ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଭଉଣୀ ମାନଙ୍କ ସହିତ ବିଧାୟକଙ୍କ ରକ୍ଷାବନ୍ଧନ ପାଳନ

ଧର୍ମଶାଳା,୨୭ । ୮( କଳିଙ୍ଗ ୭ନିୟୁଜ୍) ରକ୍ଷା ବନ୍ଧନ କେବଳ ଏକ ସୂତା ନୁହେଁ । ଏହା ହେଉଛି ଜୀବନ ସାରା ଭଉଣୀଙ୍କୁ ରକ୍ଷା କରିବାର ପ୍ରତିଜ୍ଞା । ଆଜି ହେଉଛି ବବିତ୍ର ରକ୍ଷାବନ୍ଧନ ପର୍ବ ଦେଶ ସାରା ମହା ଆଡମ୍ବର ସହକାରେ ଏହି ପର୍ବ ପାଳିତ ହେଉଛି । ଭାଇ ଭଉଣୀର ଏହି ଅତୁଟ ସ୍ନେହ ଓ…
Read More...

ଆଧାର କାର୍ଡରେ ଜନ୍ମତାରିଖ ତ୍ରୁଟି ଦର୍ଶାଇ ଅବସର ତାରିଖ ଆଗୁଆ କରିବା ଧମକ; ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ…

ଜଗତସିଂହପୁର: ଆଧାର କାର୍ଡରେ ଥିବା ଜନ୍ମତାରିଖକୁ ଆଧାର କରି ଚାକିରିରୁ ଆଗୁଆ ଅବସର ଦେବାକୁ ଧମକ ଦେଇ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଜଣେ ବ୍ଲକ ପ୍ରୋଗ୍ରାମ ମ୍ୟାନେଜରଙ୍କୁ ଧରିଛି।ଭିଜିଲାନ୍ସ ସୂଚନା ଅନୁଯାୟୀ, ଜଗତସିଂହପୁର…
Read More...

ଲାଥିକଟା ତହସିଲଦାରଙ୍କ ଗାଡ଼ିରୁ ୫ ଲକ୍ଷ ଟଙ୍କା ଜବତ, ଭିଜିଲାନ୍ସର ଚଢ଼ାଉ

ଲାଥିକଟା ତହସିଲଦାରଙ୍କ ଗାଡ଼ିରୁ ୫ ଲକ୍ଷ ଟଙ୍କା ଜବତ, ଭିଜିଲାନ୍ସର ଚଢ଼ାଉ ସୁନ୍ଦରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଓ ଅସାଧୁ ଉପାର୍ଜନ ସନ୍ଦେହରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଲାଥିକଟା ତହସିଲଦାର-କମ୍-ସବ୍‌ରେଜିଷ୍ଟ୍ରାର ମୁରଲୀଧର ଉର୍ମାଲଙ୍କୁ ଅଟକାଇ ତାଙ୍କ ନିକଟରୁ ୫ ଲକ୍ଷ ଟଙ୍କା…
Read More...

ଧର୍ମଶାଳା ବ୍ଲକରେ ବିଧାୟକ ଶ୍ରୀ ସାହୁଙ୍କ ବନ୍ୟା ସ୍ଥିତିକୁ ନେଇ ସମିକ୍ଷା ଓ ସାମ୍ବାଦିକ ସମ୍ମିଳନୀ

ଧର୍ମଶାଳା, ୧୮ । ୮( କଳିଙ୍ଗ ୭ ନିୟୁଜ ) : ବ୍ରାହ୍ମଣୀ ଓ ଏହାର ଶାଖାନଦି କେଲୁଅରେ ବନ୍ୟା ଆସିବା ଫଳରେ ଧର୍ମଶାଳା ବ୍ଲକ ଅଂଚଳର ଅନେକ ଗାଁ ପାଣି ଘେରରେ ରହିଥିବା ବେଳେ ହେକ୍ଟର ହେକ୍ଟର ଚାଷ ଜମିରେ ବନ୍ୟାପାଣି ଜମିରହିବା ଫଳରେ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି । ବନ୍ୟାସ୍ଥିତି ଓ…
Read More...

ଧାନ କିଣାରେ ୪୨.୩୧ ଲକ୍ଷ ଟଙ୍କା ହେରଫେର ଅଭିଯୋଗ: ଟୁସୁରା PACSର ପୂର୍ବତନ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ବଲାଙ୍ଗୀର: ଧାନ କିଣାରେ ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଟୁସୁରା ପ୍ରାଥମିକ କୃଷି ସମବାୟ ସମିତି (PACS)ର ପୂର୍ବତନ ସମ୍ପାଦକ ସନୋଜ କୁମାର ମିଶ୍ରଙ୍କୁ ଗିରଫ କରିଛି। ଗୁଡ଼ଭେଲା ବ୍ଲକ ଅଧୀନ ଟୁସୁରା PACSର ପୂର୍ବତନ ସମ୍ପାଦକ ଥିବା ଶ୍ରୀ ମିଶ୍ରଙ୍କୁ ଗିରଫ ପରେ…
Read More...

ଧର୍ମଶାଳା ବିଜେପି ପକ୍ଷରୁ ଘରଘର ତ୍ରିରଙ୍ଗା ଯାତ୍ରା

ଧର୍ମଶାଳା,୧୧ । ୮ (kalinga7news ): ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆରୁହା, ଜାରକା ଓ ବାରବାଟୀ ମଣ୍ଡଳରେ ବିଜେପି ପକ୍ଷରୁ ଘର ଘର ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ହିମାଂଶୁ ଶେଖର ସାହୁ ସମସ୍ତ ସ୍ଥାନରେ ଯୋଗଦେଇ ହାତରେ ତ୍ରିରଙ୍ଗା ପତକା ଧରି…
Read More...

ନାବାଳିକାକୁ ଶୋଷଣ ଏବଂ ସୁନା ଅଳଙ୍କାର ଚୋରି ମାମଲାରେ ୪ ଗିରଫ

ନାବାଳିକାକୁ ଶୋଷଣ ଏବଂ ସୁନା ଅଳଙ୍କାର ଚୋରି ମାମଲାରେ ୪ ଗିରଫ  ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡବଜାର ଥାନା ଜଣେ ୧୭ ବର୍ଷୀୟ ନାବାଳିକାଙ୍କ ଲିଖିତ ଅଭିଯୋଗ ଆଧାରରେ ଭାରତୀୟ ନ୍ୟାୟ ସଂହିତାର ପ୍ରାସଙ୍ଗିକ ଧାରା ଏବଂ ପକ୍ସୋ ଆଇନର ଧାରା ୬ ଅନୁଯାୟୀ ମାମଲା ନଂ ୬୦୭/୨୬ରେ ରୁଜୁ କରିଛି। ଏହି…
Read More...

ବୈତରଣୀ ନଦୀ ରେ ପୁନଶ୍ଚ ବନ୍ୟାଜଳ ବୃଦ୍ଧି : ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଜିଲ୍ଲାପାଳ

ବୈତରଣୀ ନଦୀ ରେ ପୁନଶ୍ଚ ବନ୍ୟାଜଳ ବୃଦ୍ଧି : ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଜିଲ୍ଲାପାଳ ଯାଜପୁର, ତା ୦୯.୦୮.୨୦୨୬ ରିଖ: ଲଗାଣ ବର୍ଷା ଓ ବୈତରଣୀ-କାଣୀ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ବିଭିନ୍ନ ଅଞ୍ଚଳ ପୁନଶ୍ଚ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ବୈତରଣୀ…
Read More...

ରାଜ୍ୟରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଅଗଷ୍ଟ ୯ ରୁ ୧୭ ସବୁଠି ଉଡ଼ିବ ଜାତୀୟ ପତାକା

ରାଜ୍ୟରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଅଗଷ୍ଟ ୯ ରୁ ୧୭ ସବୁଠି ଉଡ଼ିବ ଜାତୀୟ ପତାକା ଭୁବନେଶ୍ୱର ,୯ ଅଗଷ୍ଟ ୨୦୨୬ ପବିତ୍ର ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଭୁବନେଶ୍ୱରଠାରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଐତିହାସିକ ଶୁଭାରମ୍ଭ କରିଛନ୍ତି…
Read More...

ଶୁଭାରମ୍ଭ ହେଲା କଂଗ୍ରେସର ମହା ରିଲିଫ କାର୍ଯ୍ୟକ୍ରମ ରିଲିଫ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କଲେ ଓପିସିସି ସଭାପତି ଭକ୍ତଚରଣ…

ଭୁବନେଶ୍ୱର; 8 ଅଗଷ୍ଟ 26 ଆଜି କଂଗ୍ରେସ ଭବନଠାରେ ବିଭିନ୍ନ ଜିଲ୍ଲାରେ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବିପନ୍ନଙ୍କ ପାଇଁ କଂଗ୍ରେସର ମହା ରିଲିଫ କାର୍ଯ୍ୟକ୍ରମ କଂଗ୍ରେସ ଭବନଠାରେ ଶୁଭାରମ୍ଭ ହୋଇଛି l ପ୍ରଥମ ପର୍ଯାୟରେ ଖାଦ୍ୟ ପ୍ୟାକେଟ ବୋଝେଇ ଟ୍ରକଗୁଡିକୁ ଓପିସିସି ସଭାପତି ଭକ୍ତ ଚରଣ ଦାସ…
Read More...