Browsing Category

ଅପରାଧ

NHରେ ଅନଧିକୃତ ପାର୍କିଂ ଉପରେ ନିଷେଧାଜ୍ଞା! ଯାଜପୁର ଜିଲ୍ଲାପାଳଙ୍କ ନୂଆ ନିର୍ଦ୍ଦେଶ!

ଯାଜପୁର, ତା: ୩୧.୦୭.୨୦୨୫ ରିଖ : ଏନ୍. ଏଚ୍.- ୧୬, ଏନ୍. ଏଚ୍.- ୫୩ ଓ ଏନ୍. ଏଚ୍.- ୨୦ ମୁଖ୍ୟ ରାସ୍ତାରେ ଅନଧିକୃତ ଭାବରେ ଗାଡ଼ି ପାର୍କିଂ ଦ୍ଵାରା ଅତ୍ୟାବଶ୍ୟକୀୟ ଯାନବାହାନ ମୁକ୍ତ ଚଳାଚଳରେ ଅସୁବିଧା ପରିଲକ୍ଷିତ ହେବା ସହ ରାସ୍ତା ଦୁର୍ଘଟଣା ବୃଦ୍ଧିପାଉଥିବାର ଜିଲ୍ଲା ପ୍ରଶାସନ, ଯାଜପୁର…
Read More...

ଯାଜପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଲୋକ ଅଦାଲତ

ଯାଜପୁର, ତା ୨୭.୦୭.୨୦୨୫, ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ତା ୨୭.୦୭.୨୦୨୫ ରିଖ ରବିବାର ଧାରା ୧୩୮ ଅନ୍ତର୍ଭୁକ୍ତ ଏନ. ଆଇ, ଆକ୍ଟ ସମ୍ବନ୍ଧରେ ଏକ ସ୍ବତନ୍ତ୍ର ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଏହି ଲୋକ ଅଦାଲତକୁ ଜିଲ୍ଲା ଓ ଦୌରାଜଜ୍ ଶ୍ରୀଯୁକ୍ତ…
Read More...

ବୈରୀ ପୋଲିସ ଚୋରି ମାମଲା ଖୋଲାସା କଲା, ଦୁଇ ଅଭିଯୁକ୍ତ ଗିରଫ @kalinga7 news

ବୈରୀ ଥାନା ପୋଲିସ ଦୁଇ ଜଣ ଚୋରକୁ ଗିରଫ କରି ଚୋରି ଘଟଣା ଖୋଲାସା କରିଛି। ଛତିଆ ବଜାର ରେ ଘଟିଥିବା ଏହି ଘଟଣା ସମ୍ପର୍କରେ ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହେବା ପରେ ପୋଲିସ ତଦନ୍ତକୁ ତେଜ କରିଥିଲା। ଗତ ୨୨ ତାରିଖ ରାତିରେ ଛତିଆ ବଟତଳ ବଜାର ଅଞ୍ଚଳରେ ଅମରେଶ୍ୱର ସାହୁଙ୍କ ତେଜରାତି ଦୋକାନର…
Read More...

ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଜୟପୁର ବନ ରେଞ୍ଜର ଉପ-ରେଞ୍ଜରଙ୍କ ବିରୋଧରେ ବିଶେଷ ତଦନ୍ତ ଆରମ୍ଭ

ଭୁବନେଶ୍ୱର, ୨୫ ଜୁଲାଇ ୨୦୨୫ ଜୟପୁର ବନ ରେଞ୍ଜରଙ୍କ ଉପ-ରେଞ୍ଜର ଓ ଇନଚାର୍ଜ, ଶ୍ରୀ ରାମ ଚନ୍ଦ୍ର ନାୟକ ଙ୍କ ବିରୁଦ୍ଧରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରାଯାଇଛି।ଯେଉଁଥିରେ ତାଙ୍କ ଜୀବନଶୈଳୀ ଓ ଜଣାଶୁଣା ଆୟ ଉତ୍ସ ପ୍ରତି ଅନୁପାତ ଭଳି ଥାତ୍ତ୍ୱିକ ସମ୍ପତ୍ତି ରହିଛି ବୋଲି ଅଭିଯୋଗ ଉତ୍ତାପ।…
Read More...

ଧର୍ମଶାଳା ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର .

ଯାଜପୁର, ୨୧।୦୭।୨୦୨୫ ରିଖ : ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ଧର୍ମଶାଳା ବ୍ଳକ କାର୍ଯ୍ୟାଳୟ ପରିସର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି…
Read More...

ବାଲେଶ୍ଵର ଓ ବଙ୍ଗଳା ପରେ ଛାତ୍ରୀଙ୍କୁ ବଡ଼ଚଣା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ଅସଦାଚରଣ ମାମଲା

ବଡ଼ଚଣା,20/7 : ବଡ଼ଚଣା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ତାଙ୍କ ବାପା ୪ମାସ ପୂର୍ବରୁ ସମସ୍ତ ଫୋରମରେ ଅଭିଯୋଗ କରିଥିଲେ। ମାତ୍ର ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଘଟଣାକୁ ନେଇ ବିଇଓ ଥାନାରେ ମଧ୍ୟ ଏତଲା ଦେଇଥିଲେ। ଏହା ପରେ…
Read More...

ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର /

ଆଳି ଗୋବିନ୍ଦପୁର ସେତୁ ଉପରୁ ନଦୀଗତକାଲି କୁ ଡେଇଁ ପଡ଼ିଥିବା ଛାତ୍ରୀଙ୍କ ମୃତଦେହ ଆଜି ଅପରାହ୍ନରେ ଉଦ୍ଧାର ହୋଇଛି। ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ମିଳିତ ଭାବେ ନଦୀରେ ଖୋଜିବା ଜାରି ରଖୁଥ‌ିବା ବେଳେ ଆଜି ଅପରାହ୍ନରେ ସିଂହପୁର ଚନ୍ଦନପୁର ନିକଟରୁ ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର…
Read More...

ସୋସିଆଲ୍ ମିଡିଆର ଅବହେଳା ଆଉଏକ ଜୀବନ ନେଇଗଲା: ଯାଜପୁରରେ ଟ୍ୱିଟର ଆକ୍ଟିଭିଷ୍ଟଙ୍କ ବିକ୍ଷୋଭ

ଯାଜପୁର, ୧୭ ଜୁଲାଇ (ନାରାୟଣ ରଥ) – ଡିଜିଟାଲ୍ ଯୁଗ ଓ ବିଜ୍ଞାନର ଅଭୂତପୂର୍ବ ଅଗ୍ରଗତି ମାନବ ଜୀବନକୁ ସୁବିଧା ଜନକ କରିଛି। ଏହି ଯୁଗରେ ସୋସିଆଲ୍ ମିଡ଼ିଆ, ବିଶେଷତଃ ଟ୍ୱିଟର (ବର୍ତ୍ତମାନ ‘X’), ଏକ ପ୍ରଭାବଶାଳୀ ମଞ୍ଚ ଭାବେ ଉଭୟ ସରକାର ଓ ଜନସାଧାରଣ ମଧ୍ୟରେ ସଂଯୋଗ ସୃଷ୍ଟି କରିଛି। ଟ୍ୱିଟର…
Read More...

ମହାପ୍ରଭୁଙ୍କସୁନାବେଶ ! ମହଣ ମହଣ ସୁନାରେ ଆଭୂଷିତ ଚତୁର୍ଦ୍ଧାମୂର୍ତ୍ତି

ଧାର୍ଯ୍ଯ ନୀତି ନିର୍ଘଣ୍ଟ ପୂର୍ବରୁ ଅପରାହ୍ନ ୪.୪୫ ଠାରୁ ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ଯ ସୁନାବେଶ ଆରମ୍ଭ ହୋଇଛି। ଦୁର୍ଲଭ ବଡ଼ ତଢ଼ାଉ ବେଶ ବା ସୁନାବେଶରେ ଚତୁର୍ଦ୍ଧାମୂର୍ତ୍ତି ରଥ ଉପରେ ଦର୍ଶନ ଦେଉଛନ୍ତି। ଶ୍ରୀଜିଉମାନେ ରବିବାର ରାତି ୧୧ଟା ଯାଏଁ ସୁନାବେଶରେ ଦର୍ଶନ ଦେବେ। ଶ୍ରୀକ୍ଷେତ୍ରରେ…
Read More...

ବର୍ମିଂହାମ୍‌ରେ ଐତିହାସିକ ବିଜୟ: ୫୮ ବର୍ଷ ପରେ ବିଜୟ, ଆକାଶ ଦୀପଙ୍କୁ ୧୦ ୱିକେଟ୍‌, ଗିଲ୍ ମ୍ୟାଚ୍‌ର ଶ୍ରେ‌ଷ୍ଠ…

ବୋଲିଂର କମାଲ୍ ଦେଖାଇଲେ ଆକାଶଦୀପ । ୬ ଓ୍ୱିକେଟ୍ ହାତେଇ ଆକାଶଦୀପଙ୍କ ରେକର୍ଡ । ସିରିଜ୍‌କୁ ୧-୧ ସମାନ ସ୍ତରକୁ ଆଣିଲା ଭାରତ । ଶୁବମନ ଗିଲ୍ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ।
Read More...