Browsing Category

ଓଡିଶା

ସ୍ୱାଧୀନତାର ଉତ୍ସବରେ ଜ୍ଞାନ ଓ ସଂସ୍କୃତିର ସମାଗମ

ଯାଜପୁର, ତା ୧୦.୦୮.୨୦୨୫ ରିଖ: ଯାଜପୁର ଠାରେ ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ପାଳନ ଉପଲକ୍ଷେ ଆଜି ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଅଗ୍ରଣୀ ବ୍ୟାଙ୍କ ପରିଚାଳକ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଓପନ କୁଇଜ୍ ଓ ଦେଶାତ୍ମବୋଧକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ…
Read More...

୧ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ଏସପିଙ୍କ ନେତୃତ୍ୱରେ ଅପେରସନ ଗରୁଡ଼ ଅଭିଯାନ ଆରମ୍ଭ ହୋଇଛି।

ରାଜ୍ୟ ପୋଲିସ ମୁଖ୍ୟାଳୟରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ଅଗଷ୍ଟ ୧ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ଏସପିଙ୍କ ନେତୃତ୍ୱରେ ଅପେରସନ"ଗରୁଡ଼" ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଚଳିତ ଅଗଷ୍ଟ 14 ତାରିଖ ପର୍ଯ୍ୟନ୍ତ ଚାଲିବ…
Read More...

କୋରାପୁଟରେ ୭୬୨ କୋଟିର ପ୍ରକଳ୍ପ ଓ ‘ସୁଭଦ୍ରା’ର ତୃତୀୟ କିସ୍ତି

ସୁଭଦ୍ରା ଯୋଜନା” ଅନେକ ମହିଳାଙ୍କ ଜୀବନରେ ପ୍ରଗତି ଓ ପରିବର୍ତ୍ତନର ନୂଆ ଅଧ୍ୟାୟ ସୃଷ୍ଟି କରିବାରେ ସଫଳ ହୋଇଛି। ଏହା ସେମାନଙ୍କର ପରିବାରକୁ ଆର୍ଥିକ ଶକ୍ତି ଦେବା ସହିତ ସେମାନଙ୍କୁ ଉଦ୍ୟମୀ ମହିଳା ଭାବେ ଗଢି ତୋଳିବାରେ ବଳ ଯୋଗାଇଛି ବୋଲି ଆଜି କୋରାପୁଟ ଜିଲ୍ଲାର ଜୟପୁର ଠାରେ ଓଡ଼ିଶାର…
Read More...

ଧର୍ମଶାଳା ନିର୍ବାଚନମଣ୍ଡଳୀର ପବିତ୍ର ସମ୍ପର୍କର ବନ୍ଧନ

ପୁରାଣ ଓ ଇତିହାସରେ ରହିଛି ରାକ୍ଷୀ ପୂର୍ଣ୍ଣିମାର ଅନେକ ଘଟଣା । ପୁରାଣରେ ଅସୁର ରାଜା ବଳିଠାରୁ ମୋଗଲ ସମ୍ରାଟ ହୁମାୟୁନଙ୍କ ଯାଏଁ ରାକ୍ଷୀ ପୂର୍ଣ୍ଣିମା ଭଉଣୀର ସମ୍ମାନ ରକ୍ଷା କରିଆସିଛି । ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ ଭକ୍ତ ଥିଲେ, ତାଙ୍କ ଉପରେ କୌଣସି ବିପଦ ଆସୁ ଏହା…
Read More...

ସମାନ ଅଧିକାର, ସମାନ ଭାଗିଦାରୀ ଗଣତନ୍ତ୍ରର ଆତ୍ମା”

ଗଣତନ୍ତ୍ରରେ ଗଣଭାଗିଦାରୀତା ଗଣତନ୍ତ୍ରର ମୂଳ ଆଧାର ହେଉଛି— ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ଓ ଲିଙ୍ଗର ସମାନତା। ସମ୍ବିଧାନରେ ଲେଖାଯାଇଥିବା “ସମସ୍ତଙ୍କ ସହ, ସମସ୍ତଙ୍କୁ ନେଇ, ସମସ୍ତଙ୍କ ପାଇଁ ଶାସନ” କେବଳ ନୈତିକ ପାଠ ନୁହେଁ, ବରଞ୍ଚ ପ୍ରାକ୍ଟିକାଲ୍ ଜୀବନରେ ଏହାକୁ କାର୍ଯ୍ୟରୂପେ…
Read More...

ବର୍ଷା ସହ ଘଡଘଡି ଅନେକ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ

କେଉଁ କେଉଁ ସ୍ଥାନରେ ବର୍ଷା ସହ ଘଡଘଡି, ପାଣିପାଗ କେନ୍ଦ୍ରର ୟେଲୋ ୱାର୍ଣ୍ଣିଂରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଗଷ୍ଟ ୧୪ ପର୍ଯ୍ୟନ୍ତ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରରୁ ଅନେକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।୯ ଓ ୧୪ ଅଗଷ୍ଟ ପର୍ଯ୍ୟନ୍ତ ୟେଲୋ…
Read More...

ଚଣ୍ଡିଖୋଲ ଏଚ୍ ଡି ଏଫ୍ ସି ବ୍ୟାଙ୍କର ପ୍ରଶସ୍ତିକରଣ !

ବ୍ୟାଙ୍କିଙ୍ଗି ସେବାକୁ ଆହୁରି ସରଳିକରଣ କରିବା ଏବଂ ଅଞ୍ଚଳ ବାସୀଙ୍କୁ ସ୍ୱାବଲମ୍ବୀ କରିବା ନେଇ ଚଣ୍ଡିଖୋଲ ଏଚ୍ ଡି ଏଫ୍ ସି ବ୍ୟାଙ୍କର ପ୍ରଶସ୍ତିକରଣ ଓ ନୂତନ ଗୃହ ଉଦ୍‌ଘାଟନ ହୋଇଯାଇଛି। ଚଣ୍ଡିଖୋଲ ସ୍ଥିତ ଶାନ୍ତି ମଣ୍ଡପ ଠାରେ ଏଚ୍ ଡି ଏଫ୍ ସି ବ୍ୟାଙ୍କ୍ ର ନୂତନ ଗୃହ ଉଦ୍‌ଘାଟନ ହୋଇଛି। ଏହି…
Read More...

ଜିଲ୍ଲାପାଳଙ୍କ ପ୍ରଥମ ଗସ୍ତ ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ବୃଦ୍ଧା ଆଶ୍ରମ

ଯାଜପୁରର ନୂତନ ଜିଲ୍ଲାପାଳ ଭାବେ ଅମ୍ବର କୁମାର କରଙ୍କ ତା ୨୭.୦୭.୨୦୨୫ ରିଖ ଦିନ ଯାଜପୁରର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦାନ ପରେ ଗତ କାଲି ୨ ତାରିଖରେ ବଡଚଣା ବ୍ଲକ ପ୍ରଥମ ଗସ୍ତ ଥିଲା। ଏହି ଗସ୍ତ ସମୟରେ ସ୍ଥାନୀୟ ବିଧାୟକ ଅମର କୁମାର ନାୟକ ଉପସ୍ଥିତ ଥିଲେ। ବିଧାୟକ ପରାମର୍ଶ…
Read More...

ଯାଜପୁରରେ ପି.ଏମ୍ କିଷାନର ୨୦ତମ କିସ୍ତି ପ୍ରଦାନର ଜିଲ୍ଲାସ୍ତରୀୟ ସମାରୋହ

ଯାଜପୁର, ତା ୦୨.୦୮.୨୦୨୫ ରିଖ: ଉତ୍ତର ପ୍ରଦେଶର ବାରଣାସୀଠାରେ ତା ୦୨.୦୮.୨୦୨୫ ରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପି.ଏମ କିଷାନର ୨୦ତମ କିସ୍ତି ଲୋକାର୍ପଣ ଉପଲକ୍ଷେ ତାହାର ସିଧା ପ୍ରସାରଣ ଜିଲ୍ଲାସ୍ତରୀୟ ସମାନ୍ତରାଳ ପି.ଏମ କିଷାନ ଉତ୍ସବ ଦିବସରେ ପ୍ରସାରିତ କରାଯାଇଥିଲା। ଉକ୍ତ…
Read More...