Browsing Category

ଓଡିଶା

ବ୍ଲକ ସହାୟକ ଇଞ୍ଜିନିୟର ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ

କୋରାପୁଟ:ଅକ୍ଟୋବର ୬ କୋରାପୁଟ ଜିଲ୍ଲାର କୁଣ୍ଡୁରା ବ୍ଲକର ସହାୟକ ଇଞ୍ଜିନିୟର ଶ୍ରୀ ଲମ୍ବୋଧର ନାୟକଙ୍କୁ ଓଡିଶା ଭିଜିଲାନ୍ସ ଦଳ ଆଜି ୨୦ ହଜାର ଟଙ୍କା ଘୁଷ ନେବା ବେଳେ ହାତେନାତେ ଗିରଫ କରିଛି। ସୂତ୍ରମାନଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ ନାୟକ ଗୋଟିଏ ଠିକାଦାରଙ୍କୁ ରାସ୍ତା କାମ ସମ୍ବନ୍ଧୀୟ…
Read More...

ମହାରାଷ୍ଟ୍ର ପୋଲିସର ଏକ ସ୍ୱତନ୍ତ୍ର ଟିମ ଓଡ଼ିଶା ପୋଲିସ ମୁଖ୍ୟାଳୟରେ

ମହାରାଷ୍ଟ୍ର ପୋଲିସର ଏକ ସ୍ୱତନ୍ତ୍ର ଟିମ ଓଡ଼ିଶା ପୋଲିସ ମୁଖ୍ୟାଳୟ, କଟକକୁ ଗସ୍ତ କରି ଓଡ଼ିଶା ପୋଲିସ ଦ୍ୱାରା ବିକଶିତ ଏବଂ ସଫଳ ଭାବରେ ରୂପାୟିତ ହୋଇଥିବା ଉନ୍ନତ ବୈଷୟିକ ଜ୍ଞାନ କୌଶଳର ପ୍ରୟାସ ସମ୍ପର୍କରେ ଅଧ୍ୟୟନ କରିଛନ୍ତି। ବିଭିନ୍ନ ଡିଜିଟାଲ୍ ମଡ୍ୟୁଲ୍‌ର ସୁପରିଚାଳନା, ଏବଂ…
Read More...

ଗୋଲନଥରା ପରୀକ୍ଷା ଅନିତି ମାମଲାରେ ଆଉ ଗୋଟିଏ ଅଭିଯୁକ୍ତ ଗିରଫ

ଗୋଲନଥରା ପରୀକ୍ଷା ଅନିତି ମାମଲାରେ ଆଉ ଗୋଟିଏ ଅଭିଯୁକ୍ତ ଗିରଫ ବ୍ରହ୍ମପୁର ୦୫ ଅକ୍ଟୋବର ୨୦୨୫ (କଳିଙ୍ଗ 7 ):ଗୋଲନଥରା ଥାନା ସୀମାରେ ଘଟିଥିବା ପରୀକ୍ଷା ଅନିତି ମାମଲାରେ ତଦନ୍ତ କରୁଥିବା କ୍ରାଇମ ବ୍ରାଞ୍ଚ (CID-CB) ଆଉ ଗୋଟିଏ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ…
Read More...

ସାଂସଦଙ୍କୁ ଭେଟିଲେ ସମାଜସେବୀ .. ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ମହା କେଳେଙ୍କାରୀ

ଯାଜପୁର; ଓଡ଼ିଶା ରାଜ୍ୟରେ ବେସରକାରୀ ନିଶା କାରବାରକୁ ବନ୍ଦ କରିବା ନେଇ ସରକାର ବିଭିନ୍ନ ଉପାୟ ହାତକୁ ନେଉଛନ୍ତି। କିନ୍ତୁ କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ ମାନଙ୍କ ପାଇଁ ଏଇ ବ୍ୟବସ୍ଥା ଫେଲ ମାରୁଛି। ସୂଚନାଯୋଗ୍ୟ ଯେ ଯାଜପୁର ଜିଲ୍ଲାରେ ପାଖାପାଖି ୯ ମାସ ହେବ ଗାଁ…
Read More...

ଓପିଆରବି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ବଡ଼ ଖୁଲାସା

ଭୁବନେଶ୍ୱର, ୪ ଅକ୍ଟୋବର (କଳିଙ୍ଗ ୭ ନୀୟୂଜ୍):ଓପିଆରବି ଦ୍ୱାରା ଆୟୋଜିତ ପୋଲିସ ସବ୍-ଇନସ୍ପେକ୍ଟର ଓ ସମାନ ପଦବୀ ପାଇଁ ହୋଇଥିବା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ଏବେ ବଡ଼ ଖୁଲାସା। ସିଆଇଡି କ୍ରାଇମବ୍ରାଞ୍ଚ ତଦନ୍ତରେ ଚିହ୍ନଟ କରିଛି ଯେ ଏକ ସୁଯୋଜିତ ଅପରାଧିକ ଚକ୍ର ପରୀକ୍ଷା…
Read More...

ରାଷ୍ଟ୍ରୀୟ ସ୍ଵୟଂସେବକ ଛତିଆ ବଟ ପ୍ରଭାତ ଶାଖା ପକ୍ଷରୁ ସଂଘର ଶତାବ୍ଦୀ ବର୍ଷ ପାଳନ ଅନୁଷ୍ଠିତ।

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ (RSS) ଏହି ବର୍ଷରୁ ତାହାର ଶତାବ୍ଦୀ ବର୍ଷରେ ପ୍ରବେଶ କରିଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗାମ୍ଭୀର୍ୟ ଓ ଉତ୍ସାହର ସହିତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହେଉଛି। ୧୯୨୫ ମସିହାରେ ଡା. କେଶବ ବଳିରାମ ହେଡ଼ଗେୱାରଙ୍କ ଦ୍ୱାରା ସ୍ଥାପିତ ସଂଘ ୧୦୦ ବର୍ଷର ସେବା,…
Read More...

ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସ୍ଵସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ

ଯାଜପୁର-ତା ୨୩. ୦୯. ୨୫ରିଖ- ଶ୍ରମ କମିଶନର,ଓଡିଶାଙ୍କ ନିର୍ଦ୍ଦେଶ କ୍ରମେ "ସ୍ୱସ୍ଥ ନାରୀ,ଶସକ୍ତ ପରିବାର ଅଭିଯାନ" ଯାଜପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଯାଜପୁର ରୋଡ, ଯାଜପୁର ରେ ଆଜି ଅନୁଷ୍ଠିତ ହୋଇଯାଇଚି l ଏଥିରେ ମୁଖ୍ୟତଃ…
Read More...

ଧର୍ମଶାଳାରେ ପାରିବାରିକ କଳହ — ବାପାଙ୍କ କଟୁରୀ ଘାତରେ ପୁଅଙ୍କ ମୃତ୍ୟୁ

: ଯାଜପୁର ଜିଲା ଧର୍ମଶାଳା ଏଣ୍ଡଳବା ପଞ୍ଚାଯତ ବିଛାଖଣ୍ଡି ଦେଉରି ସାହିରେ ଘଟିଛି ଏକ ଅଭାବନୀୟ ଘଟଣା। ବାପାଙ୍କ କଟୁରୀ ଚୋଟରେ ପୁଅଙ୍କ ଜୀବନ ଯାଇଥିବା ଜଣାପଡିଛି। ମୃତକ ହେଲେ ଶମ୍ଭୁ ନାୟକ(୩୦)। ମିଳିଥିବା ସୂଚନା ଅନୁସାରେ, ପାରିବାରିକ କଳହ କାରଣରୁ ଏହି ସାହିର କଣ୍ଠ ନାୟକ(୬୫) କଟୁରୀରେ…
Read More...

ଥାନା ଅଧିକାରିଣୀଙ୍କ ମଧ୍ୟସ୍ଥତାରେ ପ୍ରେମୀଯୁଗଳଙ୍କ ବୈଦିକ ବିବାହ

ଛତିଆ ବୈରୀ ଥାନା ଅଧିକାରିଣୀ ଅଂଶୁମାଳା ଦାସଙ୍କ ହସ୍ତକ୍ଷେପରେ ପ୍ରେମୀଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଥିବା ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି। ସୂଚନା ଅନୁସାରେ, ବଡ଼ଚଣା ବ୍ଲକ ଅନ୍ତର୍ଗତ ଚମ୍ପାପୁର ପଞ୍ଚାୟତର ସପନପୁର ଗ୍ରାମର ରବିନ୍ଦ୍ର ସାମଲଙ୍କ ଝିଅ ବିନୀତା ସାମଲ…
Read More...

ବଡ଼ଚଣା ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

: ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ବଡ଼ଚଣା ବ୍ଳକ କାର୍ଯ୍ୟାଳୟ ପରିସର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି…
Read More...