Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅର୍ଥନୀତି ଓ ପରିସଂଖ୍ୟାନ ବିଭାଗ ନିର୍ଦ୍ଦେଶକଙ୍କ ଯାଜପୁର ଗସ୍ତ ସହ ଜଳସେଚନ ଗଣନା
ଯାଜପୁର, ୧୧.୧୨.୨୦୨୫: ଅର୍ଥନୀତି ଓ ପରିସଂଖ୍ୟାନ ବିଭାଗ ନିର୍ଦ୍ଦେଶକ ଡ଼ଃ ବିଜୟ ଭୂଷଣ ନନ୍ଦ ଏବଂ ଡ଼ଃ କେ.ସି. ପାଣି, ବିଷୟ ବିଶେଷଜ୍ଞ ବଡ଼ଚଣା ବ୍ଲକର ଚମ୍ପାପୁର ଗ୍ରାମପଞ୍ଚାୟତର ସାନବନ୍ଦଳୋ ଗ୍ରାମ ଏବଂ ଧର୍ମଶାଳା ବ୍ଲକର ମଧୁପୁରଗଡ଼ ଗ୍ରାମପଞ୍ଚାୟତର ପଣ୍ଟୁରୀ ଗ୍ରାମରେ ୭ମ ଅଳ୍ପ ଜଳସେଚନ…
Read More...
Read More...
ଧର୍ମଶାଳା CHC ରେ ନର୍ସିଙ୍ଗ୍ ଅଫିସରଙ୍କ ସହ ଅଭଦ୍ର ବ୍ୟବହାର ଓ ଭିଡିଓ ଶୁଟିଂ ଅଭିଯୋଗ
ଧର୍ମଶାଳା, ଯାଜପୁର – ଧର୍ମଶାଳା ସମୁଦାୟ ସ୍ୱାସ୍ଥ୍ୟ କେନ୍ଦ୍ର (CHC) ରେ ନର୍ସିଙ୍ଗ୍ ଅଫିସରମାନଙ୍କ ସହ ଅଭଦ୍ର ବ୍ୟବହାର ଓ କାର୍ଯ୍ୟାଳୟ ଭିତରେ ଭିଡିଓ ଶୁଟିଂ ହେବାକୁ ନେଇ ଗୁରୁତର ଅଭିଯୋଗ ଉଠିଛି। ଏହି ଘଟଣା ସମ୍ବନ୍ଧରେ CHC ର ମେଡିକାଲ୍ ଅଫିସର ଇଞ୍ଚାର୍ଜଙ୍କ ପକ୍ଷରୁ ଧର୍ମଶାଳା ଥାନା IIC…
Read More...
Read More...
STF, ଭୁବନେଶ୍ୱର ସର୍ବାଧିକ ୨୬,୬୫୮ ବୋତଲ କଫସିରପ୍ ଜବତ କରି ଏହି ଅଭିଯାନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।
ବେଆଇନ କଫ୍ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା ପାଇଁ ଓଡିଶା ପୋଲିସ କଠୋର ପଦକ୍ଷେପ ଗ୍ରହଣ କରୁଛି। ବିଗତ କିଛି ଦିନ ମଧ୍ୟରେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ କରାଯାଇ ବିପୁଳ ପରିମାଣର କଫ୍ ସିରପ ଜବତ ସହିତ ଚୋରା ଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ…
Read More...
Read More...
ଯାତ୍ରା କଳାକାର ଗୁରୁ ପୃଷ୍ଟି ସଡ଼କ ଦୃଘଟାନାରେ ଅକାଳ ବିୟୋଗ।
ଯାତ୍ରା କଳାକାର ଗୁରୁ ପୃଷ୍ଟି ସଡ଼କ ଦୃଘଟାନାରେ ଅକାଳ ବିୟୋଗ।
ଭଦ୍ରକ ଆଉ ଯାତ୍ରା କଳାକାର ଗୁରୁ ପୃଷ୍ଟି ଦେଖା ହେବନାହିଁ ଯାତ୍ରା ପେଣ୍ଡାଲ ରେ।ଯାତ୍ରା ହାସ୍ୟ ଅଭିନେତାଙ୍କ ଅକାଳ ବିୟୋଗ।ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି ଗୁରୁପୃଷ୍ଟୀ। ୧୬ନମ୍ବର ଜାତୀୟ ରାଜପଥର ଚିଙ୍ଗିଡ଼ିପୁର…
Read More...
Read More...
ଯାଜପୁର ଟାଉନ ASI ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ
ଯାଜପୁର ଟାଉନ ଥାନାର ASI ନନ୍ଦକିଶୋର ଦାସଙ୍କୁ ଓଡିଶା ଭିଜିଲାନ୍ସ ଦଳ ଲାଞ୍ଚ ନେଉଥିବା ବେଳେ ହାତେନାତେ ପକାଇଛି।
ଏକ ପାନ ଦୋକାନ ମାଲିକଙ୍କୁ ଜମି ବିବାଦ ମାମଲାରେ ସହଯୋଗ କରିବା ପାଇଁ
ASI ଦାସ ୧୦ ହଜାର ଟଙ୍କା ଦାବି କରିଥିଲେ,ପରେ ଏହାକୁ କମେଇ ୫ ହଜାର ଟଙ୍କା କରିଥିଲେ।ପୀଡିତ…
Read More...
Read More...
ଜିଲ୍ଲାରେ ବେସରକାରୀ ନିଶା କାରବାର ଚରମ ସୀମାରେ ଅବକାରୀ ସଚିବଙ୍କୁ ଅଭିଯୋଗ କଲେ ସମାଜସେବୀ ସବ୍ୟସାଚୀ
ଯାଜପୁର:ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ଏକ ଅର୍ଥ ଅର୍ଜନକାରୀ ବିଭାଗ। ଏହି ବିଭାଗ ତା ୦୧.୧୨.୧୯୯୯ ରିଖରେ ଗଠନ କରାଯାଇଥିଲା। ଏହି ବିଭାଗ ଦ୍ଵାରା ରାଜ୍ୟ ଅବକାରୀ ଆଇନ୍ କାର୍ଯ୍ୟକାରୀ ହୋଇଥାଏ। ତତ ସହିତ ବେଆଇନ୍ ନକଲି ମଦ ବିକ୍ରି , ସରକାରୀ ନିୟମରେ ମଦର ଉତ୍ପାଦନ, ମଦ ବଣ୍ଟନ ଆଦି…
Read More...
Read More...
ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଯାଜପୁର ଜିଲ୍ଲା ଗସ୍ତ
-- ଗୋପାଳପୁର ହସ୍ତତନ୍ତ ଗ୍ରାମ ଏବଂ ହସ୍ତତନ୍ତ ସମବାୟ, ସଠୀପୁର କମ୍ପ୍ଲେକ୍ସ, ସାଇନ୍ସ ପାର୍କ ପ୍ରକଳ୍ପ ପରିଦର୍ଶନ
-- ଦାନଗଦି ଏବଂ କାଳିଆପାଣି ସ୍ବାସ୍ଥ୍ୟ କେନ୍ଦ୍ରର ସ୍ଥିତି ସମୀକ୍ଷା
-- ମାଙ୍କିଡିଆ ଜନଜାତିଙ୍କ ସହ ଆଲୋଚନା କଲେ ପ୍ରମୁଖ ସଚିବ
-- ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ…
Read More...
Read More...
ବିଡିଓ ଏବଂ ତହସିଲଦାରଙ୍କୁ ଜିଲ୍ଲାପାଳଙ୍କ ତାଗିଦ୍
ଯାଜପୁର, ୦୬/୧୨/୨୫: ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ତହସିଲର ଅଧିକାରୀମାନେ ଉପରିସ୍ଥ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନ ନେଇ ହେଡକ୍ୱାର୍ଟରରେ ଅନୁପସ୍ଥିତ ରହିବା ନେଇ ଅଭିଯୋଗ ଆସିବା ପରେ ଜିଲ୍ଲାପାଳ କ୍ଷୁବ୍ଧ ହୋଇ ନୋଟିସ ଜାରି କରିଛନ୍ତି। ଏଣିକି କୌଣସି ବିଡିଓ ଏବଂ ତହସିଲଦାର ଛୁଟି ଦରଖାସ୍ତ…
Read More...
Read More...
ଯାଜପୁର ଜିଲ୍ଲାପାଳଙ୍କ ଅଧକ୍ଷତାରେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ।
ଯାଜପୁର,ତା୦୭ .୧୨.୨୦୨୫ ରିଖ: ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶପ୍ରତାପ ଶ୍ରୀମାଲ, ଡି ଏଫ…
Read More...
Read More...
ଦାନଗଦି,କୋରେଇରୁ ଚାରୋଟି ଶିଶୁ ଶ୍ରମିକ ଉଦ୍ଧାର
ଯାଜପୁର -ତା ୦୨. ୧୨. ୨୫ରିଖ ସରକାରୀ ସ୍ତରରେ ସଚେତନତା ସତ୍ତ୍ଵେ ଏବଂ ଦଣ୍ଡ ବିଧାନ ର ଭୟ ଥିଲେ ମଧ୍ୟ ମାଲିକ ମାନେ ଭୟ ନ କରି ନିଜର ସ୍ୱାର୍ଥ ସାଧନ ପାଇଁ ଶିଶୁ ଶ୍ରମିକ ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିବାକୁ ପଛଉ ନାହାନ୍ତି l ଏନଜିଓ ଓ ଶିଶୁ ମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ସ୍ତରରେ…
Read More...
Read More...