Browsing Category

ଆମୋଦ ପ୍ରମୋଦ

ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଚତୁର୍ଥ ତଟବର୍ତ୍ତୀ ସୁରକ୍ଷା ସମୟ ସମିତି ସମ୍ପର୍କିତ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ

ରାଜ୍ୟ ପୋଲିସ ମୁଖ୍ୟାଳୟ ୨୩.୧୨.୨୫ ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଚତୁର୍ଥ ତଟବର୍ତ୍ତୀ ସୁରକ୍ଷା ସମୟ ସମିତି ସମ୍ପର୍କିତ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦେଶ କ୍ରମେ ଆରକ୍ଷୀ ମହାନିର୍ଦ୍ଦେଶକ(…
Read More...

ପର୍ଯ୍ୟଟନ ବିଭାଗ ଶାସନ ସଚିବଙ୍କ ଯାଜପୁର ଗସ୍ତ; ବିକଶିତ ହେବ ଯାଜପୁରର ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ର

ଯାଜପୁର, ୧୧/୧୨/୨୫: ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଳବନ୍ତ ସିଂ ଏକଦିନିଆ ଯାଜପୁର ଗସ୍ତରେ ଆସିଥିଲେ। ପ୍ରଥମେ ସଚିବ ଶ୍ରୀ ସିଂ ବଡ଼ଚଣା ବ୍ଲକ ଅନ୍ତର୍ଗତ ଓଳାଶୁଣି ଗୁମ୍ଫା ଗସ୍ତ କରିବା ସହ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ ଏବଂ ଲଳିତଗିରି ପରିଦର୍ଶନ କରି…
Read More...

କଣ୍ଠଶିଳ୍ପୀ ହ୍ୟୁମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

କଟକ,ଯାଜପୁର ଯାଜପୁର ଜିଲ୍ଲାର ଅବହେଳିତ ପଡ଼ାଗ୍ରାମ ‘ନଗଡ଼ା’ ର ସ୍ଥାୟୀ ସମାଧାନ ନିମନ୍ତେ ଅଣ୍ଟା ଭିଡ଼ିଥିବା ମିଶନ୍ ଜ୍ୟୋତି ଟ୍ରଷ୍ଟ ଅନବରତ ନଗଡ଼ା ପାଇଁ କାର୍ଯ୍ୟ କରିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ଭାଗ ନେଇଥାଆନ୍ତି। ଏହି ଅନୁଷ୍ଠାନ ପକ୍ଷରୁ ଗତ ତା ୨୯/୧୧/୨୦୨୫ ରିଖ…
Read More...

ଯାଜପୁରରେ ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ ଉପରେ ଏକ ଦିବସୀୟ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ

ଯାଜପୁର, ତା ୨୭.୧୧.୨୦୨୫ - ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ଉପରେ ଏକ ଦିନିକିଆ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ ୨୭ ନଭେମ୍ବର ୨୦୨୫ରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଦେବୀପ୍ରସାଦ ମହାନ୍ତି ଙ୍କ ଅଧ୍ୟକ୍ଷତାରେ…
Read More...

ଉତ୍କଳ ସାମ୍ବାଦିକ ପରିବାର ପକ୍ଷ ରୁ ଜାତୀୟ ପ୍ରେସ ଦିବସ ପାଳିତ

ଚୌଦ୍ୱାର ସ୍ଥିତ ଉତ୍କଳ ନ୍ୟୁଜ କାର୍ଯ୍ୟାଳୟ ପରିସରରେ ଉତ୍କଳ ସାମ୍ବାଦିକ ପରିବାର ପକ୍ଷ ରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି | ଗଣମାଧ୍ୟମ ହେଉଛି ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ , ଏହି ସ୍ତମ୍ଭ କୁ ମଜୂଭୁତ ରଖିବାକୁ ହେଲେ ଏହାର ମୂଳଦୁଆ ହେଉଛି ବିଶ୍ୱସନୀୟତା | ଗଣମାଧ୍ୟମ ଏପରି ଏକ…
Read More...

ଯାଜପୁର ଜିଲ୍ଲାରେ ଶୃଙ୍ଖଳାର ସହ ଉଲ୍ଲାସ ପରୀକ୍ଷା -୨୦୨୫ ସମାପ୍ତ

ଯାଜପୁର ୩୦/୧୦/୨୫ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶାଙ୍କ ଆନୁକୂଲ୍ୟରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡିଶା, ଭୁବନେଶ୍ୱରଙ୍କ ଦ୍ଵାରା ଆୟୋଜିତ ଉଲ୍ଲାସ ପରୀକ୍ଷା -୨୦୨୫ ଯାଜପୁର ଜିଲ୍ଲାର ୧୦ଟି ବ୍ଲକର ୨୮୯ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା l ଏହା ସକାଳ ୧୦ଟା ରୁ ଆରମ୍ଭ…
Read More...

ବଡ଼ଚଣା ରେ ବାଟବଣା କେନ୍ଦ୍ରିୟ ଯୋଜନା

ମାନ୍ୟବର ଯସ୍ବଶୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସବକା ସାଥ୍ ସବକା ବିକାଶ କଥା କହୁଛନ୍ତି ।ଗତ ତା ୧୧.୧୦.୨୦୨୫ରିଖରେ ନୂଆଦିଲ୍ଲୀ ସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନ (IARI) ର ଏକ ସ୍ଵତନ୍ତ୍ର କୃଷି କାର୍ଯ୍ୟକ୍ରମରେ ଯୋଗଦେଇ ଭାରତର ପଶୁ ସମ୍ପଦ କ୍ଷେତ୍ର ପାଇଁ ଆଜି ଏକ…
Read More...

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ମହକ ଓ ଉତ୍ସାହ-୨୦୨୫ କାର୍ଯ୍ୟକ୍ରମ ଉଦଯାପିତ

ଯାଜପୁର. ୨୬. ୧୦. ୨୫ ରିଖ. ପ୍ରତିଭାର ଅନ୍ୱେଷଣ, ଅନ୍ତର୍ନିହିତ ଗୁଣାବଳୀର ବିକାଶ, ଶିଶୁ ଓ କିଶୋର ମାନଙ୍କ ମଧ୍ୟରେ ସୁପ୍ତ ସମ୍ଭାବନାର ଆବିଷ୍କାର ଓ ପ୍ରୋତ୍ସାହନ ର ପ୍ରତିଷ୍ଠା ନିମନ୍ତେ ଆୟୋଜିତ ଯାଜପୁର ଜିଲ୍ଲାସ୍ତରୀୟ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ ଙ୍କ ବାର୍ଷିକ କ୍ରୀଡା ଉତ୍ସବ…
Read More...

ଦାନଗଦି ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ଯାଜପୁର, ୨୮ ।୧୦।୨୦୨୫ ରିଖ : ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ଦାନଗଦି ବ୍ଳକ କାର୍ଯ୍ୟାଳୟ ପରିସର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଜନସାଧାରଣଙ୍କ ବିଭିନ୍ନ ଆପତ୍ତି…
Read More...

ସାଂସଦଙ୍କୁ ଭେଟିଲେ ସମାଜସେବୀ .. ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ମହା କେଳେଙ୍କାରୀ

ଯାଜପୁର; ଓଡ଼ିଶା ରାଜ୍ୟରେ ବେସରକାରୀ ନିଶା କାରବାରକୁ ବନ୍ଦ କରିବା ନେଇ ସରକାର ବିଭିନ୍ନ ଉପାୟ ହାତକୁ ନେଉଛନ୍ତି। କିନ୍ତୁ କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ ମାନଙ୍କ ପାଇଁ ଏଇ ବ୍ୟବସ୍ଥା ଫେଲ ମାରୁଛି। ସୂଚନାଯୋଗ୍ୟ ଯେ ଯାଜପୁର ଜିଲ୍ଲାରେ ପାଖାପାଖି ୯ ମାସ ହେବ ଗାଁ…
Read More...