ଟାଙ୍ଗୀ ଚୌଦ୍ବାର ବ୍ଲକ ମଙ୍ଗରାଜପୁର ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଅନୁଷ୍ଠିତ ଜ୍ଞାନ ବିଜ୍ଞାନ ମେଳା କାର୍ଯ୍ୟକ୍ରମ ର ଉଦ୍ଘାଟନ ଉତ୍ସବ ରେ
*ଟାଙ୍ଗୀ ଚୌଦ୍ବାର ବ୍ଲକ ମଙ୍ଗରାଜପୁର ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଅନୁଷ୍ଠିତ ଜ୍ଞାନ ବିଜ୍ଞାନ ମେଳା କାର୍ଯ୍ୟକ୍ରମ ର ଉଦ୍ଘାଟନ ଉତ୍ସବ ରେ
ମୁଖ୍ୟ ଅତିଥି ଭାବେ ଟେଟ୍ରାହେଡ୍ରନ କଲେଜ ଅଧକ୍ଷ ଶ୍ରୀଯୁକ୍ତ ତ୍ରିଦିବ୍ ବେହେରା
ବିଦ୍ୟାଳୟ କମିଟି ର ସଭାପତି – ଦେବୀପ୍ରାସାଦ ସିଂଦେଓ ,ଉପସଭାପତି – ଶ୍ରୀଯୁକ୍ତ ମୋହନ ଜେନା ପ୍ରଧାନଶିକ୍ଷୟତ୍ରୀ – ଶ୍ରୀମତୀ ଅନିତା ସାହୁ, ଗୁରୁଜୀ.. ରମାକାନ୍ତ ଓଝା, ବନ ବିହାରୀ ପ୍ରଧାନ,ଲୋଚନ ସାହୁ,ପ୍ରୀତିଛନ୍ଦା ସାହୁ,ମିନତୀ ରାଉତ, ତପସ୍ୱିନୀ ବେହେରା, ତୁଳସୀ ପଣ୍ଡା, ରୁବିରାଣୀ ପଣ୍ଡା, ଙ୍କ ସମେତ
ଉପଦେଷ୍ଟା ମଣ୍ଡଳୀ – ବିନୋଦ ବରାଳ,
ଏବଂ ଅନ୍ୟାନ୍ୟ ଅତିଥି ଭାବେ ଶଙ୍କରପୁର ସରପଞ୍ଚ ଙ୍କ ପ୍ରତିନିଧି ସରୋଜ କୁମାର ଖଟୁଆ, ହୃଷିକେଶ ସାମଲ,ଅମିୟ କୁମାର୍ ସାହୁ, ବିଶ୍ୱଜିତ ଅଞ୍ଚଳ ଏବଂ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ଏବଂ ଅଭିଭାବକ ମାନେ ଉପସ୍ଥିତି ଥିଲେ।
ସର୍ବ ଶେଷ ରେ ମୁଖ୍ୟ ଅତିଥି ତ୍ରିଦେବ ବେହେରା ମହୋଦୟ ଙ୍କ ଦ୍ଵାରା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିବା ସହ ବିଦ୍ୟାଳୟ ର କିପରି ଉନ୍ନତୀ ହେବ ସେଥିପାଇଁ ଗ୍ରାମ ର ମୂରବୀ ଏବଂ ବିଦ୍ୟାଳୟ କମିଟି ସହ ଆଲୋଚନା କରିଥିଲେ ।