ବଡଚଣାରେ ବିଷାକ୍ତ ମଦପିଇ ମୃତ୍ୟୁ ଅଭିଯୋଗରେ ଶବରଖି ବିକ୍ଷୋଭ

Big breaking
ବଡଚଣାରେ ମଦ ମୃତ୍ୟୁକୁ ନେଇ ରାଜପଥ_ଅବରୋଧ
ବିଷାକ୍ତ ମଦପିଇ_ମୃତ୍ୟୁ ଅଭିଯୋଗରେ_ଶବ_ରଖି_ବିକ୍ଷୋଭ
ଯାଜପୁର ଜିଲ୍ଲା ବଡଚଣା ବ୍ଲକ ରତ୍ନଗିରି ଉଦୟଗିରି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ ମାଣ୍ଡୁକା ପଞ୍ଚାୟତର ସାଦିଆ ଦଳେଇ ବିଷାକ୍ତ ମଦପିଇ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମର ଗ୍ରାବାସୀମାନେ ରାସ୍ତା ବସି ବିରୋଧ ପ୍ରଦର୍ଶନ କରୁଥିବା ର ରଖିବାକୁ ମିଛି।

 

 

#BreakingNews
#LiquirDeath
#BarachanaConstituency
#RatnagiriUdyagiriRoad
#PublicStrikeRoad
#LawExciseMinister
#PrwithbrajHarichandan
#AustinNewsOdia
#OdishaNews

Leave A Reply

Your email address will not be published.