Sign in
Sign in
Recover your password.
A password will be e-mailed to you.
Browsing Category
ଜୀବନ ପ୍ରଣାଳୀ
ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଉପଲକ୍ଷେ ଶ୍ରୀ ଅନ୍ନ ଓ ବିସ୍ମତ ଖାଦ୍ୟ ମେଳା
`ଯାଜପୁର-ତା ୦୭. ୧୧. ୨୫ରିଖ- ଆଜି ପୂର୍ବାହ୍ନରେ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇ ଯାଇଛି।ଓଡ଼ିଶାରେ ପୁଷ୍ଟିଶସ୍ୟର ମହତ୍ତ୍ଵ ପାଇଁ ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ…
Read More...
Read More...
ଯାଜପୁର ଜିଲ୍ଲାରେ ଶୃଙ୍ଖଳାର ସହ ଉଲ୍ଲାସ ପରୀକ୍ଷା -୨୦୨୫ ସମାପ୍ତ
ଯାଜପୁର ୩୦/୧୦/୨୫ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶାଙ୍କ ଆନୁକୂଲ୍ୟରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡିଶା, ଭୁବନେଶ୍ୱରଙ୍କ ଦ୍ଵାରା ଆୟୋଜିତ ଉଲ୍ଲାସ ପରୀକ୍ଷା -୨୦୨୫ ଯାଜପୁର ଜିଲ୍ଲାର ୧୦ଟି ବ୍ଲକର ୨୮୯ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା l ଏହା ସକାଳ ୧୦ଟା ରୁ ଆରମ୍ଭ…
Read More...
Read More...
ଧର୍ମଶାଳା ଓ ରସୁଲପୁର ରେ ରାସ୍ତା ସୌରାଲୋକୀକରଣ ପ୍ରକଳ୍ପ ଶୁଭାରମ୍ଭ, ଭତ୍ତା ଓ ରାସନ୍ କାର୍ଡ ବଣ୍ଟନ କଲେ ବିଧାୟକ
ଯାଜପୁର:ଧର୍ମଶାଳା ବ୍ଲକ ଜାରକା ମହୋତ୍ସବ ପଡ଼ିଆରେ ବ୍ଲକ ପ୍ରଶାସନ ପକ୍ଷରୁ ୧୦ କୋଟି ଟଙ୍କା ବ୍ୟୟ ଅଟକଳରେ ପଞ୍ଚାୟତ ରାସ୍ତା ସୌରାଲୋକୀକରଣ ଶୁଭ ଉଦଘାଟନ ସହ ଭତ୍ତା ଓ ରାସନ୍ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବରେ…
Read More...
Read More...
ବାହୁଡା ଙ୍କୁ ଶ୍ରଦ୍ଧାଞ୍ଜଳି ସମର୍ପଣ ପଟଣା ଗ୍ରାମ
ପଟଣା ଗାଁରେ ବାହୁଡା଼ ର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ।
ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନମଣ୍ଡଳୀର ଛତିଆ ପଟଣା ଗ୍ରାମର ସୁଭାସ ନାୟକଙ୍କ ସାନ ପୁତ୍ର ସ୍ଵର୍ଗତ ରାଜେଶ ନାୟକ(ବାହୁଡା)ଙ୍କ ବିୟୋଗରେ ଏକାଦଶ ଉପଲକ୍ଷେ ଶ୍ରଦ୍ଧାଞଳୀ ସଭା ଅନୁଷ୍ଠିତ ହୋଇଯାଇଛି. ଏହି ସଭାରେ ମୁଖ୍ୟ ଅତିର୍ଥୀ ଭାବେ…
Read More...
Read More...
ରାଷ୍ଟ୍ରୀୟ ସ୍ଵୟଂସେବକ ଛତିଆ ବଟ ପ୍ରଭାତ ଶାଖା ପକ୍ଷରୁ ସଂଘର ଶତାବ୍ଦୀ ବର୍ଷ ପାଳନ ଅନୁଷ୍ଠିତ।
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ (RSS) ଏହି ବର୍ଷରୁ ତାହାର ଶତାବ୍ଦୀ ବର୍ଷରେ ପ୍ରବେଶ କରିଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗାମ୍ଭୀର୍ୟ ଓ ଉତ୍ସାହର ସହିତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହେଉଛି। ୧୯୨୫ ମସିହାରେ ଡା. କେଶବ ବଳିରାମ ହେଡ଼ଗେୱାରଙ୍କ ଦ୍ୱାରା ସ୍ଥାପିତ ସଂଘ ୧୦୦ ବର୍ଷର ସେବା,…
Read More...
Read More...
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା
ଯାଜପୁର, ତା ୧୦.୦୯.୨୦୨୫ ରିଖ: ଯାଜପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରବୀନ୍ଦ୍ର ନାଥ ବେହେରା ଗତ ଅଗଷ୍ଟ ୩୧ ତାରିଖରେ ସରକାରୀ ଚାକିରୀ ରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବୁଢ଼ୀ କଣ୍ଟେଇ…
Read More...
Read More...
ଯାଜପୁର ଜିଲ୍ଲାରେ ଖରିଫ ଋତୁପାଇଁ ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ସାରଯୋଗାଣ ସମ୍ପର୍କୀୟ ପ୍ରେସମିଟ।
ଯାଜପୁର -ତା ୦୬.୦୯.୨୦୨୫ ରିଖ ଯାଜପୁର ଜିଲ୍ଲାରେ ସାର ର ଅଭାବୀ ବିକ୍ରି ସମ୍ପର୍କୀୟ ବିଭିନ୍ନ ସମ୍ବାଦପତ୍ର ରେ ପ୍ରକାଶିତ ସମ୍ବାଦ ପରିପ୍ରେକ୍ଷୀରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଏକ ପ୍ରେସମିଟ ବୈଠକରେ ଯୋଗଦେଇଥିଲେ।
ପ୍ରେସମିଟ୍ ପୂର୍ବରୁ…
Read More...
Read More...
ଏକ ପେଡ୍ ମା କେ ନାମ୍ ୨.୦ ସଚେତନତା ରଥର ଶୁଭାରମ୍ଭ।
ଯାଜପୁର, ତା ୦୬.୦୮.୨୦୨୫ ରିଖ: ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପେଡ୍ ମା କେ ନାମ୍ ୨.୦ ନିମନ୍ତେ ଦୁଇଟି ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୨୦୨୫ ରିଖରେ ରାଜ୍ୟବ୍ୟାପୀ ୭୫…
Read More...
Read More...
ସମାନ ଅଧିକାର, ସମାନ ଭାଗିଦାରୀ ଗଣତନ୍ତ୍ରର ଆତ୍ମା”
ଗଣତନ୍ତ୍ରରେ ଗଣଭାଗିଦାରୀତା
ଗଣତନ୍ତ୍ରର ମୂଳ ଆଧାର ହେଉଛି— ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ଓ ଲିଙ୍ଗର ସମାନତା। ସମ୍ବିଧାନରେ ଲେଖାଯାଇଥିବା “ସମସ୍ତଙ୍କ ସହ, ସମସ୍ତଙ୍କୁ ନେଇ, ସମସ୍ତଙ୍କ ପାଇଁ ଶାସନ” କେବଳ ନୈତିକ ପାଠ ନୁହେଁ, ବରଞ୍ଚ ପ୍ରାକ୍ଟିକାଲ୍ ଜୀବନରେ ଏହାକୁ କାର୍ଯ୍ୟରୂପେ…
Read More...
Read More...
ଯାଜପୁରରେ ପି.ଏମ୍ କିଷାନର ୨୦ତମ କିସ୍ତି ପ୍ରଦାନର ଜିଲ୍ଲାସ୍ତରୀୟ ସମାରୋହ
ଯାଜପୁର, ତା ୦୨.୦୮.୨୦୨୫ ରିଖ: ଉତ୍ତର ପ୍ରଦେଶର ବାରଣାସୀଠାରେ ତା ୦୨.୦୮.୨୦୨୫ ରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପି.ଏମ କିଷାନର ୨୦ତମ କିସ୍ତି ଲୋକାର୍ପଣ ଉପଲକ୍ଷେ ତାହାର ସିଧା ପ୍ରସାରଣ ଜିଲ୍ଲାସ୍ତରୀୟ ସମାନ୍ତରାଳ ପି.ଏମ କିଷାନ ଉତ୍ସବ ଦିବସରେ ପ୍ରସାରିତ କରାଯାଇଥିଲା। ଉକ୍ତ…
Read More...
Read More...