ତ୍ରିଶା ଖବର” ଦୈନିକ ଖବର କାଗଜ ର ଶୁଭ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ
ବଡ଼ଚଣା (କଳିଙ୍ଗ୭ ନିୟୁଜ ) : ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ଅମରାବତୀ ନିକଟ କଲ୍ୟାଣ ମଣ୍ଡପ ପରିସରରେ" ତ୍ରିଶା ଖବର" ଦୈନିକ ଖବର କାଗଜ ର ଶୁଭ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ତ୍ରିସା ଖବର କାଗଜର ପ୍ରତିଷ୍ଠାତା ସମ୍ପାଦକ ବେଦ ପ୍ରକାଶ ନାୟକଙ୍କ ଅଧ୍ୟକ୍ଷତା ଓ ଉଦୀୟ ମାନ କଳା ପରିଷଦ…
Read More...
Read More...