Browsing Category

ଆମୋଦ ପ୍ରମୋଦ

ଏକ ପେଡ୍ ମା କେ ନାମ୍ ୨.୦ ସଚେତନତା ରଥର ଶୁଭାରମ୍ଭ।

ଯାଜପୁର, ତା ୦୬.୦୮.୨୦୨୫ ରିଖ: ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପେଡ୍ ମା କେ ନାମ୍ ୨.୦ ନିମନ୍ତେ ଦୁଇଟି ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୨୦୨୫ ରିଖରେ ରାଜ୍ୟବ୍ୟାପୀ ୭୫…
Read More...

ଗୁରୁ ଧାମ ସିଦ୍ଧଗିରି ଆଶ୍ରମରେ ‘ମାଟି ବଂଶ ଅବଧାନ ସମାଜ ।

କଟକ, ଟାଙ୍ଗି – ଗୁରୁ ଧାମ ସିଦ୍ଧଗିରି ଆଶ୍ରମ, ଗୋବିନ୍ଦପୁରରେ ‘ମାଟି ବଂଶ ଅବଧାନ ସମାଜ’ ପୁସ୍ତକ ପ୍ରକାଶନ ସମ୍ପର୍କିତ ବୈଠକ ଆୟୋଜିତ ହେଲା। ଓଡ଼ିଶାର ଗଞ୍ଜାମ, ପୁରୀ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୋଳ,…
Read More...

ଧର୍ମଶାଳା ନିର୍ବାଚନମଣ୍ଡଳୀର ପବିତ୍ର ସମ୍ପର୍କର ବନ୍ଧନ

ପୁରାଣ ଓ ଇତିହାସରେ ରହିଛି ରାକ୍ଷୀ ପୂର୍ଣ୍ଣିମାର ଅନେକ ଘଟଣା । ପୁରାଣରେ ଅସୁର ରାଜା ବଳିଠାରୁ ମୋଗଲ ସମ୍ରାଟ ହୁମାୟୁନଙ୍କ ଯାଏଁ ରାକ୍ଷୀ ପୂର୍ଣ୍ଣିମା ଭଉଣୀର ସମ୍ମାନ ରକ୍ଷା କରିଆସିଛି । ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ ଭକ୍ତ ଥିଲେ, ତାଙ୍କ ଉପରେ କୌଣସି ବିପଦ ଆସୁ ଏହା…
Read More...

୭୦ ହଜାର ଚାଖୁଣ୍ଡାଗଛର ଡାଳ ନିଲାମ! କୁଚକ୍ରୀ ଗୋଷ୍ଠୀକୁ ପଛରେ ପକାଇ କେଶବ ସାମଲ ଚର୍ଚ୍ଚାରେ

ଯାଜପୁର (ବଡଚଣା )– ଗଛ ନିଲାମ ହେବା ଖବର ଆପଣ ସୁଣିଥିବେ, କିନ୍ତୁ ଗଛର ଡାଳ ନିଲାମ ହେବା ତାହା ସୂନି କେଉଁଠିନି ଆଶ୍ଚର୍ଯ୍ୟ ଲାଗିଥାଏ। ଏମିତି ଏକ ଅଭୂତପୂର୍ବ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ୍ ଅନ୍ତର୍ଗତ ବନ୍ଦରେଶ୍ୱର ଗ୍ରାମରେ।ଗ୍ରାମରେ ଥିବା ଦୁଇ ଶତାବ୍ଦୀ ପୁରୁଣା ଏକ ବିଶାଳ…
Read More...

ମହାପ୍ରଭୁଙ୍କସୁନାବେଶ ! ମହଣ ମହଣ ସୁନାରେ ଆଭୂଷିତ ଚତୁର୍ଦ୍ଧାମୂର୍ତ୍ତି

ଧାର୍ଯ୍ଯ ନୀତି ନିର୍ଘଣ୍ଟ ପୂର୍ବରୁ ଅପରାହ୍ନ ୪.୪୫ ଠାରୁ ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ଯ ସୁନାବେଶ ଆରମ୍ଭ ହୋଇଛି। ଦୁର୍ଲଭ ବଡ଼ ତଢ଼ାଉ ବେଶ ବା ସୁନାବେଶରେ ଚତୁର୍ଦ୍ଧାମୂର୍ତ୍ତି ରଥ ଉପରେ ଦର୍ଶନ ଦେଉଛନ୍ତି। ଶ୍ରୀଜିଉମାନେ ରବିବାର ରାତି ୧୧ଟା ଯାଏଁ ସୁନାବେଶରେ ଦର୍ଶନ ଦେବେ। ଶ୍ରୀକ୍ଷେତ୍ରରେ…
Read More...

ବର୍ମିଂହାମ୍‌ରେ ଐତିହାସିକ ବିଜୟ: ୫୮ ବର୍ଷ ପରେ ବିଜୟ, ଆକାଶ ଦୀପଙ୍କୁ ୧୦ ୱିକେଟ୍‌, ଗିଲ୍ ମ୍ୟାଚ୍‌ର ଶ୍ରେ‌ଷ୍ଠ…

ବୋଲିଂର କମାଲ୍ ଦେଖାଇଲେ ଆକାଶଦୀପ । ୬ ଓ୍ୱିକେଟ୍ ହାତେଇ ଆକାଶଦୀପଙ୍କ ରେକର୍ଡ । ସିରିଜ୍‌କୁ ୧-୧ ସମାନ ସ୍ତରକୁ ଆଣିଲା ଭାରତ । ଶୁବମନ ଗିଲ୍ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ।
Read More...

ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ; ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ଶୁଣିବେ

ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବରରେ ଥିବା ବେଳେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ଶୁଣିବେ । ଏବଂ ଲୋକଙ୍କୁ ଅଭିଯୋଗପତ୍ର ଗ୍ରହଣ କରି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବେ । ନୂଆ ସରକାର ଗଠନ ପରେ ଲୋକଙ୍କ ମୁଖ୍ୟମନ୍ତ୍ରୀ…
Read More...

ଲଘୁଚାପ ପ୍ରଭାବରେ ଅତି ପ୍ରବଳ ବର୍ଷିବ, ରେଡ୍ ଓ୍ବାର୍ଣ୍ଣିଂ ଜାରି

ପଶ୍ଚିମବଙ୍ଗ ଓ ଏହାର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡ଼ିଶା ଉପକୂଳ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଲଘୁଚାପ କ୍ଷେତ୍ର ସହ ଜଡ଼ିତ ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ଆଡ଼କୁ ଢଳି ରହିଛି। ଏହା କ୍ରମଶଃ ପଶ୍ଚିମ ଓ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ। ଆସନ୍ତା ୨…
Read More...