Browsing Category

ଓଡିଶା

ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଉପଲକ୍ଷେ ଶ୍ରୀ ଅନ୍ନ ଓ ବିସ୍ମତ ଖାଦ୍ୟ ମେଳା

`ଯାଜପୁର-ତା ୦୭. ୧୧. ୨୫ରିଖ- ଆଜି ପୂର୍ବାହ୍ନରେ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇ ଯାଇଛି।ଓଡ଼ିଶାରେ ପୁଷ୍ଟିଶସ୍ୟର ମହତ୍ତ୍ଵ ପାଇଁ ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ…
Read More...

ଯାଜପୁର ଅବକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛନ୍ତି ଦୁଇ ଭୂତ

ଯାଜପୁର : ଉଭୟ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସରକାରୀ କାର୍ଯ୍ୟ କରିବା ପାଇଁ ସରକାରୀ ସ୍ତରରେ ଏବଂ ଏଜେନ୍ସି ଜରିଆରେ କର୍ମଚାରୀ ନିଯୁକ୍ତି ହୋଇଥାଆନ୍ତି। ଯେ କୌଣସି ଅଫିସ ଚାଲିବା ପାଇଁ ଆବଶ୍ୟକ ସମସ୍ତ ପଦବୀରେ ଭିନ୍ନ ଭିନ୍ନ ଅଧିକାରୀ ମାନଙ୍କୁ ନିଯୁକ୍ତି ଦେଇଥାନ୍ତି । ବିନା…
Read More...

ପିପିଲି ତହସିଲ ଅନ୍ତର୍ଗତ ବଣ୍ଟାଲସିଂ ରେଭେନ୍ୟୁ ଇନ୍ସପେକ୍ଟର ଲାଞ୍ଚ ସହ ଧରାପଡ଼ିଲେ

ତାରିଖ – ୦୪.୧୧.୨୦୨୫ ପୁରୀ ଜିଲ୍ଲାର ପିପିଲି ତହସିଲ ଅଧୀନତା ବଣ୍ଟାଲସିଂ ରେଭେନ୍ୟୁ ଇନ୍ସପେକ୍ଟର ଜୀବନ କୃଷ୍ଣ ପରିଡା କୁ ଆଜି ଓଡ଼ିଶା ଭିଜିଲାନ୍ସ ଦଳ ଲାଞ୍ଚ ନେଉଥିବା ବେଳେ ରଙ୍ଗେ ହାତ ଧରିଛି। ବିଶେଷ ସୂତ୍ର ଅନୁଯାୟୀ, ଚାଷୀଙ୍କ ୬ଟି ଜାଗା ମାନଙ୍କ ଜମି ମ୍ୟୁଟେସନ୍ କେସ୍ ପ୍ରକ୍ରିୟା…
Read More...

ଅବକାରୀ ଆୟୁକ୍ତଙ୍କୁ ଭେଟିଲେ ସମାଜସେବୀ ସବ୍ୟସାଚୀ ଜିଲ୍ଲାରେ ଅଣଆୟତ ଅବକାରୀ ସ୍ଥିତି

* ଅବକାରୀ ଅଧିକ୍ଷକଙ୍କୁ ନାହିଁ ଲଗାମ * ମନ ଇଛା ଚଳାଇଛନ୍ତି ସିଷ୍ଟମ ଯାଜପୁର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ଏକ ଅର୍ଥ ଅର୍ଜନକାରୀ ବିଭାଗ। ଏହି ବିଭାଗ ତା ୦୧.୧୨.୧୯୯୯ ରିଖରେ ଗଠନ କରାଯାଇଥିଲା। ଏହି ବିଭାଗ ଦ୍ଵାରା ରାଜ୍ୟ ଅବକାରୀ ଆଇନ୍ କାର୍ଯ୍ୟକାରୀ ହୋଇଥାଏ। ତତ…
Read More...

ମୃତ୍ୟୁ ର ଗାନ୍ଥାଘର ପାଲଟିଛି ଚୌଦ୍ୱାର ମଣ୍ଡଳ କାରାଗାର

ମୃତ୍ୟୁ ର ଗାନ୍ଥାଘର ପାଲଟିଛି ଚୌଦ୍ୱାର ମଣ୍ଡଳ କାରାଗାର ଚୌଦ୍ୱାର ମଣ୍ଡଳ କାରାଗାର ରେ ବିବାଦ ପିଛା ଛାଡ଼ୁନି l ଗୋଟିଏ ପରେ ଗୋଟିଏ ଅଘଟଣ ଘଟି ତଳ ତଳିଆ କର୍ମଚାରୀ ବଳି ପଡୁଥିବା ବେଳେ ଉପରସ୍ତ ଅଧିକାରୀ ମାନେ ଅଳ୍ପକେ ବର୍ତ୍ତୀ ଯାଉଥିବାର ଦେଖାଯାଉଛି l ଜେଲ ର ବ୍ୟବସ୍ଥା ରେ ସୁଧାର…
Read More...

ମିଶନ୍ ଜ୍ୟୋତି ଟ୍ରଷ୍ଟ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର

ଯାଜପୁର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସର୍ବଦା ସାଧାରଣ ଲୋକଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ବିଭିନ୍ନ ପ୍ରକାର ସୁଵିଧାମାନ କରିଥାଆନ୍ତି। ତଥାପି ସେଇ ବ୍ୟବସ୍ଥା ଭିତରୁ ଅନେକ ଯୋଗ୍ୟ ହିତାଧିକାରୀ ବାଦ ପଡ଼ି ଯିବାର ଜ୍ବଳନ୍ତା ଉଦାହରଣ ଆମେ ବିଭନ୍ନ ଗଣମାଧ୍ୟମରେ ଦେଖିଥାଉ।ଇତି…
Read More...

ଧର୍ମଶାଳାର ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ବିଭିନ୍ନ ପଞ୍ଚୟତ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ

ଧର୍ମଶାଳା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଆଜି ଧର୍ମଶାଳା ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ସକାଳୁ ମହିଶରା ଗ୍ରାମପଞ୍ଚାୟତ ରେ ପହଞ୍ଚି ଜନସାଧାରଣ ଓ ଯୁବ ସାଥି ମାନଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମ ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା…
Read More...

ଯାଜପୁର ଜିଲ୍ଲାରେ ତମାଖୁ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରୟ ବିରୋଧରେ ମିଳିତ ଅଭିଯାନ।

ଯାଜପୁର, ତାରିଖ ୩୦.୧୦.୨୦୨୫: ଯାଜପୁର ଜିଲ୍ଲାରେ ତମାଖୁ ବିକ୍ରୟ ବିରୋଧରେ ଏବଂ ଖାଦ୍ୟ ସୁରକ୍ଷା ନିଶ୍ଚିତିକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ, ଖାଦ୍ୟ ସୁରକ୍ଷା ବିଭାଗ, ଡ୍ରଗ୍ସ କଣ୍ଟ୍ରୋଲର, ଡ୍ରଗ୍ସ ଇନ୍ସପେକ୍ଟର ରେଞ୍ଜ–୧ ଓ ରେଞ୍ଜ–୨, ପୋଲିସ ବିଭାଗ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ…
Read More...

ଯାଜପୁର ଜିଲ୍ଲାରେ ଶୃଙ୍ଖଳାର ସହ ଉଲ୍ଲାସ ପରୀକ୍ଷା -୨୦୨୫ ସମାପ୍ତ

ଯାଜପୁର ୩୦/୧୦/୨୫ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶାଙ୍କ ଆନୁକୂଲ୍ୟରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡିଶା, ଭୁବନେଶ୍ୱରଙ୍କ ଦ୍ଵାରା ଆୟୋଜିତ ଉଲ୍ଲାସ ପରୀକ୍ଷା -୨୦୨୫ ଯାଜପୁର ଜିଲ୍ଲାର ୧୦ଟି ବ୍ଲକର ୨୮୯ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା l ଏହା ସକାଳ ୧୦ଟା ରୁ ଆରମ୍ଭ…
Read More...