ଦଶରଥପୁର ବ୍ଲକର BDO ଓ JEଙ୍କ ବିରୋଧରେ ଭିଜିଲାନ୍ସରେ ଅଭିଯୋଗ; ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ପଠାଗଲା ମାମଲା
ଯାଜପୁର, ପ୍ରତିନିଧି: ଦଶରଥପୁର ବ୍ଲକର ବ୍ଲକ ଉନ୍ନୟନ ଅଧିକାରୀ (BDO) ଓ ଜୁନିୟର ଇଞ୍ଜିନିୟର (JE)ଙ୍କ ବିରୋଧରେ ସରକାରୀ ଉନ୍ନୟନ କାର୍ଯ୍ୟରେ ଗୁରୁତର ଆର୍ଥିକ ଅନିୟମିତତା ଓ ସରକାରୀ ଅର୍ଥର ଅପବ୍ୟବହାର ସମ୍ପର୍କିତ ଅଭିଯୋଗ ଉଠିଛି। ଏହି ଅଭିଯୋଗକୁ ନେଇ ଜଗନ୍ନାଥପୁର ଗ୍ରାମର ଅଶୋକ କୁମାର ପତି…
Read More...
Read More...