ଏକ ଛୁରୀ ମୁନରେ ଲୁଟ୍ ଘଟଣାର ପର୍ଦ୍ଦାଫାସ କରି ୩ ଜଣ ଅଭିଯୁକ୍ତଙ୍କ ସହ ଜଣେ ନାବାଳକଙ୍କୁ କାବୁ କରିଛି। ଏହି ମାମଲାରେ ରଘୁନାଥପାଲି ଥାନା କେସ୍ ନଂ-୪୫୩, ତାରିଖ ୩୦.୦୭.୨୦୨୬ ଅନୁଯାୟୀ ବିଏନଏସ୍ (BNS) ଧାରା ୩୦୯(୬) ରେ ମାମଲା…
Read More...
Read More...
ଗଞ୍ଜାମ ପୋଲିସର ଏନକାଉଣ୍ଟର ନମ୍ବର – 4 : ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ଗୁରୁତର
ଗଞ୍ଜାମ ପୋଲିସର ଏନକାଉଣ୍ଟର ନମ୍ବର - 4 : ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ଗୁରୁତର
ବ୍ରହ୍ମପୁର, ୨୪/୭. ଗଞ୍ଜାମ ଜିଲ୍ଲାରେ ବଢ଼ି ଚାଲିଥିବା ଅପରାଧିକ କାର୍ଯ୍ୟକଳାପକୁ ରୋକିବାକୁ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।ପୂର୍ବରୁ ଅପରାଧୀ ମାନଙ୍କୁ ସାବାଡ଼ କରିବା ପାଇଁ ତିନି ତିନୋଟି…
Read More...
Read More...
ଜୀବନ୍ତ ମାଇ ବଜ୍ରକାପ୍ତା ଉଦ୍ଧାର: ଜଣେ ଗିରଫ
ଜୀବନ୍ତ ମାଇ ବଜ୍ରକାପ୍ତା ଉଦ୍ଧାର: ଜଣେ ଗିରଫ
ବୁଗୁଡ଼ା, ୨୨/୭. ଗଞ୍ଜାମ ଜିଲ୍ଲା ବୁଗୁଡା ବନ ବିଭାଗ ଦ୍ଵାରା ଏକ ବଜ୍ରକାପ୍ତା ଜବତ ସହ ଜଣକୁ ଗିରଫ କରାଯାଇଛି l ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ଗଂଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳରେ ଜଣେ ବ୍ୟକ୍ତି ଠାରୁ ଏକ ବିରଳ ପ୍ରଜାତିର ଜୀବନ୍ତ…
Read More...
Read More...
୨ହଜାର ଲିଟର ମହୁଲି ପୋଚ ନଷ୍ଟ, ୨ ଜଣ ଗିରଫ ।
୨ହଜାର ଲିଟର ମହୁଲି ପୋଚ ନଷ୍ଟ, ୨ ଜଣ ଗିରଫ ।
ଭଞ୍ଜନଗର, ୨୨/୭. ଅବୈଧ ମଦ କାରବାର ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯାଇଛି।ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ପୋଲିସ ଆଜି ରୁଗୁମ ଗ୍ରାମରେ ଆବକାରୀ ଚଢ଼ାଉ କରିଛି ।
ଚଢ଼ାଉ ବେଳେ ୨ହଜାର ଲିଟର ମହୁଲି ପୋଚ ନଷ୍ଟ କରାଯାଇଛି ଏବଂ
୧୧୦ ଲିଟର ବେଆଇନ…
Read More...
Read More...
ଅନ୍ତ୍ୟୋଦୟ ଗୃହ ଯୋଜନାର ଶେଷ କିସ୍ତି ଛାଡ଼ିବା ପାଇଁ ୫ ହଜାର ଲାଞ୍ଚ ନେଉଥିବାବେଳେ ପିଇଓ ଗିରଫ
ଯାଜପୁର, ୨୧/୦୭: ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅଧୀନ କଚରାସାହି ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ପ୍ରଫୁଲ୍ଲ କୁମାର ନାଥଙ୍କୁ ଓଡ଼ିଶା ଭିଜିଲାନ୍ସ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଛି। ସୂଚନା ଅନୁଯାୟୀ, ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ନିର୍ମାଣ କରିଥିବା…
Read More...
Read More...
ଫୋକସ ପ୍ଲସ ଚ୍ୟାନେଲର ଅଫିସକୁ ସିଲ୍ କରିଛି ଖଣ୍ଡଗିରି ଓ କ୍ୟାପିଟାଲ ଥାନା ପୋଲିସ
ଫୋକସ ପ୍ଲସ ଚ୍ୟାନେଲର ଅଫିସକୁ ସିଲ୍ କରିଛି ଖଣ୍ଡଗିରି ଓ କ୍ୟାପିଟାଲ ଥାନା ପୋଲିସ
ଭୁବନେଶ୍ବର;ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ OSDଙ୍କ ଦ୍ୱାରା କ୍ୟାପିଟାଲ ଥାନାରେ ଏତଲା ଦିଆଯିବା ପରେ ଫୋକସ ପ୍ଲସ ଚ୍ୟାନେଲର ଅଫିସକୁ ସିଲ୍ କରିଛି ଖଣ୍ଡଗିରି ଓ କ୍ୟାପିଟାଲ ଥାନା ପୋଲିସ। କିଛି…
Read More...
Read More...