Browsing Category

Editor Column

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

ଯାଜପୁର, ତା ୧୦.୦୯.୨୦୨୫ ରିଖ: ଯାଜପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରବୀନ୍ଦ୍ର ନାଥ ବେହେରା ଗତ ଅଗଷ୍ଟ ୩୧ ତାରିଖରେ ସରକାରୀ ଚାକିରୀ ରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବୁଢ଼ୀ କଣ୍ଟେଇ…
Read More...

ଯାଜପୁର ଜିଲ୍ଲାରେ ଖରିଫ ଋତୁପାଇଁ ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ସାରଯୋଗାଣ ସମ୍ପର୍କୀୟ ପ୍ରେସମିଟ।

ଯାଜପୁର -ତା ୦୬.୦୯.୨୦୨୫ ରିଖ ଯାଜପୁର ଜିଲ୍ଲାରେ ସାର ର ଅଭାବୀ ବିକ୍ରି ସମ୍ପର୍କୀୟ ବିଭିନ୍ନ ସମ୍ବାଦପତ୍ର ରେ ପ୍ରକାଶିତ ସମ୍ବାଦ ପରିପ୍ରେକ୍ଷୀରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଏକ ପ୍ରେସମିଟ ବୈଠକରେ ଯୋଗଦେଇଥିଲେ। ପ୍ରେସମିଟ୍ ପୂର୍ବରୁ…
Read More...

ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଙ୍କ ଅଚାନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ /

ଯାଜପୁର -ତା -୬. ୯. ୨୫ରିଖ ଆଜି ସକାଳେ ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଅତର୍କିତ ଭାବରେ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ।ସେ ମେଡିକାଲ ସ୍ଥିତ ବହିର୍ବିଭାଗ କୁ ସର୍ବ ପ୍ରଥମେ ଯାଇ ମେଡିକାଲ ରେ ରୋଗୀ ମାନେ ନିଜ ଚିକିତ୍ସା ପାଈଁ ଏଣେ ତେଣେ ବୁଲିବା ଦେଖି…
Read More...

ଏକ ପେଡ୍ ମା କେ ନାମ୍ ୨.୦ ସଚେତନତା ରଥର ଶୁଭାରମ୍ଭ।

ଯାଜପୁର, ତା ୦୬.୦୮.୨୦୨୫ ରିଖ: ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପେଡ୍ ମା କେ ନାମ୍ ୨.୦ ନିମନ୍ତେ ଦୁଇଟି ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୨୦୨୫ ରିଖରେ ରାଜ୍ୟବ୍ୟାପୀ ୭୫…
Read More...

ବିଦ୍ୟୁତ ଆଘାତରେ ଆହତ ଶ୍ରମିକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ।

ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣରେ କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କ ବିଦ୍ୟୁତ ଆଘାତରେ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣଙ୍କ ଜେନାପୁର ଥାନା ଅଧିନ ବୃନ୍ଦାଦେଇପୁର ପଞ୍ଚାୟତ ରଘୁନାଥପୁର ଗ୍ରାମର ମୁଥା ମଲ୍ଲିକଙ୍କ ପୁଅ ରଙ୍ଗାଧର…
Read More...

ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ପୁରସ୍କାର ଉତ୍ସବ ଅନୁଷ୍ଠିତ।

ଅଦ୍ୟ ତା. ୦୫. ୦୯. ୨୦୨୫ ରିଖ ଯାଜପୁର ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଜ଼ିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, ଯାଜପୁର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଓ…
Read More...

ଶିକ୍ଷୟତ୍ରୀ ଙ୍କ ଅବସରରେ ଭବବିହ୍ୱଳ ବିଦ୍ୟାର୍ଥୀ ।

ଶିକ୍ଷୟତ୍ରୀ ଙ୍କ ଅବସରରେ ଭବବିହ୍ୱଳ ବିଦ୍ୟାର୍ଥୀ । ଆଜି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କୋଠାର ସରକାରୀ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ଶ୍ରୀମତୀ ସସ୍ମିତା ଲେଙ୍କାଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟରେ ପାଳିତ ହୋଇଛି।ଏହି ଦୁଃଖଦ ପୂର୍ଣ୍ଣ ଉତ୍ସବ ଟିରେ…
Read More...

ମୁକୁନ୍ଦପ୍ରସାଦ ବାଇପାସ୍‌ରୁ ୭ଟି ଚୋରି ମୋଟରସାଇକେଲ୍‌ ଉଦ୍ଧାର, ୨ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ୍‌ ପୋଲିସ୍‌ର ବ୍ଲକିଂ ଅଭିଯାନରେ ବଡ଼ ସଫଳତା ମିଳିଛି। ମୁକୁନ୍ଦପ୍ରସାଦ ବାଇପାସ୍‌ ଚେକ୍‌ପୋଷ୍ଟ୍‌ ନିକଟରେ ମଙ୍ଗଳବାର ପ୍ରଭାତ 3.30 ବେଳେ ୨ଟି ନମ୍ବର ପ୍ଲେଟ୍‌ ବିହୀନ ମୋଟରସାଇକେଲ୍‌ ସହିତ ୨ଜଣ ଯୁବକଙ୍କୁ ପୋଲିସ୍‌ ଧରିଥିଲା।ତଦନ୍ତ ସମୟରେ ସେମାନେ…
Read More...

ରାସ୍ତାର ଉନ୍ନତିକରଣ ନିମନ୍ତେ ଭିନ୍ନ ଭିନ୍ନ ପାଞ୍ଚଟି ସ୍ଥାନରେ ଭିତ୍ତିପ୍ରସ୍ତର ସ୍ଥାପନ

ଧାମନଗର ବ୍ଲକ ରେ ବିଭିନ୍ନ ସ୍ଥାନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ କରକମଳରେ ରାସ୍ତାର ଉନ୍ନତି କରଣ ନିମନ୍ତେ ଭିତ୍ତପ୍ରସ୍ତର ସ୍ତାପେନ କରାଯାଇଛି।ପ୍ରଥମେ ମଙ୍ଗଳପୁର ଠାରୁ ବିଲଣା ରାସ୍ତା ରାସ୍ତାର ଉନ୍ନତି କରଣ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା କରିବା ସହିତ ଉକ୍ତ…
Read More...

ଗୋଟାଏ କୋକେଇ ରେ ବୁହା ହେଲେ ଜେଜେ ଓ ନାତୁଣୀ ଶବ

ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବିକ୍ରମତିରଣ ପଞ୍ଚାୟତ ଗୋବଣ୍ଡିଆ ଗ୍ରାମରେ ଦେଖିବାକୁ ମିଳିଛି l ଦେବେନ୍ଦ୍ର ପରମାଣିକଙ୍କ ଦଶମ ଶ୍ରେଣୀରେ ପଢ଼ୁଥିବା ଝିଅ ଅଙ୍କିତା ପ୍ରିୟଦର୍ଶିନୀ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ବିଷଧର ସାପ କାମୁଡି ଦେଇଥିଲା, ଅଙ୍କିତା ଏହା…
Read More...