ଦେଉଳଚୁଆ ଯାତ୍ରା ଅନୁଷ୍ଠାନ ପାର୍ବତୀ ଗଣନାଟ୍ୟ ରେ ତ୍ରିଦେବ ସାର ମୁଖ୍ୟ ଆକର୍ଷକ

ଦେଉଳଚୁଆ ଯାତ୍ରା ଅନୁଷ୍ଠାନ ପାର୍ବତୀ ଗଣନାଟ୍ୟ ରେ ତ୍ରିଦେବ ସାର ମୁଖ୍ୟ ଆକର୍ଷକ
ରିପୋର୍ଟର – ସୁବାସ ରାଉତ ଟାଙ୍ଗୀ – ଚୌଦ୍ଵାର
ଗତ 02/06/2026 ରେ ଚୌଦ୍ଵାର ଥାନା ଅନ୍ତର୍ଗତ ଦେଉଳଚୂଆ ଗ୍ରାମରେ ତିନି ଦିନ ବ୍ୟାପି ଯାତ୍ରା ଅନୁଷ୍ଠାନ ପାର୍ବତୀ ଗଣନାଟ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ଆଖ ପାଖ ଅଞ୍ଚଳରୁ ବହୁ ସଂଖ୍ୟା ରେ ଲୋକମାନେ ଏକତ୍ରିତ ହୋଇଥିଲେ। ଏହି ଉତ୍ସବ କୁ ଯାତ୍ରା ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ଅଶୋକ କୁମାର ରାଉତ, ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ନାୟକ ଏବଂ ଉପସଭାପତି ଶ୍ରୀ ଜ୍ଞାନ ରଂଜନ ନାୟକ ପରିଚାଳନା କରିଥିଲେ। ଏହି କାର୍ଯକ୍ରମ କୁ ଅତିଥି ଭାବେ ତେତ୍ରାହେଦେନ୍ କଲେଜ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ତ୍ରିଦେବ ସାର ଯୋଗଦାନ କରି ଅନୁଷ୍ଠାନକୁ ଖୁବ୍ ପ୍ରଶଂସା କରିଥିଲେ। ଏବଂ ଶେଷରେ ଯାତ୍ରା ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ତ୍ରିଦେବ ସାର ଙ୍କୁ ସମ୍ମାନିତ କରିଥିଲେ।

Leave A Reply

Your email address will not be published.