Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଗୋଲ୍ଡେନ ସ୍ପାରେ ହେଉଥିଲା ଦେହ ବ୍ୟବସାୟ
କଳିଙ୍ଗ7 ବିୟୂରୋ
ପାରାଦ୍ଵୀପ ଆଦର୍ଶ ଥାନା ପକ୍ଷରୁ ଇଫକୋ ଛକରେ ଥିବା ଗୋଲ୍ଡେନ ସ୍ପା ଉପରେ ଚଢାଉ । ଗିରଫ ହେଲେ ୯ ଯୁବତୀ ଏବଂ ୪ ଯୁବକ । ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗରେ ହୋଇଥିଲା ରେଡ୍ । ଏହାର ଚେର ଲମ୍ବିଛି କଲିକତାକୁ । ଗିରଫ ୯ ଯୁବତୀଙ୍କ ଠିକଣା କଲିକତାରେ ।
ଇଫକୋ ଛକରେ ଥିବା…
Read More...
Read More...
ଯାଜପୁର ଜିଲ୍ଲା ନ୍ୟାୟାଳୟର ତତ୍ତ୍ଵାବଧାନରେ ‘ନାବାଳିକା ସୁରକ୍ଷା
ଓଡ଼ିଶା ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ଯାଜପୁର ଜିଲ୍ଲା ନ୍ୟାୟାଳୟର ତତ୍ତ୍ଵାବଧାନରେ ‘ନାବାଳିକା ସୁରକ୍ଷା: ଭାରତରେ ଝିଅ ପାଇଁ ଏକ ନିରାପଦ ଓ ସାହାଯ୍ୟକାରୀ ପରିବେଶ ନିର୍ମାଣ' ଶୀର୍ଷକ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଚାରପତି ଶ୍ରୀଯୁକ୍ତ ଅମୃତ ରଞ୍ଜନ…
Read More...
Read More...
୧ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ଏସପିଙ୍କ ନେତୃତ୍ୱରେ ଅପେରସନ ଗରୁଡ଼ ଅଭିଯାନ ଆରମ୍ଭ ହୋଇଛି।
ରାଜ୍ୟ ପୋଲିସ ମୁଖ୍ୟାଳୟରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ଅଗଷ୍ଟ ୧ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ଏସପିଙ୍କ ନେତୃତ୍ୱରେ ଅପେରସନ"ଗରୁଡ଼" ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଚଳିତ ଅଗଷ୍ଟ 14 ତାରିଖ ପର୍ଯ୍ୟନ୍ତ ଚାଲିବ…
Read More...
Read More...
NHରେ ଅନଧିକୃତ ପାର୍କିଂ ଉପରେ ନିଷେଧାଜ୍ଞା! ଯାଜପୁର ଜିଲ୍ଲାପାଳଙ୍କ ନୂଆ ନିର୍ଦ୍ଦେଶ!
ଯାଜପୁର, ତା: ୩୧.୦୭.୨୦୨୫ ରିଖ : ଏନ୍. ଏଚ୍.- ୧୬, ଏନ୍. ଏଚ୍.- ୫୩ ଓ ଏନ୍. ଏଚ୍.- ୨୦ ମୁଖ୍ୟ ରାସ୍ତାରେ ଅନଧିକୃତ ଭାବରେ ଗାଡ଼ି ପାର୍କିଂ ଦ୍ଵାରା ଅତ୍ୟାବଶ୍ୟକୀୟ ଯାନବାହାନ ମୁକ୍ତ ଚଳାଚଳରେ ଅସୁବିଧା ପରିଲକ୍ଷିତ ହେବା ସହ ରାସ୍ତା ଦୁର୍ଘଟଣା ବୃଦ୍ଧିପାଉଥିବାର ଜିଲ୍ଲା ପ୍ରଶାସନ, ଯାଜପୁର…
Read More...
Read More...
ଯାଜପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଲୋକ ଅଦାଲତ
ଯାଜପୁର, ତା ୨୭.୦୭.୨୦୨୫,
ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ତା ୨୭.୦୭.୨୦୨୫ ରିଖ ରବିବାର ଧାରା ୧୩୮ ଅନ୍ତର୍ଭୁକ୍ତ ଏନ. ଆଇ, ଆକ୍ଟ ସମ୍ବନ୍ଧରେ ଏକ ସ୍ବତନ୍ତ୍ର ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଏହି ଲୋକ ଅଦାଲତକୁ ଜିଲ୍ଲା ଓ ଦୌରାଜଜ୍ ଶ୍ରୀଯୁକ୍ତ…
Read More...
Read More...
ବୈରୀ ପୋଲିସ ଚୋରି ମାମଲା ଖୋଲାସା କଲା, ଦୁଇ ଅଭିଯୁକ୍ତ ଗିରଫ @kalinga7 news
ବୈରୀ ଥାନା ପୋଲିସ ଦୁଇ ଜଣ ଚୋରକୁ ଗିରଫ କରି ଚୋରି ଘଟଣା ଖୋଲାସା କରିଛି। ଛତିଆ ବଜାର ରେ ଘଟିଥିବା ଏହି ଘଟଣା ସମ୍ପର୍କରେ ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହେବା ପରେ ପୋଲିସ ତଦନ୍ତକୁ ତେଜ କରିଥିଲା। ଗତ ୨୨ ତାରିଖ ରାତିରେ ଛତିଆ ବଟତଳ ବଜାର ଅଞ୍ଚଳରେ ଅମରେଶ୍ୱର ସାହୁଙ୍କ ତେଜରାତି ଦୋକାନର…
Read More...
Read More...
ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଜୟପୁର ବନ ରେଞ୍ଜର ଉପ-ରେଞ୍ଜରଙ୍କ ବିରୋଧରେ ବିଶେଷ ତଦନ୍ତ ଆରମ୍ଭ
ଭୁବନେଶ୍ୱର, ୨୫ ଜୁଲାଇ ୨୦୨୫ ଜୟପୁର ବନ ରେଞ୍ଜରଙ୍କ ଉପ-ରେଞ୍ଜର ଓ ଇନଚାର୍ଜ, ଶ୍ରୀ ରାମ ଚନ୍ଦ୍ର ନାୟକ ଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରାଯାଇଛି।ଯେଉଁଥିରେ ତାଙ୍କ ଜୀବନଶୈଳୀ ଓ ଜଣାଶୁଣା ଆୟ ଉତ୍ସ ପ୍ରତି ଅନୁପାତ ଭଳି ଥାତ୍ତ୍ୱିକ ସମ୍ପତ୍ତି ରହିଛି ବୋଲି ଅଭିଯୋଗ ଉତ୍ତାପ।…
Read More...
Read More...
ଧର୍ମଶାଳା ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର .
ଯାଜପୁର, ୨୧।୦୭।୨୦୨୫ ରିଖ : ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ଧର୍ମଶାଳା ବ୍ଳକ କାର୍ଯ୍ୟାଳୟ ପରିସର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି…
Read More...
Read More...
ବାଲେଶ୍ଵର ଓ ବଙ୍ଗଳା ପରେ ଛାତ୍ରୀଙ୍କୁ ବଡ଼ଚଣା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ଅସଦାଚରଣ ମାମଲା
ବଡ଼ଚଣା,20/7 : ବଡ଼ଚଣା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ତାଙ୍କ ବାପା ୪ମାସ ପୂର୍ବରୁ ସମସ୍ତ ଫୋରମରେ ଅଭିଯୋଗ କରିଥିଲେ। ମାତ୍ର ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଘଟଣାକୁ ନେଇ ବିଇଓ ଥାନାରେ ମଧ୍ୟ ଏତଲା ଦେଇଥିଲେ। ଏହା ପରେ…
Read More...
Read More...
ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର /
ଆଳି ଗୋବିନ୍ଦପୁର ସେତୁ ଉପରୁ ନଦୀଗତକାଲି କୁ ଡେଇଁ ପଡ଼ିଥିବା ଛାତ୍ରୀଙ୍କ ମୃତଦେହ ଆଜି ଅପରାହ୍ନରେ ଉଦ୍ଧାର ହୋଇଛି। ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ମିଳିତ ଭାବେ ନଦୀରେ ଖୋଜିବା ଜାରି ରଖୁଥିବା ବେଳେ ଆଜି ଅପରାହ୍ନରେ ସିଂହପୁର ଚନ୍ଦନପୁର ନିକଟରୁ ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର…
Read More...
Read More...