ତାଳଦଣ୍ଡା କେନାଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା: ଅବ୍ୟବସ୍ଥା, ଅତିକ୍ରମଣ ଓ ସୁରକ୍ଷା ଅଭାବ ଉପରେ ଉଠିଲା ପ୍ରଶ୍ନ
କଟକ, ୨୯/୦୫: କଟକ ତାଳଦଣ୍ଡା କେନାଲ ସ୍ଥିତ ଗ୍ରେଟ ଇଣ୍ଡିଆ ଟ୍ରାନ୍ସପୋର୍ଟ ନିକଟରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସକାଳ ପ୍ରାୟ ୭ଟାରୁ ୮.୩୦ ମଧ୍ୟରେ ଘଟିଥିବା ଏହି ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ, ପୁଲିସ ଓ…
Read More...
Read More...