Browsing Category

ଯୋଗାଯୋଗ

ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡକ୍ରସ୍ ବୈଠକ ଆୟୋଜିତ

ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡକ୍ରସ୍ ବୈଠକ ଆୟୋଜିତ ଯାଜପୁର, ୨୩/୧୨/୨୫: ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ରେଡକ୍ରସ ସୋସାଇଟି ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ…
Read More...

ଦାଣ୍ଡରେ ମଇଳା ପାଣି ଜମିବାକୁ କେନ୍ଦ୍ରକରି ଗାଁ ଦାଣ୍ଡ କୁ ବନ୍ଦ କଲେ ଅମରାବତୀ ପାଟଣା ଗ୍ରାମବାସୀ

ଦାଣ୍ଡରେ ମଇଳା ପାଣି ଜମିବାକୁ କେନ୍ଦ୍ରକରି ଗାଁ ଦାଣ୍ଡ କୁ ବନ୍ଦ କଲେ ଅମରାବତୀ ପାଟଣା ଗ୍ରାମବାସୀ। ବଡ଼ଚଣା, ୨୦।୧୧, ଗାଁ ଦାଣ୍ଡରେ ଜମୁଛି ପଚରା ଓ ମଇଳା ପାଣି, ବିଗୁଡୁଛି ଗାଁ ପରିମଳ ବ୍ୟବସ୍ଥା। ଫଳରେ ଗାଁ ଜର ଝାଡ଼ା,କୁଣ୍ଡିଆ ବଢ଼ୁ ଥିବା ଦେଖିବାକୁ ମିଳିଛି, ଯାହାକୁ ବିରୋଧ କରି…
Read More...

ପ୍ରଥମ କରି ଚଣ୍ଡିଖୋଲ କୋର୍ଟ ରେ ମଟର୍ ଦୁର୍ଘଟଣା ଜନିତ କେଶ୍ ର ଶୁଣାଣି ।

ପ୍ରଥମ କରି ଚଣ୍ଡିଖୋଲ କୋର୍ଟ ରେ ମଟର୍ ଦୁର୍ଘଟଣା ଜନିତ କେଶ୍ ର ଶୁଣାଣି । ଚଣ୍ଡିଖୋଲ/ ବଡଚଣା.୧୩।୧୨.(ନୀ: ପ୍ର) ଚଣ୍ଡିଖୋଲ କୋର୍ଟ ରେ ପ୍ରଥମ ଥର ଲାଗି ମଟର ଦୁର୍ଘଟଣା ଜନିତ କେଶ୍ ର ଶୁଣାଣି କରିଛନ୍ତି ଜିଲ୍ଲା ଅତିରିକ୍ତ ଦୈରା ଜଜ୍ ଗୋପବନ୍ଧୁ ଗଡ଼ନାୟକ। ୧୯୮୮ ମସିହା ଭାରୀ ମଟର ଯାନ…
Read More...

ଯାଜପୁରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ

ଯାଜପୁର, ୧୩/୧୨/୨୫: ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆଜି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ମୋଟ ୬୪୩୬ ଟି ମୋକଦ୍ଦମା ଫଇସଲା ହୋଇଛି l ସେଥିମଧ୍ୟ୍ୟରୁ ୬୩୯ ଗୋଟି ଫୌଜଦାରୀ, ୧୭ ଗୋଟି ମୋଟର ଦୁର୍ଘଟଣାଜନିତ ମାମଲା,…
Read More...

ପର୍ଯ୍ୟଟନ ବିଭାଗ ଶାସନ ସଚିବଙ୍କ ଯାଜପୁର ଗସ୍ତ; ବିକଶିତ ହେବ ଯାଜପୁରର ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ର

ଯାଜପୁର, ୧୧/୧୨/୨୫: ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଳବନ୍ତ ସିଂ ଏକଦିନିଆ ଯାଜପୁର ଗସ୍ତରେ ଆସିଥିଲେ। ପ୍ରଥମେ ସଚିବ ଶ୍ରୀ ସିଂ ବଡ଼ଚଣା ବ୍ଲକ ଅନ୍ତର୍ଗତ ଓଳାଶୁଣି ଗୁମ୍ଫା ଗସ୍ତ କରିବା ସହ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ ଏବଂ ଲଳିତଗିରି ପରିଦର୍ଶନ କରି…
Read More...

ଅର୍ଥନୀତି ଓ ପରିସଂଖ୍ୟାନ ବିଭାଗ ନିର୍ଦ୍ଦେଶକଙ୍କ ଯାଜପୁର ଗସ୍ତ ସହ ଜଳସେଚନ ଗଣନା

ଯାଜପୁର, ୧୧.୧୨.୨୦୨୫: ଅର୍ଥନୀତି ଓ ପରିସଂଖ୍ୟାନ ବିଭାଗ ନିର୍ଦ୍ଦେଶକ ଡ଼ଃ ବିଜୟ ଭୂଷଣ ନନ୍ଦ ଏବଂ ଡ଼ଃ କେ.ସି. ପାଣି, ବିଷୟ ବିଶେଷଜ୍ଞ ବଡ଼ଚଣା ବ୍ଲକର ଚମ୍ପାପୁର ଗ୍ରାମପଞ୍ଚାୟତର ସାନବନ୍ଦଳୋ ଗ୍ରାମ ଏବଂ ଧର୍ମଶାଳା ବ୍ଲକର ମଧୁପୁରଗଡ଼ ଗ୍ରାମପଞ୍ଚାୟତର ପଣ୍ଟୁରୀ ଗ୍ରାମରେ ୭ମ ଅଳ୍ପ ଜଳସେଚନ…
Read More...

ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଯାଜପୁର ଜିଲ୍ଲା ଗସ୍ତ

-- ଗୋପାଳପୁର ହସ୍ତତନ୍ତ ଗ୍ରାମ ଏବଂ ହସ୍ତତନ୍ତ ସମବାୟ, ସଠୀପୁର କମ୍ପ୍ଲେକ୍ସ, ସାଇନ୍ସ ପାର୍କ ପ୍ରକଳ୍ପ ପରିଦର୍ଶନ -- ଦାନଗଦି ଏବଂ କାଳିଆପାଣି ସ୍ବାସ୍ଥ୍ୟ କେନ୍ଦ୍ରର ସ୍ଥିତି ସମୀକ୍ଷା -- ମାଙ୍କିଡିଆ ଜନଜାତିଙ୍କ ସହ ଆଲୋଚନା କଲେ ପ୍ରମୁଖ ସଚିବ -- ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ…
Read More...

ବିଡିଓ ଏବଂ ତହସିଲଦାରଙ୍କୁ ଜିଲ୍ଲାପାଳଙ୍କ ତାଗିଦ୍

ଯାଜପୁର, ୦୬/୧୨/୨୫: ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ତହସିଲର ଅଧିକାରୀମାନେ ଉପରିସ୍ଥ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନ ନେଇ ହେଡକ୍ୱାର୍ଟରରେ ଅନୁପସ୍ଥିତ ରହିବା ନେଇ ଅଭିଯୋଗ ଆସିବା ପରେ ଜିଲ୍ଲାପାଳ କ୍ଷୁବ୍ଧ ହୋଇ ନୋଟିସ ଜାରି କରିଛନ୍ତି। ଏଣିକି କୌଣସି ବିଡିଓ ଏବଂ ତହସିଲଦାର ଛୁଟି ଦରଖାସ୍ତ…
Read More...

ଯାଜପୁର ଜିଲ୍ଲାପାଳଙ୍କ ଅଧକ୍ଷତାରେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ।

ଯାଜପୁର,ତା୦୭ .୧୨.୨୦୨୫ ରିଖ: ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶପ୍ରତାପ ଶ୍ରୀମାଲ, ଡି ଏଫ…
Read More...

ଦାନଗଦି,କୋରେଇରୁ ଚାରୋଟି ଶିଶୁ ଶ୍ରମିକ ଉଦ୍ଧାର

ଯାଜପୁର -ତା ୦୨. ୧୨. ୨୫ରିଖ ସରକାରୀ ସ୍ତରରେ ସଚେତନତା ସତ୍ତ୍ଵେ ଏବଂ ଦଣ୍ଡ ବିଧାନ ର ଭୟ ଥିଲେ ମଧ୍ୟ ମାଲିକ ମାନେ ଭୟ ନ କରି ନିଜର ସ୍ୱାର୍ଥ ସାଧନ ପାଇଁ ଶିଶୁ ଶ୍ରମିକ ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିବାକୁ ପଛଉ ନାହାନ୍ତି l ଏନଜିଓ ଓ ଶିଶୁ ମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ସ୍ତରରେ…
Read More...