Browsing Category

ଜିଲ୍ଲା ଖବର

ଧର୍ମଶାଳା ବିଧାୟକଙ୍କୁ ଭେଟିବାକୁ ଗଞାମ ଜିଲ୍ଲାରୁ ସାଇକଲ ଯୋଗେ ଆସିଲେ ଯୁବକ

ଧର୍ମଶାଳା,୨ ।୯(କଳିଙ୍ଗ ୭ ନିୟୁଜ ): ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଧାୟକଙ୍କୁ ଭେଟ କରିବା ଲାଗି ଗଞ୍ଜାମ ଜିଲ୍ଲାରୁ ତିନିଦନ କାଳ ସାଇକଲ ଚଳାଇ ଜଣେ ଯୁବକ କୁମାରୀସ୍ଥିତ ବିଜେପି କାର୍ଯ୍ୟାଳୟରେ ଆଜି ଅସି ପହଁଚିଛନ୍ତି । ସୂଚନା ମୁତାବକ ଗଞ୍ଜାମ…
Read More...

ଧର୍ମଶାଳା ବିଧାୟକଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର

ଧର୍ମଶାଳା,୩ o। ୮(କଳିଙ୍ଗ ୭ ନିୟୁଜ ) ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ୱାର୍ଡ ରୁ ୱାଡକୁ ଯାଇ ଲୋକମାନଙ୍କ ଅସୁବିଧା ବୁଝିବା ସହିତ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ଏଥିସହ ବିଧାୟକ ଶ୍ରୀ ସାହୁ ଆଜି କୁମାରୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ନିର୍ବାଚନ…
Read More...

କଳାହାଣ୍ଡି ଧର୍ମଗଡ଼ରେ ଭୟଙ୍କର ସଡ଼କ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀ ମୃତ

ଧର୍ମଗଡ଼ ବିଜୁ ଏକ୍ସପ୍ରେସ୍ ୱେରେ ଭୟଙ୍କର ଦୁର୍ଘଟଣା, ବାଇକ୍ ଆରୋହୀ ମୃତ ଘରୁ ଧର୍ମଗଡ଼ ଯାଉଥିବା ବେଳେ ଅଜଣା ଗାଡ଼ିର ଧକ୍କା, ଘଟଣାସ୍ଥଳରୁ ଫେରାର ଅଭିଯୁକ୍ତ ଗାଡ଼ି ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳର ବିଜୁ ଏକ୍ସପ୍ରେସ୍ ୱେର ଗଡ଼ିଆଯୋର ନୂଆପଡ଼ା ଛକ ନିକଟରେ ଘଟିଛି ଏକ…
Read More...

ବଡ଼ଚଣାରେ ୧୬ ନମ୍ବର ଜାତୀୟ ରାଜପଥରେ ଓଲଟିଲା ଯାତ୍ରୀବାହୀ ବସ୍ | ୩୦ ଆହତ, ୪ ଗୁରୁତର | ପରମିଟ୍‌କୁ ନେଇ ଉଠିଲା…

୧୬ ନମ୍ବର ଜାତୀୟ ରାଜପଥରେ ଓଲଟିଲା ଯାତ୍ରୀବାହୀ ବସ୍ ଅଳ୍ପକେ ବର୍ତ୍ତିଲେ ଶତାଧିକ ଯାତ୍ରୀ, ପ୍ରାୟ ୩୦ ଆହତ ଯାଜପୁର/ବଡ଼ଚଣା: ୧୬ ନମ୍ବର ଜାତୀୟ ରାଜପଥର ବଡ଼ଚଣା କଢ଼େଇ ଓଭରବ୍ରିଜ୍ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ଶତାଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣାରେ…
Read More...

ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଭଉଣୀ ମାନଙ୍କ ସହିତ ବିଧାୟକଙ୍କ ରକ୍ଷାବନ୍ଧନ ପାଳନ

ଧର୍ମଶାଳା,୨୭ । ୮( କଳିଙ୍ଗ ୭ନିୟୁଜ୍) ରକ୍ଷା ବନ୍ଧନ କେବଳ ଏକ ସୂତା ନୁହେଁ । ଏହା ହେଉଛି ଜୀବନ ସାରା ଭଉଣୀଙ୍କୁ ରକ୍ଷା କରିବାର ପ୍ରତିଜ୍ଞା । ଆଜି ହେଉଛି ବବିତ୍ର ରକ୍ଷାବନ୍ଧନ ପର୍ବ ଦେଶ ସାରା ମହା ଆଡମ୍ବର ସହକାରେ ଏହି ପର୍ବ ପାଳିତ ହେଉଛି । ଭାଇ ଭଉଣୀର ଏହି ଅତୁଟ ସ୍ନେହ ଓ…
Read More...

ଆଧାର କାର୍ଡରେ ଜନ୍ମତାରିଖ ତ୍ରୁଟି ଦର୍ଶାଇ ଅବସର ତାରିଖ ଆଗୁଆ କରିବା ଧମକ; ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ…

ଜଗତସିଂହପୁର: ଆଧାର କାର୍ଡରେ ଥିବା ଜନ୍ମତାରିଖକୁ ଆଧାର କରି ଚାକିରିରୁ ଆଗୁଆ ଅବସର ଦେବାକୁ ଧମକ ଦେଇ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଜଣେ ବ୍ଲକ ପ୍ରୋଗ୍ରାମ ମ୍ୟାନେଜରଙ୍କୁ ଧରିଛି।ଭିଜିଲାନ୍ସ ସୂଚନା ଅନୁଯାୟୀ, ଜଗତସିଂହପୁର…
Read More...

ଧର୍ମଶାଳା ବ୍ଲକରେ ବିଧାୟକ ଶ୍ରୀ ସାହୁଙ୍କ ବନ୍ୟା ସ୍ଥିତିକୁ ନେଇ ସମିକ୍ଷା ଓ ସାମ୍ବାଦିକ ସମ୍ମିଳନୀ

ଧର୍ମଶାଳା, ୧୮ । ୮( କଳିଙ୍ଗ ୭ ନିୟୁଜ ) : ବ୍ରାହ୍ମଣୀ ଓ ଏହାର ଶାଖାନଦି କେଲୁଅରେ ବନ୍ୟା ଆସିବା ଫଳରେ ଧର୍ମଶାଳା ବ୍ଲକ ଅଂଚଳର ଅନେକ ଗାଁ ପାଣି ଘେରରେ ରହିଥିବା ବେଳେ ହେକ୍ଟର ହେକ୍ଟର ଚାଷ ଜମିରେ ବନ୍ୟାପାଣି ଜମିରହିବା ଫଳରେ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି । ବନ୍ୟାସ୍ଥିତି ଓ…
Read More...

ଧାନ କିଣାରେ ୪୨.୩୧ ଲକ୍ଷ ଟଙ୍କା ହେରଫେର ଅଭିଯୋଗ: ଟୁସୁରା PACSର ପୂର୍ବତନ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ବଲାଙ୍ଗୀର: ଧାନ କିଣାରେ ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଟୁସୁରା ପ୍ରାଥମିକ କୃଷି ସମବାୟ ସମିତି (PACS)ର ପୂର୍ବତନ ସମ୍ପାଦକ ସନୋଜ କୁମାର ମିଶ୍ରଙ୍କୁ ଗିରଫ କରିଛି। ଗୁଡ଼ଭେଲା ବ୍ଲକ ଅଧୀନ ଟୁସୁରା PACSର ପୂର୍ବତନ ସମ୍ପାଦକ ଥିବା ଶ୍ରୀ ମିଶ୍ରଙ୍କୁ ଗିରଫ ପରେ…
Read More...

ଧର୍ମଶାଳା ବିଜେପି ପକ୍ଷରୁ ଘରଘର ତ୍ରିରଙ୍ଗା ଯାତ୍ରା

ଧର୍ମଶାଳା,୧୧ । ୮ (kalinga7news ): ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆରୁହା, ଜାରକା ଓ ବାରବାଟୀ ମଣ୍ଡଳରେ ବିଜେପି ପକ୍ଷରୁ ଘର ଘର ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ହିମାଂଶୁ ଶେଖର ସାହୁ ସମସ୍ତ ସ୍ଥାନରେ ଯୋଗଦେଇ ହାତରେ ତ୍ରିରଙ୍ଗା ପତକା ଧରି…
Read More...

ନାବାଳିକାକୁ ଶୋଷଣ ଏବଂ ସୁନା ଅଳଙ୍କାର ଚୋରି ମାମଲାରେ ୪ ଗିରଫ

ନାବାଳିକାକୁ ଶୋଷଣ ଏବଂ ସୁନା ଅଳଙ୍କାର ଚୋରି ମାମଲାରେ ୪ ଗିରଫ  ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡବଜାର ଥାନା ଜଣେ ୧୭ ବର୍ଷୀୟ ନାବାଳିକାଙ୍କ ଲିଖିତ ଅଭିଯୋଗ ଆଧାରରେ ଭାରତୀୟ ନ୍ୟାୟ ସଂହିତାର ପ୍ରାସଙ୍ଗିକ ଧାରା ଏବଂ ପକ୍ସୋ ଆଇନର ଧାରା ୬ ଅନୁଯାୟୀ ମାମଲା ନଂ ୬୦୭/୨୬ରେ ରୁଜୁ କରିଛି। ଏହି…
Read More...