Browsing Category

ଦେଶ ବିଦେଶ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ବଡଚଣା ପ୍ରଖଣ୍ଡ ପକ୍ଷରୁ ୧୦୦ ତମ ପୂର୍ତ୍ତି ପାଳିତ।

ବଡ଼ଚଣା,ଯାଜପୁର ଜିଲ୍ଲା ଚଣ୍ଡିଖୋଲ ବିଜୁ କଲ୍ୟାଣ ମଣ୍ଡପ ଠାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ ର ଶତବାର୍ଷିକ ପାଳନ ଅବସରରେ ଜିଲ୍ଲା ସଂଘ ଆନୁକୂଲ୍ୟରେ ବଡଚଣା ପ୍ରଖଣ୍ଡ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇ ଯାଇଛି। ଶତାଧିକ ସ୍ଵଂୟ ସେବକ ମାନେ ଗଣ ବେଶରେ ଚଣ୍ଡିଖୋଲ ବଜାର ପରିକ୍ରମା…
Read More...

ଏକ ପେଡ୍ ମା କେ ନାମ୍ ୨.୦ ସଚେତନତା ରଥର ଶୁଭାରମ୍ଭ।

ଯାଜପୁର, ତା ୦୬.୦୮.୨୦୨୫ ରିଖ: ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପେଡ୍ ମା କେ ନାମ୍ ୨.୦ ନିମନ୍ତେ ଦୁଇଟି ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୨୦୨୫ ରିଖରେ ରାଜ୍ୟବ୍ୟାପୀ ୭୫…
Read More...

ଯାଜପୁର ଜିଲ୍ଲାରେ ‘ଆଦି କର୍ମଯୋଗୀ ଅଭିଯାନ’ର ୩-ଦିନିଆ କର୍ମଶାଳା ଆରମ୍ଭ।

ଯାଜପୁର, ୩ ସେପ୍ଟେମ୍ବର — ଯାଜପୁର ଜିଲ୍ଲାରେ ‘ଆଦି କର୍ମଯୋଗୀ ଅଭିଯାନ’ର ୩-ଦିନିଆ କର୍ମଶାଳାର ପ୍ରଥମ ଦିନର କାର୍ଯ୍ୟକ୍ରମ ଆଜି ମିଶନ ଶକ୍ତି ଭବନ, ଯାଜପୁର ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମଙ୍ଗଳ ବିଭାଗ ମିଳିତ ଆନୁକୁଲ୍ୟରେ ଉତ୍ସାହମୟ ପରିବେଶରେ ଆରମ୍ଭ ହୋଇଯାଇଛି। ଜିଲ୍ଲାପାଳ ତଥା…
Read More...

ଭୋଟ ଚୋରି ବିବାଦରେ ତୀକ୍ଷ୍ଣ ପ୍ରତିକ୍ରିୟା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ତରଫରୁ ନିର୍ବାଚନ କମିସନ ବିରୋଧରେ ଭୋଟ ଚୋରିର ଗୁରୁତର ଅଭିଯୋଗ ଆସିଥିବା ବେଳେ, ଆଜି ଏଥିରେ ମୁଖ୍ୟ ନିର୍ବାଚନ କମିସନ ପ୍ରତିକ୍ରିୟା ଦେଇଛନ୍ତି। ସେମାନେ ସ୍ପଷ୍ଟ କରିଛନ୍ତି ଯେ, ରାହୁଲଙ୍କୁ ସପ୍ତାହରେ ସତ୍ୟପାଠ ଦେଖାଇବାକୁ ପଡିବ, ନଚେତ୍…
Read More...

ସିପି ରାଧାକ୍ରିଷ୍ଣନ ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜ୍ୟପାଳ ତଥା ବିଜେପି ନେତା ସିପି ରାଧାକ୍ରିଷ୍ଣନଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଆଜି ପ୍ରାର୍ଥୀ ଭାବେ ଘୋଷଣା କରିଛି। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିବା ନିମନ୍ତେ ଆଜି ବିଜେପି ସଂସଦୀୟ ବୋର୍ଡ…
Read More...

ସ୍ଵାଧୀନତା ଦିବସରେ ନଗଡାରେ ଧୁମୁଧାମରେ ଉଡିଲା ତ୍ରିରଙ୍ଗା

ଯାଜପୁର, ୧୬/୦୮ ଭୋକର ଭୂଗୋଳ, ଅପପୃଷ୍ଟିର ଇଲାକା ସାକି ସମଗ୍ର ଦେଶରେ ଚର୍ଚ୍ଚାରେ ଥିବା ଯାଜପୁର ଜିଲ୍ଲା ସୁକିନ୍ଦାର ନଗଡ଼ାରେ ଧୁମୁଧାମରେ ପାଳିତ ହେଲା ୭୯ ତମ ସାଧୀନତା ଦିବସ । ପାହାଡ ଶୀର୍ଷରେ ଥିବା ଏହି ଚିର ଅବହେଳିତ ଗ୍ରାମରେ ଲୋକେ ସ୍ୱାଧୀନତା ଅର୍ଥ ବୁଝି ନ ଥିଲେ । ସାଧୀନତା ଦିବସରେ…
Read More...

ଆକାଂକ୍ଷୀ ଜିଲ୍ଲା ଏବଂବ୍ଲକ ଗୁଡିକରେ ରାଜ୍ୟସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଆୟୋଜିତ

ଆକାଂକ୍ଷୀ ଅଂଚଳର ଉତ୍ପାଦକୁ ନେଇ "ଆକାଂକ୍ଷା" ବ୍ରାଣ୍ଡର ହେବ ପ୍ରସାର, ଡିଜିଟାଲ ଇ-ମାର୍କେଟ ପ୍ଲେସରେ ମଧ୍ୟ ଉପଲବ୍ଧ ହେବ ଆକାଂକ୍ଷୀ ଜିଲ୍ଲାର ଉତ୍ପାଦ ମାଲକାନଗିରି ଓ ନବରଙ୍ଗପୁରକୁ ସ୍ଵର୍ଣ୍ଣ ପଦକ, କନ୍ଧମାଳ ଓ କୋରାପୁଟ ରୌପ୍ୟ ପଦକ, ଏବଂ ଢେଙ୍କାନାଳ, ଗଜପତି, କଳାହାଣ୍ଡି ଓ ନୂଆପଡ଼ା…
Read More...

ସୋସିଆଲ୍ ମିଡିଆର ଅବହେଳା ଆଉଏକ ଜୀବନ ନେଇଗଲା: ଯାଜପୁରରେ ଟ୍ୱିଟର ଆକ୍ଟିଭିଷ୍ଟଙ୍କ ବିକ୍ଷୋଭ

ଯାଜପୁର, ୧୭ ଜୁଲାଇ (ନାରାୟଣ ରଥ) – ଡିଜିଟାଲ୍ ଯୁଗ ଓ ବିଜ୍ଞାନର ଅଭୂତପୂର୍ବ ଅଗ୍ରଗତି ମାନବ ଜୀବନକୁ ସୁବିଧା ଜନକ କରିଛି। ଏହି ଯୁଗରେ ସୋସିଆଲ୍ ମିଡ଼ିଆ, ବିଶେଷତଃ ଟ୍ୱିଟର (ବର୍ତ୍ତମାନ ‘X’), ଏକ ପ୍ରଭାବଶାଳୀ ମଞ୍ଚ ଭାବେ ଉଭୟ ସରକାର ଓ ଜନସାଧାରଣ ମଧ୍ୟରେ ସଂଯୋଗ ସୃଷ୍ଟି କରିଛି। ଟ୍ୱିଟର…
Read More...

ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଯାଜପୁର, ତା ୧୩.୦୭.୨୦୨୫ରିଖ: ଆଜି ଅପରାହ୍ନରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁକିନ୍ଦା ମହାବିଦ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମାନ୍ୟବର ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର…
Read More...

ମହାପ୍ରଭୁଙ୍କସୁନାବେଶ ! ମହଣ ମହଣ ସୁନାରେ ଆଭୂଷିତ ଚତୁର୍ଦ୍ଧାମୂର୍ତ୍ତି

ଧାର୍ଯ୍ଯ ନୀତି ନିର୍ଘଣ୍ଟ ପୂର୍ବରୁ ଅପରାହ୍ନ ୪.୪୫ ଠାରୁ ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ଯ ସୁନାବେଶ ଆରମ୍ଭ ହୋଇଛି। ଦୁର୍ଲଭ ବଡ଼ ତଢ଼ାଉ ବେଶ ବା ସୁନାବେଶରେ ଚତୁର୍ଦ୍ଧାମୂର୍ତ୍ତି ରଥ ଉପରେ ଦର୍ଶନ ଦେଉଛନ୍ତି। ଶ୍ରୀଜିଉମାନେ ରବିବାର ରାତି ୧୧ଟା ଯାଏଁ ସୁନାବେଶରେ ଦର୍ଶନ ଦେବେ। ଶ୍ରୀକ୍ଷେତ୍ରରେ…
Read More...