ଓଡିଶା ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଙ୍କ ଯାଜପୁର ଜିଲ୍ଲା ଗସ୍ତ ଓ ସମୀକ୍ଷା ବୈଠକ।

ଯାଜପୁର, ତା ୨୦.୧୧.୨୦୨୫ ରିଖ: ଆଜି ପୂର୍ବାହ୍ନରେ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଶ୍ରୀ ଅବନିକାନ୍ତ ସାହୁ ଦୁଇ ଦିନିଆ ଯାଜପୁର ଜିଲ୍ଲା ଗସ୍ତରେ ଆସି ଧର୍ମଶାଳା ବ୍ଲକ୍ ଗସ୍ତ କରି ନେଉଳପୁର -୨ରେ ସ୍ଥିତ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ।…
Read More...

ଯାଜପୁର ଜିଲ୍ଲାରେ ବିଶ୍ଵ ମତ୍ସ୍ୟ ଦିବସ ପାଳିତ

ଯାଜପୁର -ତା. ୨୧. ୧୧…୨୫ ରିଖ ଆଜି ଯାଜପୁର ଜିଲ୍ଲା ସଦରମହକୁମାସ୍ଥିତ ମିଶନ ଶକ୍ତି ଭବନରେ ବିଶ୍ଵ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀମତୀ ରଞ୍ଜିତା ବେହେରା ସ୍ଵାଗତ ଭାଷଣ ଦେବା ସହିତ ଦିବସର ତାତ୍ପର୍ଯ୍ୟ ଓ ମହତ୍ତ୍ବ ସମ୍ପର୍କରେ ଆଲୋକପାତ…
Read More...

ଉତ୍କଳ ସାମ୍ବାଦିକ ପରିବାର ପକ୍ଷ ରୁ ଜାତୀୟ ପ୍ରେସ ଦିବସ ପାଳିତ

ଚୌଦ୍ୱାର ସ୍ଥିତ ଉତ୍କଳ ନ୍ୟୁଜ କାର୍ଯ୍ୟାଳୟ ପରିସରରେ ଉତ୍କଳ ସାମ୍ବାଦିକ ପରିବାର ପକ୍ଷ ରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି | ଗଣମାଧ୍ୟମ ହେଉଛି ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ , ଏହି ସ୍ତମ୍ଭ କୁ ମଜୂଭୁତ ରଖିବାକୁ ହେଲେ ଏହାର ମୂଳଦୁଆ ହେଉଛି ବିଶ୍ୱସନୀୟତା | ଗଣମାଧ୍ୟମ ଏପରି ଏକ…
Read More...

ନଖରା କାର୍ତ୍ତିକ ଶ୍ୱ ର ମେଲଣ 2025,

ଚୌଦ୍ବାର,13,11,2025। ନଖରା କାର୍ତ୍ତିକ ଶ୍ୱ ର ମେଲଣ 2025 ଅନୁତି ଷ୍ଠ ହୋଇ ହେଉଛି, ଦୁଇ ଦିନ ଧରି ଚାଲି ଥିବା ଏହି ମେଲଣ ରେ 13,11,2025 ତିନି ଗୋଟି ପଞ୍ଚାୟତ ନଖରା, ଆଗ୍ରା ହାଟ , ଶାଳ ଗାଁ ପଞ୍ଚାୟତ ରୁ 22 ଖଣ୍ଡ ମେଢ଼ ଯାତ୍ରା ପଡିଆକୁ ଆସିଥିଲେ, ତା 14,11,2025, ଭସାଣି ଉତ୍ସବ ପାଳନ…
Read More...

ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ସମାରୋହ ସମାବେଶ ଅନୁଷ୍ଠିତ

କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ କରଞ୍ଜି ପଂଚାୟତର ଗୋଡ଼ଧୂଆ ଛକ ସମିଟିକର ପଡିଆ ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟ ପକ୍ଷରୁ ମହାନ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ସମାରୋହ ସମାବେଶ ଅନୁଷ୍ଠିତ ହୋଇଯାଇଛି l ଭାରତରେ ମୁକ୍ତି ସଂଗ୍ରାମରେ…
Read More...

ବିଧାୟକ ହିମାଂଶୁ ସାହୁ ଙ୍କ ନିର୍ଦ୍ଦେଶ, ଲୋକସେବାରେ ଯୁବମୋର୍ଚ୍ଚାର ଦୃଢ ପ୍ରୟାସ

ଧର୍ମଶାଳା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଆଜି ଧର୍ମଶାଳା ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ସକାଳୁ ଚହଟା ଗ୍ରାମପଞ୍ଚାୟତ ରେ ପହଞ୍ଚି ଜନସାଧାରଣ ଓ ଯୁବ ସାଥି ମାନଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମ ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ସହ…
Read More...

ASI Somanath Palei arrested: ଲାଞ୍ଚ ନେଇ ଗିରଫ ହେଲେ ବାଲିଅନ୍ତା ପୋଲିସ ଏ.ଏସ.ଆଇ

ASI Somanath Palei arrested: ଲାଞ୍ଚ ନେଇ ଗିରଫ ହେଲେ ବାଲିଅନ୍ତା ପୋଲିସ ଏ .ଏସ.ଆଇ ଏ ଏସ୍ ଆଇ.ସୋମନାଥ ପଲେଇ ଗିରଫ.ଗୁରୁବାର ଓଡ଼ିଶା ଭିଜିଲାନ୍ସ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ଭୁବନେଶ୍ୱର ବାଲିଅନ୍ତା ପୋଲିସ ଷ୍ଟେସନର ଜଣେ ସହକାରୀ ସବ-ଇନ୍ସପେକ୍ଟର (ଏଏସଆଇ)ଙ୍କୁ ଗିରଫ…
Read More...

ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଉପଲକ୍ଷେ ଶ୍ରୀ ଅନ୍ନ ଓ ବିସ୍ମତ ଖାଦ୍ୟ ମେଳା

`ଯାଜପୁର-ତା ୦୭. ୧୧. ୨୫ରିଖ- ଆଜି ପୂର୍ବାହ୍ନରେ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇ ଯାଇଛି।ଓଡ଼ିଶାରେ ପୁଷ୍ଟିଶସ୍ୟର ମହତ୍ତ୍ଵ ପାଇଁ ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ…
Read More...

ଯାଜପୁର ଅବକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛନ୍ତି ଦୁଇ ଭୂତ

ଯାଜପୁର : ଉଭୟ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସରକାରୀ କାର୍ଯ୍ୟ କରିବା ପାଇଁ ସରକାରୀ ସ୍ତରରେ ଏବଂ ଏଜେନ୍ସି ଜରିଆରେ କର୍ମଚାରୀ ନିଯୁକ୍ତି ହୋଇଥାଆନ୍ତି। ଯେ କୌଣସି ଅଫିସ ଚାଲିବା ପାଇଁ ଆବଶ୍ୟକ ସମସ୍ତ ପଦବୀରେ ଭିନ୍ନ ଭିନ୍ନ ଅଧିକାରୀ ମାନଙ୍କୁ ନିଯୁକ୍ତି ଦେଇଥାନ୍ତି । ବିନା…
Read More...

ପିପିଲି ତହସିଲ ଅନ୍ତର୍ଗତ ବଣ୍ଟାଲସିଂ ରେଭେନ୍ୟୁ ଇନ୍ସପେକ୍ଟର ଲାଞ୍ଚ ସହ ଧରାପଡ଼ିଲେ

ତାରିଖ – ୦୪.୧୧.୨୦୨୫ ପୁରୀ ଜିଲ୍ଲାର ପିପିଲି ତହସିଲ ଅଧୀନତା ବଣ୍ଟାଲସିଂ ରେଭେନ୍ୟୁ ଇନ୍ସପେକ୍ଟର ଜୀବନ କୃଷ୍ଣ ପରିଡା କୁ ଆଜି ଓଡ଼ିଶା ଭିଜିଲାନ୍ସ ଦଳ ଲାଞ୍ଚ ନେଉଥିବା ବେଳେ ରଙ୍ଗେ ହାତ ଧରିଛି। ବିଶେଷ ସୂତ୍ର ଅନୁଯାୟୀ, ଚାଷୀଙ୍କ ୬ଟି ଜାଗା ମାନଙ୍କ ଜମି ମ୍ୟୁଟେସନ୍ କେସ୍ ପ୍ରକ୍ରିୟା…
Read More...