ଆଜି ଧର୍ମଶାଳା ନିର୍ବାଚନମଣ୍ଡଳୀର ସମସ୍ତ ପଞ୍ଚାୟତର ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଯୁବମୋର୍ଚ୍ଚାର ଏକ ସାଙ୍ଗଠନିକ ବୈଠକ ଧର୍ମଶାଳା ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଛି , ଆଗାମୀ ଦିନରେ ଆମ ସରକାର, ଏବଂ ଦଳିତ ଅବହେଳିତ ନିଷ୍ପେସିତ ବ୍ୟକ୍ତି ମାନଙ୍କ କାର୍ଯ୍ୟ କିପରି ସୁଚାରୁରୂପେ ସମ୍ପାଦନା କରାଯିବ ଏଥିପାଇଁ ବିଭିନ୍ନ ବିଷୟ ଯୁବ ସାଥି ମାନଙ୍କ ସହ ଆଲୋଚନା କରିଥିଲି ।।
ଉପସ୍ଥିତ ଥିଲେ ଧର୍ମଶାଳା ର ମାନ୍ୟବର ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ
ମଣ୍ଡଳ ସଭାପତି ତୀର୍ଥରାଜ ପଣ୍ଡା, ଶ୍ରୀବତ୍ସ ଧୀର,ଦେବଦତ୍ତ ପଣ୍ଡା, ପ୍ରଶାନ୍ତ ନାୟକ,ନେତ୍ରାନନ୍ଦ ପାତ୍ର, ବରିଷ୍ଠ କାର୍ଯ୍ୟକର୍ତ୍ତା ଆଲୋକ ଲେଙ୍କା, ତପନ କୁମାର ମାହୁନ୍ତ, ଯୁବ ସଂଗଠକ, ରାଜେଶ କୁମାର ପାଳ, ବିଶ୍ୱଜିତ ପୃଷ୍ଟି, ରମେଶ ବେହେରା,ରୁଦ୍ରପ୍ରସାଦ ବେହେରା, ପ୍ରଶାନ୍ତ ଦାସ, ପ୍ରଶାନ୍ତ ବେହେରା,ମୀରାକଲ ବେହେରା ଅଂଶୁମାନ ରଥ, ଗୌତମ ସାହୁ, ରାକେଶ ବଳ,