Browsing Category

Editor Column

ବର୍ଷା ସହ ଘଡଘଡି ଅନେକ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ

କେଉଁ କେଉଁ ସ୍ଥାନରେ ବର୍ଷା ସହ ଘଡଘଡି, ପାଣିପାଗ କେନ୍ଦ୍ରର ୟେଲୋ ୱାର୍ଣ୍ଣିଂରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଗଷ୍ଟ ୧୪ ପର୍ଯ୍ୟନ୍ତ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରରୁ ଅନେକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।୯ ଓ ୧୪ ଅଗଷ୍ଟ ପର୍ଯ୍ୟନ୍ତ ୟେଲୋ…
Read More...

ଚଣ୍ଡିଖୋଲ ଏଚ୍ ଡି ଏଫ୍ ସି ବ୍ୟାଙ୍କର ପ୍ରଶସ୍ତିକରଣ !

ବ୍ୟାଙ୍କିଙ୍ଗି ସେବାକୁ ଆହୁରି ସରଳିକରଣ କରିବା ଏବଂ ଅଞ୍ଚଳ ବାସୀଙ୍କୁ ସ୍ୱାବଲମ୍ବୀ କରିବା ନେଇ ଚଣ୍ଡିଖୋଲ ଏଚ୍ ଡି ଏଫ୍ ସି ବ୍ୟାଙ୍କର ପ୍ରଶସ୍ତିକରଣ ଓ ନୂତନ ଗୃହ ଉଦ୍‌ଘାଟନ ହୋଇଯାଇଛି। ଚଣ୍ଡିଖୋଲ ସ୍ଥିତ ଶାନ୍ତି ମଣ୍ଡପ ଠାରେ ଏଚ୍ ଡି ଏଫ୍ ସି ବ୍ୟାଙ୍କ୍ ର ନୂତନ ଗୃହ ଉଦ୍‌ଘାଟନ ହୋଇଛି। ଏହି…
Read More...

ଜିଲ୍ଲାପାଳଙ୍କ ପ୍ରଥମ ଗସ୍ତ ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ବୃଦ୍ଧା ଆଶ୍ରମ

ଯାଜପୁରର ନୂତନ ଜିଲ୍ଲାପାଳ ଭାବେ ଅମ୍ବର କୁମାର କରଙ୍କ ତା ୨୭.୦୭.୨୦୨୫ ରିଖ ଦିନ ଯାଜପୁରର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦାନ ପରେ ଗତ କାଲି ୨ ତାରିଖରେ ବଡଚଣା ବ୍ଲକ ପ୍ରଥମ ଗସ୍ତ ଥିଲା। ଏହି ଗସ୍ତ ସମୟରେ ସ୍ଥାନୀୟ ବିଧାୟକ ଅମର କୁମାର ନାୟକ ଉପସ୍ଥିତ ଥିଲେ। ବିଧାୟକ ପରାମର୍ଶ…
Read More...

ଯାଜପୁରରେ ପି.ଏମ୍ କିଷାନର ୨୦ତମ କିସ୍ତି ପ୍ରଦାନର ଜିଲ୍ଲାସ୍ତରୀୟ ସମାରୋହ

ଯାଜପୁର, ତା ୦୨.୦୮.୨୦୨୫ ରିଖ: ଉତ୍ତର ପ୍ରଦେଶର ବାରଣାସୀଠାରେ ତା ୦୨.୦୮.୨୦୨୫ ରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପି.ଏମ କିଷାନର ୨୦ତମ କିସ୍ତି ଲୋକାର୍ପଣ ଉପଲକ୍ଷେ ତାହାର ସିଧା ପ୍ରସାରଣ ଜିଲ୍ଲାସ୍ତରୀୟ ସମାନ୍ତରାଳ ପି.ଏମ କିଷାନ ଉତ୍ସବ ଦିବସରେ ପ୍ରସାରିତ କରାଯାଇଥିଲା। ଉକ୍ତ…
Read More...

ଯୁବମୋର୍ଚ୍ଚାର ଏକ ସାଙ୍ଗଠନିକ ବୈଠକ ଧର୍ମଶାଳା ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଛି

ଆଜି ଧର୍ମଶାଳା ନିର୍ବାଚନମଣ୍ଡଳୀର ସମସ୍ତ ପଞ୍ଚାୟତର ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଯୁବମୋର୍ଚ୍ଚାର ଏକ ସାଙ୍ଗଠନିକ ବୈଠକ ଧର୍ମଶାଳା ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଛି , ଆଗାମୀ ଦିନରେ ଆମ ସରକାର, ଏବଂ ଦଳିତ ଅବହେଳିତ ନିଷ୍ପେସିତ ବ୍ୟକ୍ତି ମାନଙ୍କ କାର୍ଯ୍ୟ କିପରି…
Read More...

NHରେ ଅନଧିକୃତ ପାର୍କିଂ ଉପରେ ନିଷେଧାଜ୍ଞା! ଯାଜପୁର ଜିଲ୍ଲାପାଳଙ୍କ ନୂଆ ନିର୍ଦ୍ଦେଶ!

ଯାଜପୁର, ତା: ୩୧.୦୭.୨୦୨୫ ରିଖ : ଏନ୍. ଏଚ୍.- ୧୬, ଏନ୍. ଏଚ୍.- ୫୩ ଓ ଏନ୍. ଏଚ୍.- ୨୦ ମୁଖ୍ୟ ରାସ୍ତାରେ ଅନଧିକୃତ ଭାବରେ ଗାଡ଼ି ପାର୍କିଂ ଦ୍ଵାରା ଅତ୍ୟାବଶ୍ୟକୀୟ ଯାନବାହାନ ମୁକ୍ତ ଚଳାଚଳରେ ଅସୁବିଧା ପରିଲକ୍ଷିତ ହେବା ସହ ରାସ୍ତା ଦୁର୍ଘଟଣା ବୃଦ୍ଧିପାଉଥିବାର ଜିଲ୍ଲା ପ୍ରଶାସନ, ଯାଜପୁର…
Read More...

ଦ୍ଵିତୀୟ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ । ଫାଇଲେରିଆ ମୁକ୍ତ ଯାଜପୁର

ଯାଜପୁର, ତା ୨୯.୦୭.୨୦୨୫ ରିଖ: ଆଜି ଅପରାହ୍ନ ୪ ଘଟିକା ସମୟରେ ଫାଇଲେରିଆ ରୋଗ ନିରାକରଣ ପାଇଁ ସାମୂହିକ ବଟିକା ସେବନ କାର୍ଯ୍ୟକ୍ରମ ଅନ୍ତର୍ଗତ ଦ୍ଵିତୀୟ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ…
Read More...

ଜିଲ୍ଲାସ୍କୁଲ ପରିସର ରେ ଆଇନ ସଚେତନତା ସଭା ।

ଯାଜପୁର ତା୨୭.୭ ଯାଜପୁର ଜିଲ୍ଲା ଦୌରାଜଜ୍ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଜିଲା ସ୍କୁଲ ପରିସରରେ ଏକ ସଚେତନତା ସଭା ପ୍ରାଧିକରଣ ସଚୀବ ଲିପା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଶିଶୁ କିଶୋର ନ୍ୟାୟ ୨୦୨୫ ଶିଶୁଙ୍କ…
Read More...

ନୂତନ ଜିଲ୍ଲାପାଳ ଙ୍କ ବନ୍ୟା ପରସ୍ଥିତି ସମୀକ୍ଷା

ଯାଜପୁରରେ ନୂତନ ଜିଲ୍ଲାପାଳ ଭାବେ ଯୋଗଦେଇଥିବା ଶ୍ରୀ ଅମ୍ବର କୁମାର କର ଜିଲ୍ଲା କାର୍ଯ୍ୟାଳୟ ର ଓସ୍ଵାନ ଭି.ସି. କକ୍ଷରେ ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ଅଧିକାରୀମାନଙ୍କ ସହିତ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ସ୍ଵତନ୍ତ୍ର ରିଲିଫ କମିଶନର ଶ୍ରୀ ମନିଷ…
Read More...