୧୫ IPS ଅଫିସରଙ୍କୁ ୧୭ ଜିଲ୍ଲା ଦାୟିତ୍ୱ | ଆଇନଶୃଙ୍ଖଳା ସୁଧାର ପାଇଁ ପୁଲିସ ମୁଖ୍ୟାଳୟର ବଡ଼ ପଦକ୍ଷେପ

ଓଡ଼ିଶାର ୧୭ଟି ଜିଲ୍ଲାର ନିରୀକ୍ଷଣ ଓ ତଦାରଖ ପାଇଁ ୧୫ ଜଣ ବରିଷ୍ଠ IPS ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ନିରୀକ୍ଷଣ ଶେଷର ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ପଡ଼ିବ। ରାଜ୍ୟ ପୁଲିସ ମୁଖ୍ୟାଳୟର ଏହି ପଦକ୍ଷେପ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ନିଆଯାଇଛି।

Leave A Reply

Your email address will not be published.