ପଟଣା ଗାଁରେ ବାହୁଡା଼ ର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ।
ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନମଣ୍ଡଳୀର ଛତିଆ ପଟଣା ଗ୍ରାମର ସୁଭାସ ନାୟକଙ୍କ ସାନ ପୁତ୍ର ସ୍ଵର୍ଗତ ରାଜେଶ ନାୟକ(ବାହୁଡା)ଙ୍କ ବିୟୋଗରେ ଏକାଦଶ ଉପଲକ୍ଷେ ଶ୍ରଦ୍ଧାଞଳୀ ସଭା ଅନୁଷ୍ଠିତ ହୋଇଯାଇଛି. ଏହି ସଭାରେ ମୁଖ୍ୟ ଅତିର୍ଥୀ ଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଅମର କୁମାର ନାୟକ ଯୋଗଦେଇ ଶ୍ରଦ୍ଧା ସୁମନ ଜଣେଇ ଥିଲା ବେଳ ପଟଣା ଗ୍ରାମର ସମାଜସେବୀ ଗିରିଶ ପାତ୍ର ସଭାମଞ୍ଚ ପରିଚାଳନା କରିଥିଲେ। ଏହି ସଭାରେ ସମିତି ସଭ୍ୟ ଦିପକ ସାହୁ, ରଞ୍ଜନ ସାହୁ, ସୋଲର ପୁର୍ବତନ ସରପଞ୍ଚ ନୀଳମଣି ରାଉତ, ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ସାହୁ, ପ୍ରତାପ ରାଉଳ
ଆଭାସ ନାୟକ। , ବିକାଶ ମହାପାତ୍ର ଚିନ୍ମୟୀ ସାହୁ, ନିରବ ପ୍ରାର୍ଥନା କରି ଶ୍ରଦ୍ଧା ସୁମନ ଜଣେଇ ଥିଲେ। ଏବଂ ସମସ୍ତ ପାଟଣା ଗ୍ରାମବାସୀ ବୃନ୍ଦ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ

Sign in
Sign in
Recover your password.
A password will be e-mailed to you.