Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଗୋଲ୍ଡେନ ସ୍ପାରେ ହେଉଥିଲା ଦେହ ବ୍ୟବସାୟ
କଳିଙ୍ଗ7 ବିୟୂରୋ
ପାରାଦ୍ଵୀପ ଆଦର୍ଶ ଥାନା ପକ୍ଷରୁ ଇଫକୋ ଛକରେ ଥିବା ଗୋଲ୍ଡେନ ସ୍ପା ଉପରେ ଚଢାଉ । ଗିରଫ ହେଲେ ୯ ଯୁବତୀ ଏବଂ ୪ ଯୁବକ । ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗରେ ହୋଇଥିଲା ରେଡ୍ । ଏହାର ଚେର ଲମ୍ବିଛି କଲିକତାକୁ । ଗିରଫ ୯ ଯୁବତୀଙ୍କ ଠିକଣା କଲିକତାରେ ।
ଇଫକୋ ଛକରେ ଥିବା…
Read More...
Read More...
ଧର୍ମଶାଳା ବିଧାୟକଙ୍କ ବିଶାଳ ବାଇକ୍ ଶୋଭାଯାତ୍ରା
୨୨।୮ ଧର୍ମଶାଳା ଭାଜପା ପକ୍ଷରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଦୀର୍ଘ ୩୦ ବର୍ଷ ହେବ କଳ୍ପତରୁ ଦାସଙ୍କ ପରିବାର ଦଖଲ କରି ରଖିଥିଲା । ଗତ ସାଧାରଣ ନିର୍ବାଚନରେ ତାଙ୍କ ପୁତ୍ର ପ୍ରଣବ ବଳବନ୍ତ ରାୟଙ୍କୁ ପରାସ୍ତ କରି ବିଧାୟକ…
Read More...
Read More...
ଆଦି କର୍ମଯୋଗୀ ଅଭିଯାନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ।
ଯାଜପୁର, ତା ୨୧.୦୮.୨୦୨୫ ରିଖ: ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମଙ୍ଗଳ ବିଭାଗ ଆନୁକୁଲ୍ୟରେ ଆଦି କର୍ମଯୋଗୀ ଅଭିଯାନ ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସମ୍ମିଳନୀରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ତଥା ଜିଲ୍ଲା…
Read More...
Read More...
ଧର୍ମଶାଳାରେ ଅଧ୍ୟକ୍ଷଙ୍କ ଇସ୍ତଫାରେ ରାଜନୀତି ଉତ୍ତାପ
ଯାଜପୁର ଜିଲ୍ଲା ଧର୍ମଶାଳା ରାଜନୀତିରେ ନୂଆ ଚିତ୍ର ସାମ୍ନା କୁ ଆସିଛି। ବ୍ଲକ ର ଅଧ୍ୟକ୍ଷ ଥିବା ପ୍ରଭାତ ବଳବନ୍ତରାୟ ବ୍ୟକ୍ତିଗତ କାରଣ ରୁ ଇସ୍ତଫା ଦେଇଥିବା ନେଇ ଧର୍ମଶାଳା ବିଡିଓ ଙ୍କୁ ଚିଠି ଲେଖି ଜଣାଇଛନ୍ତି। 45 ପଂଚାୟତ ବିଶିଷ୍ଟ ଧର୍ମଶାଳା ବ୍ଲକ୍ ବିଜେଡି ଦଖଲ ରେ ରହିଥିବା ବେଳେ…
Read More...
Read More...
ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ଏବଂ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଦୁଇ ଦିନିଆ ଯାଜପୁର ଗସ୍ତ।
ଯାଜପୁର, ତା ୧୯.୦୮.୨୦୨୫ ରିଖ: ଆଜି ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ଏବଂ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ ଦୁଇ ଦିନିଆ ଯାଜପୁର ଜିଲ୍ଲା ଗସ୍ତରେ ଆସି ଦାନଗଦି ସ୍ଥିତ ମଲଟି ସ୍କିଲ ଡେଭଲପମେଣ୍ଟ ସେଣ୍ଟର (ବହୁମୁଖି ଦକ୍ଷତା ବିକାଶ…
Read More...
Read More...
ଧର୍ମଶାଳା ସାମ୍ବାଦିକ ସଂଘ ପକ୍ଷରୁ ଧର୍ମଶାଳା ମେଡିକାଲ ପରିସରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରଯାଇଛି।
ଅଣାଅଶି ତମ ସ୍ବାଧିନତା ଦିବସ ଅବସର ରେ ଯାଜପୁର ଜିଲ୍ଲା ଧର୍ମଶାଳା ସାମ୍ବାଦିକ ସଂଘ ପକ୍ଷରୁ ଧର୍ମଶାଳା ମେଡିକାଲ ପରିସରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରଯାଇଛି। ସାମ୍ବାଦିକ ସଂଘର ସଭପତି ବରିଷ୍ଠ ସାମ୍ବାଦିକ ବିମଳ ପତି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଫଳ ବଣ୍ଟନ କାର୍ଯ୍ୟକ୍ରମ ରେ ମେଡିକାଲ…
Read More...
Read More...
ବଡଚଣା ବାସୀଙ୍କ ପାଇଁ ଯୁବ ସମାଜ ସେବୀ ମହେଶ୍ୱର ପରିଡ଼ାଙ୍କ ବିଶାଳ ରାଲୀ
ଯାଜପୁର:
ଚଣ୍ଡିଖୋଲ ବଜାରୁ ଆରମ୍ଭ ହୋଇଥିବା ରାଲୀ ବଡଚଣା ଦେଇ ଅରଖପୁର ପର୍ଯ୍ୟନ୍ତ ପହଞ୍ଚିଥିଲା। ସେଠାରେ ଶ୍ରୀ ପରିଡ଼ା ବୃକ୍ଷରୋପଣ କରିବା ସହିତ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ।
“ବଡଚଣା ବାସୀଙ୍କ ଆଶୀର୍ବାଦରେ ଦୁର୍ନୀତି ହଟିବା ସହିତ ଆଗାମୀ ଦିନରେ ପରିବର୍ତ୍ତନ ଆସିବ,” ବୋଲି…
Read More...
Read More...
ସ୍ଵାଧୀନତା ଦିବସରେ ନଗଡାରେ ଧୁମୁଧାମରେ ଉଡିଲା ତ୍ରିରଙ୍ଗା
ଯାଜପୁର, ୧୬/୦୮ ଭୋକର ଭୂଗୋଳ, ଅପପୃଷ୍ଟିର ଇଲାକା ସାକି ସମଗ୍ର ଦେଶରେ ଚର୍ଚ୍ଚାରେ ଥିବା ଯାଜପୁର ଜିଲ୍ଲା ସୁକିନ୍ଦାର ନଗଡ଼ାରେ ଧୁମୁଧାମରେ ପାଳିତ ହେଲା ୭୯ ତମ ସାଧୀନତା ଦିବସ । ପାହାଡ ଶୀର୍ଷରେ ଥିବା ଏହି ଚିର ଅବହେଳିତ ଗ୍ରାମରେ ଲୋକେ ସ୍ୱାଧୀନତା ଅର୍ଥ ବୁଝି ନ ଥିଲେ । ସାଧୀନତା ଦିବସରେ…
Read More...
Read More...
ଯାଜପୁର ଜିଲ୍ଲା ନ୍ୟାୟାଳୟର ତତ୍ତ୍ଵାବଧାନରେ ‘ନାବାଳିକା ସୁରକ୍ଷା
ଓଡ଼ିଶା ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ଯାଜପୁର ଜିଲ୍ଲା ନ୍ୟାୟାଳୟର ତତ୍ତ୍ଵାବଧାନରେ ‘ନାବାଳିକା ସୁରକ୍ଷା: ଭାରତରେ ଝିଅ ପାଇଁ ଏକ ନିରାପଦ ଓ ସାହାଯ୍ୟକାରୀ ପରିବେଶ ନିର୍ମାଣ' ଶୀର୍ଷକ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଚାରପତି ଶ୍ରୀଯୁକ୍ତ ଅମୃତ ରଞ୍ଜନ…
Read More...
Read More...
ବାବା ଭୈରବାନନ୍ଦ କଲେଜର ସୁବର୍ଣ୍ଣଜୟନ୍ତୀ ଉଦ୍ଘାଟନ
ବଡ଼ଚଣା ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ଵୟଂଶାସିତ ମହାବିଦ୍ୟାଳୟର ୫୦ତମ ପ୍ରତିଷ୍ଠା ଦିବସ ଓ ସୁବର୍ଣ୍ଣଜୟନ୍ତୀ ଉତ୍ସବର ଉଦ୍ଘାଟନୀ ଅନୁଷ୍ଠାନ ଉତ୍ସାହମୟ ପରିବେଶରେ ଆୟୋଜିତ ହେଲା।
ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଓ କୃଷି-ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ…
Read More...
Read More...