ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ମୁଗପାଳ ଗ୍ରାମରେ ମା, କଲ୍ୟାଣୀ ଶକ୍ତି ଠାକୁରାଣୀ ଙ୍କର ବାର୍ଷିକ ଉତ୍ସବ ଅନୁଷିତ ହୋଇଯାଇଛି
ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ମୁଗପାଳ ଗ୍ରାମରେ ମା, କଲ୍ୟାଣୀ ଶକ୍ତି ଠାକୁରାଣୀ ଙ୍କର ବାର୍ଷିକ ଉତ୍ସବ ଅନୁଷିତ ହୋଇଯାଇଛି।ଏହି ବାର୍ଷିକ ଉତ୍ସବ ଏଠିକାର ଆଖ ପାଖ ଅଂଚଳର ଲୋକମାନେ ମା,ଙ୍କୁ ଦର୍ଶନ କରିବାପାଇଁ ବହୂ ଶ୍ରଦ୍ଧାଳୁ ମାନଙ୍କର ଭିଡ ଲାଗିରହିଥିଲା।ବହୂ ଆଡ଼ମ୍ବରେ ଯଜ୍ଞ ସ୍ଥାନଟୀ ଉସାବମୁଖର ହୋଇଉଠିଥିଲା ଭଜନ କୀର୍ତ୍ତନ ମାଧ୍ୟମରେ ଭକ୍ତମାନେ ମଜି ଯାଇଥିଲେ ମା, କଲ୍ୟାଣୀ ଶକ୍ତି ଠାକୁରାଣୀପୀଠରେ।ପ୍ରସାଦ ସେବନ ପାଇଁ ଶହ ସହ ଭକ୍ତ ମାନଙ୍କର ଭିଡ଼ ଲାଗିରହିଥିଲା ଆନନ୍ଦ ବଜାରରେ।
ମା,କଲ୍ୟାଣୀ କମିଟିର ସଭାପତି ଲଷ୍ମୀଧର ପଣ୍ଡା,ସମ୍ପାଦକ ଭାରତ ଚନ୍ଦ୍ର ନାୟକ, ଅଜିତ କୁମାର ଓଝା, ପ୍ରଭାକର ସୌଇ, ବିନୋଦ ପାଡ଼ି, ବିଭୁତି ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟଭାର ନେବାଶହ ଦାଇତ୍ୱ ସପୂର୍ଣ୍ଣ କରି ଥିଲେ।
ରସୁଲପୁର ରୁ ପ୍ରଶାନ୍ତ ରାଉତ ଙ୍କ ରିପୋର୍ଟ