ଆଇସିଏମଏଆଇ-ଇଆଇଆରସିର ଅଧ୍ଯକ୍ଷ ଭାବେ ସିଏମଏ ଦାମୋଦର ମିଶ୍ର ନିର୍ବାଚିତ
ଭୁବନେଶ୍ବର: ଦି ଇନଷ୍ଟିଟ୍ୟୁଟ ଅଫ କଷ୍ଟ ଆକାଉଣ୍ଟ ସ ଅଫ ଇଣ୍ଡିଆ (ICMAI)ର ପୂର୍ବାଞ୍ଚଳ ଭାରତ ଆଞ୍ଚଳିକ ପରିଷଦ (Eastern India Regional Council – EIRC)ର ୨୦୨୬-୨୭ ବର୍ଷ ପାଇଁ ଅଧକ୍ଷ ଭାବେ ସିଏମଏ ଦାମୋବର ମିଶ୍ର ନିର୍ବାଚିତ ହୋଇଛନ୍ତି । ସେ ଇନଷ୍ଟିଚ୍ୟୁଟର ଜଣେ ବିଶିଷ୍ଟ ଫେଲୋ ସଦସ୍ୟ ହେବା ସହିତ ଆଇସିଏମଏଆଇ ଭୁବନେଶ୍ବର ଚାପ୍ଟରର ସକ୍ରିୟ ସଦସ୍ୟ ଅଟନ୍ତି।
ସିଏମଏ ଦାମୋଦର ମିଶ୍ର ଜଣେ ଅଭିଜ୍ଞ ଆର୍ଥିକ ବିଶେଷଜ୍ଞ। ଶିଳ୍ପ କ୍ଷେତ୍ରରେ ତାଙ୍କର ଦୁଇ ଦଶନ୍ଧିରୁ ଅଧିକ ଅଭିଜ୍ଞତା ରହିଛି। ବର୍ତ୍ତମାନ ସେ ଓଡ଼ିଶା ପାଖର ଟ୍ରାନ୍ସମିଶନ କର୍ପୋରେସନ୍ ଲିମିଟେଡ୍ (OPTCL)ରେ ଉପ ମହାପ୍ରବନ୍ଧକ (ଅର୍ଥ) ଭାବେ କାର୍ଯ୍ୟରତ ଅଛନ୍ତି। ଅର୍ଥ ପରିଚାଳନା, କଷ୍ଟ ମ୍ୟାନେଜମେଣ୍ଟ, କର୍ପୋରେଟ ଗଲର୍ନାନ୍ସ ଓ ବୁଲିଗତ ଉନ୍ନତି କ୍ଷେତ୍ରରେ ସେ ଉଲ୍ଲେଖନୀୟ ଅବଦାନ ରଖିଆସିଛନ୍ତି ।
ସେ ପୂର୍ବରୁ ଆଲସିଏମଏଆର ଭୁବନେଶ୍ବର ଚାପୁରର ଅଧକ୍ଷ ଭାବେ ଦାୟିତ୍ଵ ସଫଳତାର ସହ ପାଳନ କରିଥିଲେ। ୨୦୨୩-୨୦୨୭ କାର୍ଯ୍ୟକାନ ପାଇଁ ସେ ପୂର୍ବାଞ୍ଚଳ ଭାରତ ଆଞ୍ଚଳିକ ପରିଷଦର ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ଏହି ସମୟ ମଧ୍ୟରେ ସେ କୋଷାଧକ୍ଷ (୨୦୨୩-୨୪), ସମ୍ପାଦକ (୨୦୨୪-୨୫), ଉପାଧ୍ୟକ୍ଷ (୨୦୨୫-୨୬) ଭଳି ଗୁରୁତ୍ବପୂର୍ଣ ପଦବୀରେ ସଫଳତାର ସହ କାର୍ଯ୍ୟ କରିବା ପରେ ବର୍ତମାନ ୨୦୨୬-୨୭ ପାଇଁ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଆଇସି ଏମଏ ଆଇ-ନୂଆଇଆରସିର ଅଧ୍ୟକ୍ଷ ପଦବୀକୁ ସିଏମଏ ଦାମୋଦର ମିଶ୍ରଙ୍କ ନିର୍ବାଚନ ଓଡ଼ିଶା ଏବଂ ଭୁବନେଶ୍ବର ନାପୁର ପାଇଁ ଗର୍ବ ଓ ଗୌରବର ବିଷୟ I ଏହି ଅବସରରେ ଭୁବନେଶ୍ଵର ଚାପ୍ଟରର ପରିଚାଳନା କମିଟି, ସମସ୍ତ ସଦସ୍ୟ, ଛାତ୍ରଛାତ୍ରୀ ଓ ବର୍ମଚାରୀମାନେ ତାଙ୍କୁ ଅନ୍ତରିବ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି | ତାଙ୍କର ଏହି ନିର୍ବାଚନ ଓଡ଼ିଶାର ସିଏମଏ ସମୁଦାୟ ପାଇଁ ଏକ ଐତିହାସିକ ସଫଳତା ହୋଇଥିବା ବେଳେ, ପୂର୍ବାଞ୍ଚଳ ଭାରତରେ ଜଷ୍ଟ ଆକାଉଣ୍ଟ ନ୍ତି ବୃଷିର ବିକାଶ ଓ ସୁଦୃହୀକରଣରେ ତାଙ୍କର ନେତୃତ୍ୱ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରିବ ବୋଲି ଆଶ ପ୍ରକାଶ କରାଯାଉଛି।