Browsing Category

ଖେଳ

ଧର୍ମଶାଳାରେ ସାଂସଦ ଖେଳ ମହୋତ୍ସବ ଉଦଘାଟିତ

ତୃଣମୂଳ ସ୍ତରରେ କ୍ରୀଡାର ବିକାଶ ଦିଗରେ ଏହା ଅଭିନବ ପ୍ରୟାସ: ସାଂସଦ, ଯାଜପୁର ଗ୍ରାମାଞ୍ଚଳରୁ ଲୁକ୍କାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବ ଖେଳ ମହୋତ୍ସବ: ଧର୍ମଶାଳା ବିଧାୟକ ଯାଜପୁର, ୩୦/୧୧/୨୫: ଆଜି ସ୍ଥାନୀୟ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଜାରକା ଷ୍ଟାଡିୟମ୍ ପରିସରରେ…
Read More...

ଟାଙ୍ଗି ସରସ୍ୱତୀ ଶିଶୁ ମନ୍ଦିରର ୨୪ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

ଟାଙ୍ଗୀ ଚୌଦ୍ବାର ୨୮/୧୧ କ୍ରିଡ଼ା ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବରେ ରଶ୍ମିତା ରାଉତ୍ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଦେବା ସହିତ ଉଜ୍ଜଳ ଭବିଷ୍ୟତ କାମନା କରିଥଲେ। ନିଜ ଅଭିଭାଷଣରେ ଆଜିର ଛାତ୍ରଛାତ୍ରୀ ହେଉଛନ୍ତି କାଲିର ଭବିଷ୍ୟତ। ବର୍ତମାନ ସମୟରେ ପାଠ ପଢା କୁ ନେଇ…
Read More...

ଧାନମଣ୍ଡଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୨୮ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟିତ

ଯାଜପୁର: ଧାନମଣ୍ଡଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୨୮ତମ ବାର୍ଷିକ କ୍ରୀଡା ଉତ୍ସବ ଉତ୍ସାହ-ଉଦ୍ଦୀପନାର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ବାର୍ଷିକ କ୍ରୀଡା ମହୋତ୍ସବରେ ମୋଟ ୩୧ଟି କ୍ରୀଡା ବିଭାଗରେ ପ୍ରାୟ ୫୦୦ ଶିଶୁବର୍ଗର ଛାତ୍ରଛାତ୍ରୀ ଭାଗ ନେଇ ତାଙ୍କର…
Read More...

ସ୍ୱାଧୀନତାର ଉତ୍ସବରେ ଜ୍ଞାନ ଓ ସଂସ୍କୃତିର ସମାଗମ

ଯାଜପୁର, ତା ୧୦.୦୮.୨୦୨୫ ରିଖ: ଯାଜପୁର ଠାରେ ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ପାଳନ ଉପଲକ୍ଷେ ଆଜି ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଅଗ୍ରଣୀ ବ୍ୟାଙ୍କ ପରିଚାଳକ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଓପନ କୁଇଜ୍ ଓ ଦେଶାତ୍ମବୋଧକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ…
Read More...

ମହାପ୍ରଭୁଙ୍କସୁନାବେଶ ! ମହଣ ମହଣ ସୁନାରେ ଆଭୂଷିତ ଚତୁର୍ଦ୍ଧାମୂର୍ତ୍ତି

ଧାର୍ଯ୍ଯ ନୀତି ନିର୍ଘଣ୍ଟ ପୂର୍ବରୁ ଅପରାହ୍ନ ୪.୪୫ ଠାରୁ ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ଯ ସୁନାବେଶ ଆରମ୍ଭ ହୋଇଛି। ଦୁର୍ଲଭ ବଡ଼ ତଢ଼ାଉ ବେଶ ବା ସୁନାବେଶରେ ଚତୁର୍ଦ୍ଧାମୂର୍ତ୍ତି ରଥ ଉପରେ ଦର୍ଶନ ଦେଉଛନ୍ତି। ଶ୍ରୀଜିଉମାନେ ରବିବାର ରାତି ୧୧ଟା ଯାଏଁ ସୁନାବେଶରେ ଦର୍ଶନ ଦେବେ। ଶ୍ରୀକ୍ଷେତ୍ରରେ…
Read More...

ବର୍ମିଂହାମ୍‌ରେ ଐତିହାସିକ ବିଜୟ: ୫୮ ବର୍ଷ ପରେ ବିଜୟ, ଆକାଶ ଦୀପଙ୍କୁ ୧୦ ୱିକେଟ୍‌, ଗିଲ୍ ମ୍ୟାଚ୍‌ର ଶ୍ରେ‌ଷ୍ଠ…

ବୋଲିଂର କମାଲ୍ ଦେଖାଇଲେ ଆକାଶଦୀପ । ୬ ଓ୍ୱିକେଟ୍ ହାତେଇ ଆକାଶଦୀପଙ୍କ ରେକର୍ଡ । ସିରିଜ୍‌କୁ ୧-୧ ସମାନ ସ୍ତରକୁ ଆଣିଲା ଭାରତ । ଶୁବମନ ଗିଲ୍ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ।
Read More...

ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ; ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ଶୁଣିବେ

ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବରରେ ଥିବା ବେଳେ ରାଜ୍ୟ ଅତିଥି ଭବନ କାର୍ଯ୍ୟାଳୟରେ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ଶୁଣିବେ । ଏବଂ ଲୋକଙ୍କୁ ଅଭିଯୋଗପତ୍ର ଗ୍ରହଣ କରି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବେ । ନୂଆ ସରକାର ଗଠନ ପରେ ଲୋକଙ୍କ ମୁଖ୍ୟମନ୍ତ୍ରୀ…
Read More...

ଲଘୁଚାପ ପ୍ରଭାବରେ ଅତି ପ୍ରବଳ ବର୍ଷିବ, ରେଡ୍ ଓ୍ବାର୍ଣ୍ଣିଂ ଜାରି

ପଶ୍ଚିମବଙ୍ଗ ଓ ଏହାର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡ଼ିଶା ଉପକୂଳ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଲଘୁଚାପ କ୍ଷେତ୍ର ସହ ଜଡ଼ିତ ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ଆଡ଼କୁ ଢଳି ରହିଛି। ଏହା କ୍ରମଶଃ ପଶ୍ଚିମ ଓ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ। ଆସନ୍ତା ୨…
Read More...