Browsing Category

ଓଡିଶା

ରାଷ୍ଟ୍ରୀୟ ପୂର୍ବାଞ୍ଚଳ ସଭାପତି ହେଲେ ଡ଼. ପ୍ରଭାତ ମିଶ୍ର | କଟକ ସାମ୍ବାଦିକ ସଙ୍ଘ ତରଫରୁ ଅଭିନନ୍ଦନ ଓ ସମ୍ବର୍ଦ୍ଧନା…

ରାଷ୍ଟ୍ରୀୟ ପୂର୍ବାଞ୍ଚଳ ସଭାପତି ହେଲେ ଡ଼. ପ୍ରଭାତ ମିଶ୍ର | କଟକ ସାମ୍ବାଦିକ ସଙ୍ଘ ତରଫରୁ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଉତ୍ସବ | ଅନ୍ତଃରାଷ୍ଟ୍ରୀୟ ସାମ୍ବାଦିକ ସଙ୍ଘ ଭଏସ ଅଫ ମେଡ଼ିଆ ର ଓଡିଶା ପ୍ରଦେଶ ଶାଖା ସଙ୍ଘ ର ସଭାପତି ଡ଼. ପ୍ରଭାତ କୁମାର ମିଶ୍ର ଙ୍କୁ ସଙ୍ଘ ମୁଖ୍ୟାଳୟ ତରଫରୁ…
Read More...

ଗତ ୧୯୭୫-୭୭ ଜରୁରୀ କାଳୀନ ପରିସ୍ଥିତି ସମୟର ଆନ୍ଦୋଳନକାରୀ ମାନଙ୍କ ସମ୍ବନ୍ଧରେ ଅବଗତ

ଗତ ୧୯୭୫-୭୭ ଜରୁରୀ କାଳୀନ ପରିସ୍ଥିତି ସମୟର ଆନ୍ଦୋଳନକାରୀ ମାନଙ୍କ ସମ୍ବନ୍ଧରେ ଅବଗତ ଓଡିଶାରୁ ୧୧୬୨ ଜଣ ସତ୍ୟାଗ୍ରହକରି କାରାବରଣ କରିଥିଲେ। ତନ୍ମଧ୍ୟରେ ପାଖାପାଖି ୩୦୦ ଜଣ ବଞ୍ଚିଥାଇ ପାରନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୧୭୦ ଜଣ ସମ୍ମାନ ନିଧି ଉପଭୋଗ କରୁଥିବା ଅନୁମାନ କରାଯାଏ । ଭଦ୍ରକ…
Read More...

ବର୍ଷା ଋତୁରେ ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ଆପୋଲୋ ହସ୍ପିଟାଲ୍ସର ସ୍ୱତନ୍ତ୍ର ପ୍ରସ୍ତୁତି

ବର୍ଷା ଋତୁରେ ସଂକ୍ରାମକ ରୋଗ, ସଡ଼କ ଦୁର୍ଘଟଣା ଓ ବିଭିନ୍ନ ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ରାଉରକେଲା ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ଜରୁରୀକାଳୀନ (Emergency) ଓ କ୍ରିଟିକାଲ୍ କେୟାର (Critical Care) ସେବାକୁ ଅଧିକ ସୁଦୃଢ଼ କରାଯାଇଛି। ଏହା ସହ…
Read More...

ଓଡିଶା ସର୍ଭିସ ସେଣ୍ଟର ଫର ଦି ଦିବ୍ୟାଙ୍ଗ ପିପୁଲସ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ଦ୍ୱାରା ଉଦଘାଟନ ଓ…

ପୁରୀ/ଭୁବନେଶ୍ବର;ଓଡିଶା ସର୍ଭିସ ସେଣ୍ଟର ଫର ଦି ଦିବ୍ୟାଙ୍ଗ ପିପୁଲସ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ ଦ୍ୱାରା ମିଳିତ ଆୟୋଜିତଉଦଘାଟନ ଓ ସମ୍ବର୍ଦ୍ଧନା ଓ ସ୍ନାନ ଯାତ୍ରା ରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଆଲୋଚନା ଚକ୍ର ଦୃଷ୍ଟି ବାଧିତ ପିଲା ମାନଙ୍କ ଦ୍ୱାରାଭଜନ ଓ…
Read More...

ବିଶ୍ୱ ମସ୍ତିଷ୍କ ଦିବସ ଅବସରରେ ଆପୋଲୋ ହସ୍ପିଟାଲ୍ସ, ରାଉରକେଲା ପକ୍ଷରୁ ତିନିଟି ବିଦ୍ୟାଳୟରେ ମସ୍ତିଷ୍କ ସ୍ୱାସ୍ଥ୍ୟ…

ରାଉରକେଲା ବସନ୍ତ କୁମାର ଜେନା, ବିଶ୍ୱ ମସ୍ତିଷ୍କ ଦିବସ ଅବସରରେ ଆପୋଲୋ ହସ୍ପିଟାଲ୍ସ, ରାଉରକେଲା ପକ୍ଷରୁ ତିନିଟି ବିଦ୍ୟାଳୟରେ ମସ୍ତିଷ୍କ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୨୫୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଓ ବିଦ୍ୟାଳୟ ପ୍ରଶାସକ…
Read More...

ସମୟୋପଯୋଗୀ କ୍ଲେଫ୍ଟ ସର୍ଜରୀ ବଦଳାଇପାରେ ଶିଶୁଙ୍କ ଜୀବନ : ଜେପି ହସ୍ପିଟାଲରେ ବିଶ୍ୱ କ୍ଲେଫ୍ଟ ସଚେତନତା ଦିବସ ପାଳିତ

ସମୟୋପଯୋଗୀ କ୍ଲେଫ୍ଟ ସର୍ଜରୀ ବଦଳାଇପାରେ ଶିଶୁଙ୍କ ଜୀବନ : ଜେପି ହସ୍ପିଟାଲରେ ବିଶ୍ୱ କ୍ଲେଫ୍ଟ ସଚେତନତା ଦିବସ ପାଳିତ ରାଉରକେଲାସ୍ଥିତ ଜେପି ହସ୍ପିଟାଲରେ ବୁଧବାର ବିଶ୍ୱ କ୍ଲେଫ୍ଟ (ଖଣ୍ଡିଆ ଓଠ ଓ ତାଳୁ) ସଚେତନତା ଦିବସ ପାଳନ କରାଯାଇଛି। ଏହି ଅବସରରେ ଖଣ୍ଡିଆ ଓଠ ଓ ତାଳୁ ସମସ୍ୟାର…
Read More...

ସାରା ରାଜ୍ୟରେ ସାରର ଘୋର ଅଭାବ ପ୍ରଶାସନିକ ବିଫଳତା ଓ ସାର କଳାବଜାରୀ ଯୋଗୁଁ
ଚାଷୀ ହନ୍ତସନ୍ତ

ବିଜେଡି ଡବଲ ଇଞ୍ଜିନ ସରକାର’ ଓଡ଼ିଶାର ଚାଷୀଙ୍କ ପାଇଁ "ଟ୍ରବୁଲ ଇଞ୍ଜିନ ସରକାର’ରେ ପରିଣତ ହୋଇଛି ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ଡବଲ ଇଞ୍ଜିନ ସରକାର ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ସଦୃଶ ସରକାର ତୁରନ୍ତ ଚାଷୀକୂଳକୁ ନିରବଚ୍ଛିନ୍ନ ସାର ଯୋଗାଇ ଦିଅନ୍ତୁ
Read More...

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ…

ଭୁବନେଶ୍ୱର, ୨୨/୦୭/୨୦୨୬: ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ ଏବଂ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କେନ୍ଦ୍ର…
Read More...

ଜୀବନ୍ତ ମାଇ ବଜ୍ରକାପ୍ତା ଉଦ୍ଧାର: ଜଣେ ଗିରଫ

ଜୀବନ୍ତ ମାଇ ବଜ୍ରକାପ୍ତା ଉଦ୍ଧାର: ଜଣେ ଗିରଫ ବୁଗୁଡ଼ା, ୨୨/୭. ଗଞ୍ଜାମ ଜିଲ୍ଲା ବୁଗୁଡା ବନ ବିଭାଗ ଦ୍ଵାରା ଏକ ବଜ୍ରକାପ୍ତା ଜବତ ସହ ଜଣକୁ ଗିରଫ କରାଯାଇଛି l ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ଗଂଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳରେ ଜଣେ ବ୍ୟକ୍ତି ଠାରୁ ଏକ ବିରଳ ପ୍ରଜାତିର ଜୀବନ୍ତ…
Read More...