ନଖରା କାର୍ତ୍ତିକ ଶ୍ୱ ର ମେଲଣ 2025,

ଶୁବାଷ କୁମାର ରାଉତ ଙ୍କ ରିପୋର୍ଟର [ଟାଙ୍ଗୀ ଚୌଦ୍ବାର ]

ଚୌଦ୍ବାର,13,11,2025। ନଖରା କାର୍ତ୍ତିକ ଶ୍ୱ ର ମେଲଣ 2025 ଅନୁତି ଷ୍ଠ ହୋଇ ହେଉଛି, ଦୁଇ ଦିନ ଧରି ଚାଲି ଥିବା ଏହି ମେଲଣ ରେ 13,11,2025 ତିନି ଗୋଟି ପଞ୍ଚାୟତ ନଖରା, ଆଗ୍ରା ହାଟ , ଶାଳ ଗାଁ ପଞ୍ଚାୟତ ରୁ 22 ଖଣ୍ଡ ମେଢ଼ ଯାତ୍ରା ପଡିଆକୁ ଆସିଥିଲେ, ତା 14,11,2025, ଭସାଣି ଉତ୍ସବ ପାଳନ କରା ଯାଇଥିଲା,

ଚୌଦ୍ବାର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା. ସାଇବର ପୋଲିସ ପକ୍ଷରୁ ସାଇବର ଠକ୍ ପକ୍ଷରୁ କିପରି ରକ୍ଷା ପେଇବେ ସୂଚନା ପ୍ରଦାନ କରା ହେଇଥିଲା,ଶାଳ ଗାଁ ଗ୍ରାମ ପଞ୍ଚାୟତ ପି ଏସ ,ମେମ୍ବର ସୁମିତ୍ରା ବେହେରା,ଙ୍କ ଦ୍ଵାରା ସମର୍ଦ୍ଧନା ସଭା ଆୟୋଜନ ହୋଇଥିଲା,ଏଥିରେ ସମାଜ ସେବୀ ମୋନୋଜ କୁମାର ବେହେରା,ପ୍ରତ୍ୟେକ ମେଢ଼ ର ସଭାପତି ମାନକୁ ସନ୍ନ ମାନିତ କରିଥିଲେ,ଏହି ମେଲଣ ପ୍ରାୟ 75 ବର୍ଷ ଧରି ହୋଇ ଆସୁଛି ବୋଲି ପରିଚାଳନା କମିଟି ସଦସ୍ୟ ନାରାୟଣ ପଣ୍ଡା ପ୍ରକାଶ କରିଛନ୍ତି

Leave A Reply

Your email address will not be published.