ତାରିଣୀ ଗଣନାଟ୍ୟ ପକ୍ଷ ରୁ ଆଖଡ଼ା ପୂଜା ଆରମ୍ଭ
ଆଜି ଭୁବନେଶ୍ଵର ବାଳକାଟି ଠାରେ ତାରିଣୀ ଗଣନାଟ୍ୟ ପକ୍ଷ ରୁ ଆଖଡ଼ା ପୂଜା ଆରମ୍ଭ ହୋଇଯାଇଅଛି । ଏଥିରେ ନୂତନ ଏବଂ ପୁରାତନ ଅଭିଜ୍ଞ କଳାକାର ଯୋଗ ଦେଇଛନ୍ତ , ନୂଆ ରୂପ ଓ ନୂଆ ରଙ୍ଗରେ ସଜେଇ ହେଇଛି ତାରିଣି ଗଣନାଟ୍ୟ | ଏବଂ ଏହି ଅନୁଷ୍ଠାନରେ ଚାର ଟି ନାଟକ ପ୍ରଦର୍ଶିତ ହେବ । ଅଭିଜ୍ଞ ଲେଖକ ଓ ନିର୍ଦ୍ଦେଶକ ନାଟକ କରିବାର ଦ୍ବାୟିତ୍ଵ ନେଇଛନ୍ତି ଯାହା ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ନାଟକ ଫେସବୁକ ନାୟିକା ଆଜି ଠାରୁ ପ୍ରସ୍ତୁତ କରୁଛନ୍ତି ନାଟ୍ୟକାର ମଳୟ ରାଉତ ।୨୦୨୬ ୨୦୨୭ ବର୍ଷ ତାରିଣି ଗଣନାଟ୍ୟ ପାଇଁ ଶୁଭ ସଙ୍କେତ ପ୍ରଦାନ କରୁଛି ବୋଲି ଦର୍ଶକ ମାନେ ମତ ପ୍ରକାଶ କରିଛନ୍ତି ।