Browsing Category

ଓଡିଶା

ବୈରୀ ଥାନା ଅଧିନ ଛତିଆ ଅଞ୍ଚଳରୁ ଗଞ୍ଜେଇ ଜବତ, ୨ପେଶାଦାର ବେପାରୀ କୋର୍ଟ ଚାଲାଣ।

ଯାଜପୁର ଜିଲ୍ଲା ଵୈରୀ ଥାନା ଅଧିନ ଛତିଆ ଅଞ୍ଚଳରୁ ପୋଲିସ୍ ଚଢ଼ାଉ କରି ୫ କେଜି,୫୫୦ ଗ୍ରାମ ଗଞ୍ଜେଇ ଜବତ୍ କରିଛନ୍ତି। ଛତିଆ ଅଞ୍ଚଳର ଲକ୍ଷ୍ମୀ ଧର ବିଶ୍ଵାଳ, ବୟସ, ୫୦, କୈଳାସ ନାୟକ ବୟସ ୪୫ ଉଭୟ ଇଚ୍ଛା ନଗର ପାଟଣା ଅଞ୍ଚଳର ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି। ତେବେ ପୋଲିସ୍ ବି…
Read More...

ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ବାମରା ତହସିଲଦାର

୧୫ ହଜାର ଲାଞ୍ଚ ନେବା ପଡିଲା ମହଙ୍ଗା । ଲାଞ୍ଚ ନେଇ ଧରା ପଡିଲେ ଓଏଏସ ବାବୁ । ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା ଓ ତାଙ୍କ ଡ୍ରାଇଭର ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।ସୂଚନା ଅନୁସାରେ ବାମରା ବ୍ଲକ ସଦର ମହକୁମା ସ୍ଥିତ ଗୋବିନ୍ଦପୁରର ଭିକି ନାଏକ ଏକ ଜମି ମ୍ୟୁଟେସନ…
Read More...

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

ଯାଜପୁର, ତା ୧୦.୦୯.୨୦୨୫ ରିଖ: ଯାଜପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରବୀନ୍ଦ୍ର ନାଥ ବେହେରା ଗତ ଅଗଷ୍ଟ ୩୧ ତାରିଖରେ ସରକାରୀ ଚାକିରୀ ରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବୁଢ଼ୀ କଣ୍ଟେଇ…
Read More...

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ବଡଚଣା ପ୍ରଖଣ୍ଡ ପକ୍ଷରୁ ୧୦୦ ତମ ପୂର୍ତ୍ତି ପାଳିତ।

ବଡ଼ଚଣା,ଯାଜପୁର ଜିଲ୍ଲା ଚଣ୍ଡିଖୋଲ ବିଜୁ କଲ୍ୟାଣ ମଣ୍ଡପ ଠାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ ର ଶତବାର୍ଷିକ ପାଳନ ଅବସରରେ ଜିଲ୍ଲା ସଂଘ ଆନୁକୂଲ୍ୟରେ ବଡଚଣା ପ୍ରଖଣ୍ଡ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇ ଯାଇଛି। ଶତାଧିକ ସ୍ଵଂୟ ସେବକ ମାନେ ଗଣ ବେଶରେ ଚଣ୍ଡିଖୋଲ ବଜାର ପରିକ୍ରମା…
Read More...

ଯାଜପୁର ଜିଲ୍ଲାରେ ଖରିଫ ଋତୁପାଇଁ ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ସାରଯୋଗାଣ ସମ୍ପର୍କୀୟ ପ୍ରେସମିଟ।

ଯାଜପୁର -ତା ୦୬.୦୯.୨୦୨୫ ରିଖ ଯାଜପୁର ଜିଲ୍ଲାରେ ସାର ର ଅଭାବୀ ବିକ୍ରି ସମ୍ପର୍କୀୟ ବିଭିନ୍ନ ସମ୍ବାଦପତ୍ର ରେ ପ୍ରକାଶିତ ସମ୍ବାଦ ପରିପ୍ରେକ୍ଷୀରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଏକ ପ୍ରେସମିଟ ବୈଠକରେ ଯୋଗଦେଇଥିଲେ। ପ୍ରେସମିଟ୍ ପୂର୍ବରୁ…
Read More...

ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଙ୍କ ଅଚାନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ /

ଯାଜପୁର -ତା -୬. ୯. ୨୫ରିଖ ଆଜି ସକାଳେ ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଅତର୍କିତ ଭାବରେ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ।ସେ ମେଡିକାଲ ସ୍ଥିତ ବହିର୍ବିଭାଗ କୁ ସର୍ବ ପ୍ରଥମେ ଯାଇ ମେଡିକାଲ ରେ ରୋଗୀ ମାନେ ନିଜ ଚିକିତ୍ସା ପାଈଁ ଏଣେ ତେଣେ ବୁଲିବା ଦେଖି…
Read More...

ଏକ ପେଡ୍ ମା କେ ନାମ୍ ୨.୦ ସଚେତନତା ରଥର ଶୁଭାରମ୍ଭ।

ଯାଜପୁର, ତା ୦୬.୦୮.୨୦୨୫ ରିଖ: ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପେଡ୍ ମା କେ ନାମ୍ ୨.୦ ନିମନ୍ତେ ଦୁଇଟି ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୨୦୨୫ ରିଖରେ ରାଜ୍ୟବ୍ୟାପୀ ୭୫…
Read More...

ବିଦ୍ୟୁତ ଆଘାତରେ ଆହତ ଶ୍ରମିକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ।

ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣରେ କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କ ବିଦ୍ୟୁତ ଆଘାତରେ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣଙ୍କ ଜେନାପୁର ଥାନା ଅଧିନ ବୃନ୍ଦାଦେଇପୁର ପଞ୍ଚାୟତ ରଘୁନାଥପୁର ଗ୍ରାମର ମୁଥା ମଲ୍ଲିକଙ୍କ ପୁଅ ରଙ୍ଗାଧର…
Read More...

ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ପୁରସ୍କାର ଉତ୍ସବ ଅନୁଷ୍ଠିତ।

ଅଦ୍ୟ ତା. ୦୫. ୦୯. ୨୦୨୫ ରିଖ ଯାଜପୁର ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଜ଼ିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା, ଯାଜପୁର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଓ…
Read More...

ଶିକ୍ଷୟତ୍ରୀ ଙ୍କ ଅବସରରେ ଭବବିହ୍ୱଳ ବିଦ୍ୟାର୍ଥୀ ।

ଶିକ୍ଷୟତ୍ରୀ ଙ୍କ ଅବସରରେ ଭବବିହ୍ୱଳ ବିଦ୍ୟାର୍ଥୀ । ଆଜି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କୋଠାର ସରକାରୀ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ଶ୍ରୀମତୀ ସସ୍ମିତା ଲେଙ୍କାଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟରେ ପାଳିତ ହୋଇଛି।ଏହି ଦୁଃଖଦ ପୂର୍ଣ୍ଣ ଉତ୍ସବ ଟିରେ…
Read More...