Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଧର୍ମଶାଳାରେ ପାରିବାରିକ କଳହ — ବାପାଙ୍କ କଟୁରୀ ଘାତରେ ପୁଅଙ୍କ ମୃତ୍ୟୁ
: ଯାଜପୁର ଜିଲା ଧର୍ମଶାଳା ଏଣ୍ଡଳବା ପଞ୍ଚାଯତ ବିଛାଖଣ୍ଡି ଦେଉରି ସାହିରେ ଘଟିଛି ଏକ ଅଭାବନୀୟ ଘଟଣା। ବାପାଙ୍କ କଟୁରୀ ଚୋଟରେ ପୁଅଙ୍କ ଜୀବନ ଯାଇଥିବା ଜଣାପଡିଛି। ମୃତକ ହେଲେ ଶମ୍ଭୁ ନାୟକ(୩୦)।
ମିଳିଥିବା ସୂଚନା ଅନୁସାରେ, ପାରିବାରିକ କଳହ କାରଣରୁ ଏହି ସାହିର କଣ୍ଠ ନାୟକ(୬୫) କଟୁରୀରେ…
Read More...
Read More...
ଥାନା ଅଧିକାରିଣୀଙ୍କ ମଧ୍ୟସ୍ଥତାରେ ପ୍ରେମୀଯୁଗଳଙ୍କ ବୈଦିକ ବିବାହ
ଛତିଆ ବୈରୀ ଥାନା ଅଧିକାରିଣୀ ଅଂଶୁମାଳା ଦାସଙ୍କ ହସ୍ତକ୍ଷେପରେ ପ୍ରେମୀଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଥିବା ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି।
ସୂଚନା ଅନୁସାରେ, ବଡ଼ଚଣା ବ୍ଲକ ଅନ୍ତର୍ଗତ ଚମ୍ପାପୁର ପଞ୍ଚାୟତର ସପନପୁର ଗ୍ରାମର ରବିନ୍ଦ୍ର ସାମଲଙ୍କ ଝିଅ ବିନୀତା ସାମଲ…
Read More...
Read More...
ବୈରୀ ଥାନା ଅଧିନ ଛତିଆ ଅଞ୍ଚଳରୁ ଗଞ୍ଜେଇ ଜବତ, ୨ପେଶାଦାର ବେପାରୀ କୋର୍ଟ ଚାଲାଣ।
ଯାଜପୁର ଜିଲ୍ଲା ଵୈରୀ ଥାନା ଅଧିନ ଛତିଆ ଅଞ୍ଚଳରୁ ପୋଲିସ୍ ଚଢ଼ାଉ କରି ୫ କେଜି,୫୫୦ ଗ୍ରାମ ଗଞ୍ଜେଇ ଜବତ୍ କରିଛନ୍ତି।
ଛତିଆ ଅଞ୍ଚଳର ଲକ୍ଷ୍ମୀ ଧର ବିଶ୍ଵାଳ, ବୟସ, ୫୦, କୈଳାସ ନାୟକ ବୟସ ୪୫ ଉଭୟ ଇଚ୍ଛା ନଗର ପାଟଣା ଅଞ୍ଚଳର ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି। ତେବେ ପୋଲିସ୍ ବି…
Read More...
Read More...
ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ବାମରା ତହସିଲଦାର
୧୫ ହଜାର ଲାଞ୍ଚ ନେବା ପଡିଲା ମହଙ୍ଗା । ଲାଞ୍ଚ ନେଇ ଧରା ପଡିଲେ ଓଏଏସ ବାବୁ । ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା ଓ ତାଙ୍କ ଡ୍ରାଇଭର ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।ସୂଚନା ଅନୁସାରେ ବାମରା ବ୍ଲକ ସଦର ମହକୁମା ସ୍ଥିତ ଗୋବିନ୍ଦପୁରର ଭିକି ନାଏକ ଏକ ଜମି ମ୍ୟୁଟେସନ…
Read More...
Read More...
ବିଦ୍ୟୁତ ଆଘାତରେ ଆହତ ଶ୍ରମିକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ।
ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣରେ କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କ ବିଦ୍ୟୁତ ଆଘାତରେ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣଙ୍କ ଜେନାପୁର ଥାନା ଅଧିନ ବୃନ୍ଦାଦେଇପୁର ପଞ୍ଚାୟତ ରଘୁନାଥପୁର ଗ୍ରାମର ମୁଥା ମଲ୍ଲିକଙ୍କ ପୁଅ ରଙ୍ଗାଧର…
Read More...
Read More...
ମୁକୁନ୍ଦପ୍ରସାଦ ବାଇପାସ୍ରୁ ୭ଟି ଚୋରି ମୋଟରସାଇକେଲ୍ ଉଦ୍ଧାର, ୨ ଅଭିଯୁକ୍ତ ଗିରଫ
ଖୋର୍ଦ୍ଧା: ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ପୋଲିସ୍ର ବ୍ଲକିଂ ଅଭିଯାନରେ ବଡ଼ ସଫଳତା ମିଳିଛି। ମୁକୁନ୍ଦପ୍ରସାଦ ବାଇପାସ୍ ଚେକ୍ପୋଷ୍ଟ୍ ନିକଟରେ ମଙ୍ଗଳବାର ପ୍ରଭାତ 3.30 ବେଳେ ୨ଟି ନମ୍ବର ପ୍ଲେଟ୍ ବିହୀନ ମୋଟରସାଇକେଲ୍ ସହିତ ୨ଜଣ ଯୁବକଙ୍କୁ ପୋଲିସ୍ ଧରିଥିଲା।ତଦନ୍ତ ସମୟରେ ସେମାନେ…
Read More...
Read More...
ଗୋଟାଏ କୋକେଇ ରେ ବୁହା ହେଲେ ଜେଜେ ଓ ନାତୁଣୀ ଶବ
ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବିକ୍ରମତିରଣ ପଞ୍ଚାୟତ ଗୋବଣ୍ଡିଆ ଗ୍ରାମରେ ଦେଖିବାକୁ ମିଳିଛି l ଦେବେନ୍ଦ୍ର ପରମାଣିକଙ୍କ ଦଶମ ଶ୍ରେଣୀରେ ପଢ଼ୁଥିବା ଝିଅ ଅଙ୍କିତା ପ୍ରିୟଦର୍ଶିନୀ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ବିଷଧର ସାପ କାମୁଡି ଦେଇଥିଲା, ଅଙ୍କିତା ଏହା…
Read More...
Read More...
ଗୋଲ୍ଡେନ ସ୍ପାରେ ହେଉଥିଲା ଦେହ ବ୍ୟବସାୟ
କଳିଙ୍ଗ7 ବିୟୂରୋ
ପାରାଦ୍ଵୀପ ଆଦର୍ଶ ଥାନା ପକ୍ଷରୁ ଇଫକୋ ଛକରେ ଥିବା ଗୋଲ୍ଡେନ ସ୍ପା ଉପରେ ଚଢାଉ । ଗିରଫ ହେଲେ ୯ ଯୁବତୀ ଏବଂ ୪ ଯୁବକ । ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗରେ ହୋଇଥିଲା ରେଡ୍ । ଏହାର ଚେର ଲମ୍ବିଛି କଲିକତାକୁ । ଗିରଫ ୯ ଯୁବତୀଙ୍କ ଠିକଣା କଲିକତାରେ ।
ଇଫକୋ ଛକରେ ଥିବା…
Read More...
Read More...
ଯାଜପୁର ଜିଲ୍ଲା ନ୍ୟାୟାଳୟର ତତ୍ତ୍ଵାବଧାନରେ ‘ନାବାଳିକା ସୁରକ୍ଷା
ଓଡ଼ିଶା ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ଯାଜପୁର ଜିଲ୍ଲା ନ୍ୟାୟାଳୟର ତତ୍ତ୍ଵାବଧାନରେ ‘ନାବାଳିକା ସୁରକ୍ଷା: ଭାରତରେ ଝିଅ ପାଇଁ ଏକ ନିରାପଦ ଓ ସାହାଯ୍ୟକାରୀ ପରିବେଶ ନିର୍ମାଣ' ଶୀର୍ଷକ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଚାରପତି ଶ୍ରୀଯୁକ୍ତ ଅମୃତ ରଞ୍ଜନ…
Read More...
Read More...
୧ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ଏସପିଙ୍କ ନେତୃତ୍ୱରେ ଅପେରସନ ଗରୁଡ଼ ଅଭିଯାନ ଆରମ୍ଭ ହୋଇଛି।
ରାଜ୍ୟ ପୋଲିସ ମୁଖ୍ୟାଳୟରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ଅଗଷ୍ଟ ୧ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ଏସପିଙ୍କ ନେତୃତ୍ୱରେ ଅପେରସନ"ଗରୁଡ଼" ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଚଳିତ ଅଗଷ୍ଟ 14 ତାରିଖ ପର୍ଯ୍ୟନ୍ତ ଚାଲିବ…
Read More...
Read More...