Browsing Category

ଅପରାଧ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ନିମନ୍ତେ ଶପଥ ପାଠ ସଭା ଏବଂ ସଚେତନତା ରଥ ଶୁଭାରମ୍ଭ ।

ଯାଜପୁର, ତା ୨୮ .୧୦.୨୦୨୫ ରିଖ: ଆଜି ଯାଜପୁର ଜିଲ୍ଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ ପାଳନ ଅବସରରେ ଏକ ଶପଥ ପାଠ ସଭା ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶିବାନନ୍ଦ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ…
Read More...

ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମାନବ ଚୋରା ଚାଲାଣ ସମ୍ପର୍କିତ ଏକ ରାଜ୍ୟସ୍ତରୀୟ ସମ୍ମିଳନୀକୁ ଉଦଘାଟନ…

ଆଜି ପୋଲିସ ଭବନ ଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ “ମାନବ ଚୋରା ଚାଲାଣ ସମ୍ପର୍କିତ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ”କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସାମ୍ପ୍ରତିକ ପରିସ୍ଥିତିରେ ମାନବ ଚାଲାଣ କେବଳ ଓଡିଶା ପାଇଁ ନୁହେଁ, ସମଗ୍ର ଦେଶ ପାଇଁ ଅତ୍ୟନ୍ତ…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ। ଆଜି ରାତି ପାଖାପାଖି ୯.୨୦ ସମୟରେ ଧାମନଗର-ଚୂଡ଼ାକୁଟି ରାସ୍ତାର ରାପିତା ନିକଟରେଏକ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଏବଂ ଜଣେ ଗୁରୁତର ଥିବା ସୂଚନା ମିଳିଛି।.ସୂଚନା ଅନୁସାରେ ଗଦାଧର ଜେନାଙ୍କ ପୁଅ ଦକ୍ଷିଣବାଡ଼ ଗ୍ରାମର ଚନ୍ଦନ ଜେନା ଏବଂ…
Read More...

ବେଲଗୁଣ୍ଠ NAC ଅଧିକାରୀ ଅଫିସର ୨୫ ହଜାର ଟଙ୍କା ଘୁଷ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ

ବେଲଗୁଣ୍ଠ NAC ଅଧିକାରୀ ଅଫିସର ୨୫ ହଜାର ଟଙ୍କା ଘୁଷ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଗଞ୍ଜାମ, ୮ ଅକ୍ଟୋବର ଓଡ଼ିଶା ଭିଜିଲାନ୍ସ ଦଳ ଆଜି ବେଳଗୁଞ୍ଜା NAC ର *କାର୍ଯ୍ୟନିର୍ବାହୀ ଅଧିକାରୀ (Executive Officer) ବନମାଳି ସତପଥୀ (OAS)*ଙ୍କୁ ଘୁଷ ନେଉଥିବା ବେଳେ ହାତେନାଟେ…
Read More...

ବିଜେପି ନେତା ପୀତବାସ ପଣ୍ଡା ଗୁଳିମାଡ଼ରେ ମୃତ, ବ୍ରହ୍ମନଗରରେ ଗୁଳିମାଡ଼ କରିଥିଲେ 2 ଦୁର୍ବୃତ୍ତ

ବିଜେପି ନେତା ପୀତବାସ ପଣ୍ଡା ଗୁଳିମାଡ଼ରେ ମୃତ, ବ୍ରହ୍ମନଗରରେ ଗୁଳିମାଡ଼ କରିଥିଲେ 2 ଦୁର୍ବୃତ୍ତ ଗୁରୁତର ଅବସ୍ଥାରେ ପୀତବାସ ପଣ୍ଡାଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ପ୍ରଥମେ ଭର୍ତ୍ତି କରାଯାଇଥିଲା । ବ୍ରହ୍ମପୁର: ରକ୍ତରଞ୍ଜିିତ ହୋଇଛି ବ୍ରହ୍ମପୁର । ଘର ନିକଟ…
Read More...

ପିସ୍ତଲ ସହ ଆନ୍ତଃରାଜ୍ୟ ନିଶା ବେପାରୀ ଗ୍ୟାଙ୍ଗର ୧୫ ସଦସ୍ୟ ଗିରଫ

#ବରଗଡ଼_ପୋଲିସକୁ_ବଡ_ସଫଳତା ପିସ୍ତଲ ସହ ଆନ୍ତଃରାଜ୍ୟ ନିଶା ବେପାରୀ ଗ୍ୟାଙ୍ଗର ୧୫ ସଦସ୍ୟ ଗିରଫ । ଗିରଫ ଅଭିଯୁକ୍ତଙ୍କଠାରୁ ବିପୁଲ ପରିମାଣର ବେଆଇନ କଫସିରପ ଜବତ ନେଇ ସୂଚନା ଦେଲେ ବରଗଡ଼ ଏସପି । ଗିରଫ ଅଭିଯୁକ୍ତ ମାନେ ଛତିଶଗଡ , ଜଗତସିଂହପୁର,କଟକ, ଯାଜପୁର, ବଲାଙ୍ଗିର, ବରଗଡ଼ , ଅତାବିରା…
Read More...

ବ୍ଲକ ସହାୟକ ଇଞ୍ଜିନିୟର ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ

କୋରାପୁଟ:ଅକ୍ଟୋବର ୬ କୋରାପୁଟ ଜିଲ୍ଲାର କୁଣ୍ଡୁରା ବ୍ଲକର ସହାୟକ ଇଞ୍ଜିନିୟର ଶ୍ରୀ ଲମ୍ବୋଧର ନାୟକଙ୍କୁ ଓଡିଶା ଭିଜିଲାନ୍ସ ଦଳ ଆଜି ୨୦ ହଜାର ଟଙ୍କା ଘୁଷ ନେବା ବେଳେ ହାତେନାତେ ଗିରଫ କରିଛି। ସୂତ୍ରମାନଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ ନାୟକ ଗୋଟିଏ ଠିକାଦାରଙ୍କୁ ରାସ୍ତା କାମ ସମ୍ବନ୍ଧୀୟ…
Read More...

ମହାରାଷ୍ଟ୍ର ପୋଲିସର ଏକ ସ୍ୱତନ୍ତ୍ର ଟିମ ଓଡ଼ିଶା ପୋଲିସ ମୁଖ୍ୟାଳୟରେ

ମହାରାଷ୍ଟ୍ର ପୋଲିସର ଏକ ସ୍ୱତନ୍ତ୍ର ଟିମ ଓଡ଼ିଶା ପୋଲିସ ମୁଖ୍ୟାଳୟ, କଟକକୁ ଗସ୍ତ କରି ଓଡ଼ିଶା ପୋଲିସ ଦ୍ୱାରା ବିକଶିତ ଏବଂ ସଫଳ ଭାବରେ ରୂପାୟିତ ହୋଇଥିବା ଉନ୍ନତ ବୈଷୟିକ ଜ୍ଞାନ କୌଶଳର ପ୍ରୟାସ ସମ୍ପର୍କରେ ଅଧ୍ୟୟନ କରିଛନ୍ତି। ବିଭିନ୍ନ ଡିଜିଟାଲ୍ ମଡ୍ୟୁଲ୍‌ର ସୁପରିଚାଳନା, ଏବଂ…
Read More...

ଗୋଲନଥରା ପରୀକ୍ଷା ଅନିତି ମାମଲାରେ ଆଉ ଗୋଟିଏ ଅଭିଯୁକ୍ତ ଗିରଫ

ଗୋଲନଥରା ପରୀକ୍ଷା ଅନିତି ମାମଲାରେ ଆଉ ଗୋଟିଏ ଅଭିଯୁକ୍ତ ଗିରଫ ବ୍ରହ୍ମପୁର ୦୫ ଅକ୍ଟୋବର ୨୦୨୫ (କଳିଙ୍ଗ 7 ):ଗୋଲନଥରା ଥାନା ସୀମାରେ ଘଟିଥିବା ପରୀକ୍ଷା ଅନିତି ମାମଲାରେ ତଦନ୍ତ କରୁଥିବା କ୍ରାଇମ ବ୍ରାଞ୍ଚ (CID-CB) ଆଉ ଗୋଟିଏ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ…
Read More...

ଓପିଆରବି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ବଡ଼ ଖୁଲାସା

ଭୁବନେଶ୍ୱର, ୪ ଅକ୍ଟୋବର (କଳିଙ୍ଗ ୭ ନୀୟୂଜ୍):ଓପିଆରବି ଦ୍ୱାରା ଆୟୋଜିତ ପୋଲିସ ସବ୍-ଇନସ୍ପେକ୍ଟର ଓ ସମାନ ପଦବୀ ପାଇଁ ହୋଇଥିବା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ଏବେ ବଡ଼ ଖୁଲାସା। ସିଆଇଡି କ୍ରାଇମବ୍ରାଞ୍ଚ ତଦନ୍ତରେ ଚିହ୍ନଟ କରିଛି ଯେ ଏକ ସୁଯୋଜିତ ଅପରାଧିକ ଚକ୍ର ପରୀକ୍ଷା…
Read More...