ଯାଜପୁରର ନୂତନ ଜିଲ୍ଲାପାଳ ଭାବେ ଅମ୍ବର କୁମାର କରଙ୍କ ତା ୨୭.୦୭.୨୦୨୫ ରିଖ ଦିନ ଯାଜପୁରର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦାନ ପରେ ଗତ କାଲି ୨ ତାରିଖରେ ବଡଚଣା ବ୍ଲକ ପ୍ରଥମ ଗସ୍ତ ଥିଲା। ଏହି ଗସ୍ତ ସମୟରେ ସ୍ଥାନୀୟ ବିଧାୟକ ଅମର କୁମାର ନାୟକ ଉପସ୍ଥିତ ଥିଲେ। ବିଧାୟକ ପରାମର୍ଶ ଅନୁସାରେ ଜିଲ୍ଲାପାଳ ମହୋଦୟ ପ୍ରଥାମେ ଛତିଆ ନିକଟ ସୋଲର ସେବକ ଜରା ନିବାସ (ବୃଦ୍ଧା ଆଶ୍ରମ) କୁ ବିଧାୟକଙ୍କ ସହ ପରିଦର୍ଶନ କରିଥିଲେ। ଜିଲ୍ଲାପାଳ ସେବକ ଜରା ନିବାସ ର ଅଧ୍ୟକ୍ଷ ସୁରେଶ କୁମାର ବିଶ୍ଵାଳ ସହ ଆଶ୍ରମର ଉନ୍ନତୀ ସମ୍ପର୍କ ରେ ଆଲୋଚନା କରିଥିଲେ । ଏହି ପରିଦର୍ଶନ ସମୟରେ ବିଧାୟକ ଅମର କୁମାର ନାୟକ, ବିଡିଓ ରବୀନ୍ଦ୍ର ପ୍ରଧାନ, ସୋଲର ପଞ୍ଚାୟତ ପୂର୍ବତନ ସରପଞ୍ଚ ନୀଳମଣି ରାଉତ, ଉପସ୍ଥିତ ଥିଲେ
Sign in
Sign in
Recover your password.
A password will be e-mailed to you.