ଗରାରେ ପାଣିନେଇ ରାଜପଥ ପାରିହେଇଥିବା ବେଳେ ମହିଳା ଗୁରୁତର ଆହତ

ଯାଜପୁର (ଛତିଆ), ୧୮ ଜୁଲାଇ: ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ଛତିଆ ୧୬ନମ୍ବର ଜାତୀୟ ରାଜପଥ ଉପରେ ଗୋଟିଏ ଦୁଃଖଦ ଦୁର୍ଘଟଣା ଘଟିଛି। ଇଛନାଗର ପାଟଣା ଗ୍ରାମର ସରସ୍ୱତୀ ପାଗଳ (ବୟସ ୪୫), ଏକ ଚା ଦୋକାନ ଚାଲାଇ ପରିବାର ପ୍ରତିପୋଷଣ କରୁଥିଲେ। ସେ ଚା ଦୋକାନ ପାଇଁ ଗରାରେ ପାଣିନେଇ ରାଜପଥ…
Read More...

ବ୍ୟର୍ଥ ନ ଯାଉ ସୌମ୍ୟାଶ୍ରିଙ୍କ ଆତ୍ମାହୁତି

ପୁରୀ (୧୭/୦୭); ଆଜିର ବିଜ୍ଞାନ ଜେତେ ଆଗକୁ ଅଗ୍ରଗତି କରୁଛି ଡିଜିଟାଲ୍ ଯୁଗରେ ସୋସିଆଲ ମିଡ଼ିଆର ମଧ୍ୟ ସେତେ ଅଗ୍ରଗତି ହେଉଛି । ଯାହାକୁ ନେଇ ଖୋଦ ସରକାର ହିଁ ଏହାକୁ ବହୁଳ ମାତ୍ରାରେ ପ୍ରଚାର ପ୍ରସାର ମାଧ୍ୟମରେ ବ୍ୟବହାର କରୁଛନ୍ତି।କାରଣ ଅତି କମ୍ ସମରେ ସର୍ବାଧିକ ଜନ ସାଧାରଣ ବା ବ୍ୟବହାର…
Read More...

ସୋସିଆଲ୍ ମିଡିଆର ଅବହେଳା ଆଉଏକ ଜୀବନ ନେଇଗଲା: ଯାଜପୁରରେ ଟ୍ୱିଟର ଆକ୍ଟିଭିଷ୍ଟଙ୍କ ବିକ୍ଷୋଭ

ଯାଜପୁର, ୧୭ ଜୁଲାଇ (ନାରାୟଣ ରଥ) – ଡିଜିଟାଲ୍ ଯୁଗ ଓ ବିଜ୍ଞାନର ଅଭୂତପୂର୍ବ ଅଗ୍ରଗତି ମାନବ ଜୀବନକୁ ସୁବିଧା ଜନକ କରିଛି। ଏହି ଯୁଗରେ ସୋସିଆଲ୍ ମିଡ଼ିଆ, ବିଶେଷତଃ ଟ୍ୱିଟର (ବର୍ତ୍ତମାନ ‘X’), ଏକ ପ୍ରଭାବଶାଳୀ ମଞ୍ଚ ଭାବେ ଉଭୟ ସରକାର ଓ ଜନସାଧାରଣ ମଧ୍ୟରେ ସଂଯୋଗ ସୃଷ୍ଟି କରିଛି। ଟ୍ୱିଟର…
Read More...

ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ବ

ଯାଜପୁର : ୧୬. ୦୭. ୨୦୨୫-ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ପି. ଅନ୍ଵେଷା ରେଡି ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି.। ବୈଠକ ରେ ସ୍ୱାସ୍ଥ୍ୟ ବିଭାଗ ର ବିଭିନ୍ନ କାର୍ଯ୍ୟକ୍ରମ ର ସମୀକ୍ଷା କରାଯାଇଛି.। ଲୋକଙ୍କୁ…
Read More...

ସୌମ୍ୟାଶ୍ରୀଙ୍କ ମୃତୁ ଘଟଣାକୁ ନେଇ ବଡଚଣା ଯୁବ କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ୍ ଶୋଭାଯାତ୍ରା

ଯାଜପୁର ୧୬/୦୭ ବାଲେଶ୍ୱର ଫକୀର ମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଙ୍କ ଆତ୍ମହତ୍ୟା ଘଟଣା ପ୍ରତିବାଦରେ ବଡଚଣା ବ୍ଲକ୍ ଯୁବ କଂଗ୍ରେସ ପକ୍ଷରୁ ଚଣ୍ଡିଖୋଲ ଛକ ଠାରେ ବିକ୍ଷୋଭ ଓ ପ୍ରତିବାଦ ସଭା ଆୟୋଜନ କରାଯାଇ ଥିଲା।ବଡଚଣା ବ୍ଲକ୍ ଯୁବ କଂଗ୍ରେସ ସଭାପତି ଜୟ ପ୍ରକାଶ…
Read More...

ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଯାଜପୁର, ତା ୧୩.୦୭.୨୦୨୫ରିଖ: ଆଜି ଅପରାହ୍ନରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁକିନ୍ଦା ମହାବିଦ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମାନ୍ୟବର ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର…
Read More...