Browsing Category

ଓଡିଶା

ଜମି ମାପ ତାରିଖ ଧରାଇବାକୁ ୩୦ ହଜାର ଟଙ୍କା ଲାଞ୍ଚ : ବିଂଝାରପୁର ତହସିଲଦାର ବିଜିଲାନ୍ସ ଜାଲରେ

ଜମି ମାପ ତାରିଖ ଧରାଇବାକୁ ୩୦ ହଜାର ଟଙ୍କା ଲାଞ୍ଚ : ବିଂଝାରପୁର ତହସିଲଦାର ବିଜିଲାନ୍ସ ଜାଲରେ ଯାଜପୁର ଜିଲ୍ଲା ବିଂଝାରପୁର ତହସିଲର ଅତିରିକ୍ତ ତହସିଲଦାର ତଥା ଭାରପ୍ରାପ୍ତ ତହସିଲଦାର ଶ୍ରୀ ପ୍ରଦୀପ୍ତ କୁମାର ସେଠୀଙ୍କୁ ଆଜି ଅର୍ଥାତ ୧୯.୧୨.୨୦୨୫ ତାରିଖରେ ଓଡ଼ିଶା ବିଜିଲାନ୍ସ ଲାଞ୍ଚ…
Read More...

ଦାସମନ୍ତପୁର ଥାନା IIC ସୁକ୍ମା ହାଁସଦାହ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଲେ

ଦାସମନ୍ତପୁର ଥାନା IIC ସୁକ୍ମା ହାଁସଦାହ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କୋରାପୁଟ : ଦସ୍ମନ୍ତପୂର୍ ଥାନାର ଇନ୍ସପେକ୍ଟର୍-ଇନ୍-ଚାର୍ଜ (IIC) ଶ୍ରୀମତୀ ସୁକ୍ମା ହାଁସଦାହଙ୍କୁ ଆଜି ୧୮ ଡିସେମ୍ବର ୨୦୨୫ ତାରିଖରେ ଓଡ଼ିଶା ଭିଜିଲାନ୍ସ ଦଳ ଲାଞ୍ଚ ନେବା ସମୟରେ ରଙ୍ଗେ ହାତ…
Read More...

ଗୋପୀନାଥପୁର ଠାରେ କିମ୍ସ ପକ୍ଷରୁ “ମେଗା ସ୍ୱାସ୍ଥ୍ୟ ଶିବିର ” ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଟକ ଜିଲ୍ଲା ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବହୁଗ୍ରାମ ର ଗୋପୀନାଥପୁର ଠାରେ କିମ୍ସ ପକ୍ଷରୁ "ମେଗା ସ୍ୱାସ୍ଥ୍ୟ ଶିବିର " ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରକାଶ ଯେ ଆଗାମୀ ୨୧ ତାରିଖ ରେ ଡ଼ ଅଚ୍ୟୁତ ସାମନ୍ତ ଙ୍କ ଦ୍ୱାରା ପ୍ରତିଷ୍ଠିତ କଳିଙ୍ଗ…
Read More...

ଓଡିଶା ପୁଲିସ ତରଫରୁ “ଅପରେସନ୍ ଧରପଗଡ

ରାଜ୍ୟ ପୋଲିସ ମୁଖ୍ୟାଳୟ ରାଜ୍ୟକୁ ନିଶାମୁକ୍ତ କରିବା ତଥା ନିଶା କାରବାର ଉପରେ ରୋକ ଲଗାଇବା ପାଇଁ କିଛି ଦିନ ଧରି ଓଡିଶା ପୁଲିସ ତରଫରୁ "ଅପରେସନ୍ ଧରପଗଡ" ଅଭିଯାନ କରାଯାଇଥିଲା । ଏହି ଅପରେସନରେ ରାଜ୍ୟର ସମସ୍ତ ଜିଲ୍ଲା ପୁଲିସ ସାମିଲ ହୋଇ ବିପୁଳ ପରିମାଣର ଗଞ୍ଜେଇ, ବ୍ରାଉନ ସୁଗାର, କଫ…
Read More...

ସଙ୍କୁଳ ସ୍ତରୀୟ କ୍ରିଡା ପ୍ରତିଯୋଗିତା ଉଦଯାପିତ

ଚଣ୍ଡିଖୋଲ, ୧୫/୧୨ ଯାଜପୁର ଜିଲ୍ଲାର ଧାନମଣ୍ଡଳ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସଙ୍କୁଳ ସ୍ତରୀୟ ବାର୍ଷିକ କ୍ରିଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା!ଏହି ପ୍ରତିଯୋଗିତାରେ ବାଲିଚନ୍ଦ୍ରପୁର ସଂଙ୍କୁଳ ଅଧିନ ୧୧ଟି ବିଦ୍ୟାଳୟର ୨୩୨ ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ।ପ୍ରତିଯୋଗୀଙ୍କ ମଧ୍ୟରେ…
Read More...

ପ୍ରଥମ କରି ଚଣ୍ଡିଖୋଲ କୋର୍ଟ ରେ ମଟର୍ ଦୁର୍ଘଟଣା ଜନିତ କେଶ୍ ର ଶୁଣାଣି ।

ପ୍ରଥମ କରି ଚଣ୍ଡିଖୋଲ କୋର୍ଟ ରେ ମଟର୍ ଦୁର୍ଘଟଣା ଜନିତ କେଶ୍ ର ଶୁଣାଣି । ଚଣ୍ଡିଖୋଲ/ ବଡଚଣା.୧୩।୧୨.(ନୀ: ପ୍ର) ଚଣ୍ଡିଖୋଲ କୋର୍ଟ ରେ ପ୍ରଥମ ଥର ଲାଗି ମଟର ଦୁର୍ଘଟଣା ଜନିତ କେଶ୍ ର ଶୁଣାଣି କରିଛନ୍ତି ଜିଲ୍ଲା ଅତିରିକ୍ତ ଦୈରା ଜଜ୍ ଗୋପବନ୍ଧୁ ଗଡ଼ନାୟକ। ୧୯୮୮ ମସିହା ଭାରୀ ମଟର ଯାନ…
Read More...

ଯାଜପୁରରେ ସାଂସଦ ଖେଳ ମହୋତ୍ସବ ଉଦଯାପିତ

ଯାଜପୁର, ୧୩/୧୨/୨୫: ଯାଜପୁର ସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସରେ ସାଂସଦ ଖେଳ ମହୋତ୍ସବ-୨୦୨୫ ମହାସମାରୋହରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯାଜପୁର ସାଂସଦ ଡ଼ ରବୀନ୍ଦ୍ର ନାରାୟଣ ବେହେରା ଏବଂ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର,…
Read More...

ଯାଜପୁର ଜାତୀୟ ସବୁଜ ବାହିନୀ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କର ପ୍ଲାଷ୍ଟିକ ପରିଚାଳନା ସମ୍ବନ୍ଧିୟ ଏକ ଦିବସିୟ ଦକ୍ଷତା…

ଯାଜପୁର -ତା 13.9.2025 ରିଖରେ ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜାରକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ସବୁଜ ବାହିନୀ, ଜିଲ୍ଲା କାର୍ଯ୍ୟ କାରିଣୀ ମୂଲ୍ୟାୟନ କମିଟି ଆନୁକୂଲ୍ୟରେ ଇକୋ କ୍ଲଵ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ପ୍ଲାଷ୍ଟିକ ପରିଚାଳନା ସମ୍ବନ୍ଧିୟ ଏକ ଦିବସିୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ…
Read More...

ଯାଜପୁରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ

ଯାଜପୁର, ୧୩/୧୨/୨୫: ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆଜି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ମୋଟ ୬୪୩୬ ଟି ମୋକଦ୍ଦମା ଫଇସଲା ହୋଇଛି l ସେଥିମଧ୍ୟ୍ୟରୁ ୬୩୯ ଗୋଟି ଫୌଜଦାରୀ, ୧୭ ଗୋଟି ମୋଟର ଦୁର୍ଘଟଣାଜନିତ ମାମଲା,…
Read More...

ପର୍ଯ୍ୟଟନ ବିଭାଗ ଶାସନ ସଚିବଙ୍କ ଯାଜପୁର ଗସ୍ତ; ବିକଶିତ ହେବ ଯାଜପୁରର ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ର

ଯାଜପୁର, ୧୧/୧୨/୨୫: ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଳବନ୍ତ ସିଂ ଏକଦିନିଆ ଯାଜପୁର ଗସ୍ତରେ ଆସିଥିଲେ। ପ୍ରଥମେ ସଚିବ ଶ୍ରୀ ସିଂ ବଡ଼ଚଣା ବ୍ଲକ ଅନ୍ତର୍ଗତ ଓଳାଶୁଣି ଗୁମ୍ଫା ଗସ୍ତ କରିବା ସହ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ ଏବଂ ଲଳିତଗିରି ପରିଦର୍ଶନ କରି…
Read More...