ପଵିତ୍ର ରଥଯାତ୍ରା ରେ ସମର କ୍ରାନ୍ତି ସେନା ପକ୍ଷରୁ ସେବାକାର୍ଯ୍ୟକ୍ରମ

ପଵିତ୍ର ରଥଯାତ୍ରା ରେ ସମର କ୍ରାନ୍ତି ସେନା ପକ୍ଷରୁ ସେବାକାର୍ଯ୍ୟକ୍ରମ !

ଚଳିତ ବର୍ଷ ଘୋଷଯାତ୍ରା ଉପଲକ୍ଷେ ବଡଦାଣ୍ଡରରେ ମାଉସିମାଆ ନିକଟ ଅବକାଶ ଥାନା ସାମ୍ନାରେ ସମର କ୍ରାନ୍ତି ସେନା କ୍ରାନ୍ତିକାରୀ ସାମାଜିକ ଅନୁଷ୍ଠାନ ପକ୍ଷରୁ ପାନୀୟ ଜଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ! ଏଥିରେ ସଂଗଠନର କର୍ମକର୍ତ୍ତା ବିଦ୍ୟାଧର ମହାପାତ୍ର, ଜାନକୀ ବଲ୍ଲଭ ଧଳ, ସୌମିତ୍ର କର, ବାସୁଦେବ ପରିଡା,ଆଲୋକ ମହାନ୍ତି,ଅଜିତ ସାହୁ, ଶଙ୍କର ବେହେରା, ମନୋରଞ୍ଜନ ସାହୁ,ବାସୁଦେବ ସାହୁ,ଦୁଷ୍ମନ୍ତ ବେହେରା, ହରେକୃଷ୍ଣ ବରାଳ, ଚିନ୍ମୟ ନାୟକ,ସୋମନାଥ ବେହେରା,ସୁପ୍ରିୟା ରଣଜିତ, ସୁଶାନ୍ତ ରଣଜିତ, ଦିପ୍ତେଷ ନାୟକ, ହେମନ୍ତ ସ୍ବାଇଁ,ପ୍ରଭାତ ବାରିକ, ନାରାୟଣ ଛୁଆଲସିଂ, ହୃଷିକେଶ ପ୍ରଧାନ, ଅଭିମନ୍ୟୁ ମହାରଣା, ପ୍ରଶାନ୍ତ ଠାକୁଆ,ଧନେଶ୍ୱର ଲେଙ୍କା, ଦୀପ୍ତେଷ ସେଠି,ପ୍ରତ୍ୟୁଷ ପରିଡା,ମୁକେଶ ସିଂ, ତିଳକ ରାଜ ସିଂ, ଅନୁଷ ସିଂ ଏବଂ ସଂଗଠନ ର ସମ୍ପାଦକ ଡାକ୍ତର ପ୍ରମୋଦ କିଶୋର ପରିଡା ସେବା କାର୍ଯ୍ୟକ୍ରମ ରେ ନିୟୋଜିତ ଥିବାବେଳେ, ଦୈନିକ ପର୍ଯ୍ୟବେକ୍ଷ ର ସମ୍ପାଦକ ପଵିତ୍ର ମୋହନ ସାମନ୍ତରାୟ,ଦୈନିକ ପ୍ରତିକାର ର ସମ୍ପଦକ ଶୁଭାଶିଷ ମିଶ୍ର,ଦୈନିକ ସମାଜଆଇନା ର ସମ୍ପାଦକ ମନୋଜ ସେଠେ, ବରିଷ୍ଠ ସାମ୍ବାଦିକ ସୁଜ୍ଞାନୀ ଚୌଧୁରୀ,ସଭାପତି ଶରତ ଚନ୍ଦ୍ର ଜେନା,, ଅଜୟ ପାଲ,ଟୁକୁନା ବଳିୟାରସିଂ, ଚନ୍ଦନ ବାବୁ,ରିଙ୍କୁ ବୀର, ଦୟାନିଧି ସ୍ବାଇଁ,ପ୍ରମୁଖ କାର୍ଯ୍ୟ ସମ୍ପାଦନା ରେ ସହଯୋଗ କରି ଭକ୍ତ ମାନଙ୍କୁ ବିମୋହିତ କରିବାସହିତ କର୍ମକର୍ତ୍ତା ମାନେ ବଡଦାଣ୍ଡ ସଫେଇ କାର୍ଯରେ ସାମିଲ ଥଲେ !ରଥଯାତ୍ରା ପରିଚାଳନା କମିଟିକୁ ଏହି ସେବାପାଇଁ ସ୍ୱୀକୃତି ଦେଇଥିବାରୁ ଅନୁଷ୍ଠାନ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛୁ! ଜୟ ଜଗନ୍ନାଥ..

Leave A Reply

Your email address will not be published.