ଶୀତଳଷଷ୍ଠୀ ଅବସରରେ ଦେଉଳଚୁଆ ଗ୍ରାମରେ ଶିବ ବିବାହ, ବୃଶବ ପୁଜା ଏବଂ ଗ୍ରାମଦେବତୀ ଠାରେ ଯଜ୍ଞ ଅନୁଷ୍ଠିତ।
ଏହି କାର୍ଯ୍ୟକ୍ରମରେ ଗ୍ରାମରେ ପର୍ଥମେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପରେ ଶ୍ରଦ୍ଧାଲୁ ମାନେ ନାମ ସର୍କ୍ରିତ୍ନନ ଗାନ କରିଥିଲେ।
ଓ ପରେ ଗୋ ପୂଜା, ସୂର୍ୟ ପୂଜା ଅନଷ୍ଠିତ ହୋଇ, ପରେ ମାଙ୍କ ପୂଜା ରେ ଯଜ୍ଞ ସମାପ୍ତ ହୋଇଥିଲା,। ତାପରେ ଦେଵ ଦେବ ମହାଦେବ ଙ୍କ ବିବାହ ପୂଜା ଆରମ୍ଭ ହୋଇଥିଲା। ଏହି ପୂଜାରେ ପ୍ରଥମେ ଗ୍ରାମରେ ମହିଳା ମାନେ ପାଣି ତୋଳା ଆରମ୍ଭ କରି ଗ୍ରାମ ପରିକ୍ରମା କରିଥିଲେ, ଏହି ଅବସରରେ ଗ୍ରାମରେ ଥିବା ଶ୍ରୀ ସ୍ଵପ୍ନେଶ୍ୱର୍ ମହାଦେବ ପୀଠରେ ଶହ ଶହ ଶ୍ରଦ୍ଧାଳୁ ମାନେ ପ୍ରସାଦ ସେବନ କରିଥଲେ,। ଏହି ପୂଜାରେ tetrahedren ର ମୁଖ୍ୟ ତ୍ରିଦେବ ସାର୍ ଏଵଂ siper କଲେଜର ର ପ୍ରିନିସ୍ପାଲ ସନ୍ତୋଷ କୁମାର ବଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶେଷରେ ଗ୍ରାମର ମୂରବୀ ମାନେ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।