Browsing Category

ଅପରାଧ

ଅନୁପାତହୀନ ସମ୍ପତ୍ତି ମାମଲା: ସମ୍ବଲପୁର ସିନିୟର ରେଭେନ୍ୟୁ ଅସିଷ୍ଟାଣ୍ଟ ବାସୁଦେବ ଭୋଇଙ୍କ ୪ଟି ସ୍ଥାନରେ ଭିଜିଲାନ୍ସ…

ସମ୍ବଲପୁରର ସିନିୟର ରେଭେନ୍ୟୁ ଅସିଷ୍ଟାଣ୍ଟ ବାସୁଦେବ ଭୋଇଙ୍କ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ସମ୍ବଲପୁର / ବରଗଡ଼୨୪.୧୨.୨୦୨୫ଅନୁପାତହୀନ ସମ୍ପତ୍ତି (ଡିଏ) ଅଭିଯୋଗରେ ସମ୍ବଲପୁର ମେଜର ସେଟଲମେଣ୍ଟ କାର୍ଯ୍ୟାଳୟର ସିନିୟର ରେଭେନ୍ୟୁ ଅସିଷ୍ଟାଣ୍ଟ (SRA) ଶ୍ରୀ ବାସୁଦେବ ଭୋଇଙ୍କ ବିରୋଧରେ…
Read More...

ବିପୁଳ ପରିମାଣର ଦେଶୀ ମଦ ସହିତ ଗୋଟିଏ ମାରୁତି ସୁଜୁକି EECO କାର ଜବତ, ୦୧ ଗିରଫ

*ବିପୁଳ ପରିମାଣର ଦେଶୀ ମଦ ସହିତ ଗୋଟିଏ ମାରୁତି ସୁଜୁକି EECO କାର ଜବତ, ୦୧ ଗିରଫ l* ଭଦ୍ରକ ଅବକାରୀ ଅଧିକ୍ଷକ ଶ୍ରୀ ନରୋତ୍ତମ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଅବକାରୀ ନିରୀକ୍ଷକ ଶ୍ରୀମତୀ ମମତା କୁମାରୀ ଦାସ ଏବଂ ଭଦ୍ରକ ଅବକାରୀ ଥାନା…
Read More...

ରେଳପଥ ମାଧ୍ୟମରେ ବେଆଇନ ନିଶାଦ୍ରବ୍ୟ ଚୋରା ଚାଲାଣକାରୀଙ୍କ ବିରୁଦ୍ଧରେ ରେଳବାଇ ଥାନା ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ

ରାଜ ରେଳ ପଥ ମାଧ୍ୟମରେ ବେଆଇନ ନିଶା ଦ୍ରବ୍ୟ ଚୋରା ଚାଲାଣକାରୀଙ୍କ ବିରୁଦ୍ଧରେ ସରକାରୀ ରେଳବାଇ ଥାନା ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଚଳିତ ବର୍ଷ ରେଳବାଇ ପୋଲିସ ୩୩୫୨ କେଜିରୁ ଅଧିକ ଗଞ୍ଜେଇ ଜବତ କରିଥିବା ବେଳେ ଏନଡିପିଏସ ମାମଲା ନିୟମ ଅନୁଯାୟୀ ଅଦ୍ୟାବଧି ମୋଟ ୨୦୦ଟି…
Read More...

ଜମି ମାପ ତାରିଖ ଧରାଇବାକୁ ୩୦ ହଜାର ଟଙ୍କା ଲାଞ୍ଚ : ବିଂଝାରପୁର ତହସିଲଦାର ବିଜିଲାନ୍ସ ଜାଲରେ

ଜମି ମାପ ତାରିଖ ଧରାଇବାକୁ ୩୦ ହଜାର ଟଙ୍କା ଲାଞ୍ଚ : ବିଂଝାରପୁର ତହସିଲଦାର ବିଜିଲାନ୍ସ ଜାଲରେ ଯାଜପୁର ଜିଲ୍ଲା ବିଂଝାରପୁର ତହସିଲର ଅତିରିକ୍ତ ତହସିଲଦାର ତଥା ଭାରପ୍ରାପ୍ତ ତହସିଲଦାର ଶ୍ରୀ ପ୍ରଦୀପ୍ତ କୁମାର ସେଠୀଙ୍କୁ ଆଜି ଅର୍ଥାତ ୧୯.୧୨.୨୦୨୫ ତାରିଖରେ ଓଡ଼ିଶା ବିଜିଲାନ୍ସ ଲାଞ୍ଚ…
Read More...

ଦାସମନ୍ତପୁର ଥାନା IIC ସୁକ୍ମା ହାଁସଦାହ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଲେ

ଦାସମନ୍ତପୁର ଥାନା IIC ସୁକ୍ମା ହାଁସଦାହ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କୋରାପୁଟ : ଦସ୍ମନ୍ତପୂର୍ ଥାନାର ଇନ୍ସପେକ୍ଟର୍-ଇନ୍-ଚାର୍ଜ (IIC) ଶ୍ରୀମତୀ ସୁକ୍ମା ହାଁସଦାହଙ୍କୁ ଆଜି ୧୮ ଡିସେମ୍ବର ୨୦୨୫ ତାରିଖରେ ଓଡ଼ିଶା ଭିଜିଲାନ୍ସ ଦଳ ଲାଞ୍ଚ ନେବା ସମୟରେ ରଙ୍ଗେ ହାତ…
Read More...

ଓଡିଶା ପୁଲିସ ତରଫରୁ “ଅପରେସନ୍ ଧରପଗଡ

ରାଜ୍ୟ ପୋଲିସ ମୁଖ୍ୟାଳୟ ରାଜ୍ୟକୁ ନିଶାମୁକ୍ତ କରିବା ତଥା ନିଶା କାରବାର ଉପରେ ରୋକ ଲଗାଇବା ପାଇଁ କିଛି ଦିନ ଧରି ଓଡିଶା ପୁଲିସ ତରଫରୁ "ଅପରେସନ୍ ଧରପଗଡ" ଅଭିଯାନ କରାଯାଇଥିଲା । ଏହି ଅପରେସନରେ ରାଜ୍ୟର ସମସ୍ତ ଜିଲ୍ଲା ପୁଲିସ ସାମିଲ ହୋଇ ବିପୁଳ ପରିମାଣର ଗଞ୍ଜେଇ, ବ୍ରାଉନ ସୁଗାର, କଫ…
Read More...

ପ୍ରଥମ କରି ଚଣ୍ଡିଖୋଲ କୋର୍ଟ ରେ ମଟର୍ ଦୁର୍ଘଟଣା ଜନିତ କେଶ୍ ର ଶୁଣାଣି ।

ପ୍ରଥମ କରି ଚଣ୍ଡିଖୋଲ କୋର୍ଟ ରେ ମଟର୍ ଦୁର୍ଘଟଣା ଜନିତ କେଶ୍ ର ଶୁଣାଣି । ଚଣ୍ଡିଖୋଲ/ ବଡଚଣା.୧୩।୧୨.(ନୀ: ପ୍ର) ଚଣ୍ଡିଖୋଲ କୋର୍ଟ ରେ ପ୍ରଥମ ଥର ଲାଗି ମଟର ଦୁର୍ଘଟଣା ଜନିତ କେଶ୍ ର ଶୁଣାଣି କରିଛନ୍ତି ଜିଲ୍ଲା ଅତିରିକ୍ତ ଦୈରା ଜଜ୍ ଗୋପବନ୍ଧୁ ଗଡ଼ନାୟକ। ୧୯୮୮ ମସିହା ଭାରୀ ମଟର ଯାନ…
Read More...

ଯାଜପୁରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ

ଯାଜପୁର, ୧୩/୧୨/୨୫: ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆଜି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ମୋଟ ୬୪୩୬ ଟି ମୋକଦ୍ଦମା ଫଇସଲା ହୋଇଛି l ସେଥିମଧ୍ୟ୍ୟରୁ ୬୩୯ ଗୋଟି ଫୌଜଦାରୀ, ୧୭ ଗୋଟି ମୋଟର ଦୁର୍ଘଟଣାଜନିତ ମାମଲା,…
Read More...

ଧର୍ମଶାଳା CHC ରେ ନର୍ସିଙ୍ଗ୍ ଅଫିସରଙ୍କ ସହ ଅଭଦ୍ର ବ୍ୟବହାର ଓ ଭିଡିଓ ଶୁଟିଂ ଅଭିଯୋଗ

ଧର୍ମଶାଳା, ଯାଜପୁର – ଧର୍ମଶାଳା ସମୁଦାୟ ସ୍ୱାସ୍ଥ୍ୟ କେନ୍ଦ୍ର (CHC) ରେ ନର୍ସିଙ୍ଗ୍ ଅଫିସରମାନଙ୍କ ସହ ଅଭଦ୍ର ବ୍ୟବହାର ଓ କାର୍ଯ୍ୟାଳୟ ଭିତରେ ଭିଡିଓ ଶୁଟିଂ ହେବାକୁ ନେଇ ଗୁରୁତର ଅଭିଯୋଗ ଉଠିଛି। ଏହି ଘଟଣା ସମ୍ବନ୍ଧରେ CHC ର ମେଡିକାଲ୍ ଅଫିସର ଇଞ୍ଚାର୍ଜଙ୍କ ପକ୍ଷରୁ ଧର୍ମଶାଳା ଥାନା IIC…
Read More...

STF, ଭୁବନେଶ୍ୱର ସର୍ବାଧିକ ୨୬,୬୫୮ ବୋତଲ କଫସିରପ୍ ଜବତ କରି ଏହି ଅଭିଯାନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା ପାଇଁ ଓଡିଶା ପୋଲିସ କଠୋର ପଦକ୍ଷେପ ଗ୍ରହଣ କରୁଛି। ବିଗତ କିଛି ଦିନ ମଧ୍ୟରେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ କରାଯାଇ ବିପୁଳ ପରିମାଣର କଫ୍‌ ସିରପ ଜବତ ସହିତ ଚୋରା ଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ…
Read More...