ବାହୁଡ଼ା ଯାତ୍ରାରେ ନିଶୁଳ୍କ ଅନ୍ନଦାନ ସେବା

ଲିପ୍ଶା ରାଉତ ଭୁବନେଶ୍ବର

ପୁରୀ/ଭୁବନେଶ୍ବର,ବାହୁଡ଼ା ଯାତ୍ରାରେ ନିଶୁଳ୍କ ଅନ୍ନଦାନ ସେବା ଅନୁଷ୍ଠିତ, ଆୟୋଜକ ବିଶ୍ୱ ସନାତନ ଶ୍ରୀକ୍ଷେତ୍ର ମଣ୍ଡଳ ଓଶ୍ରୀମଦଭାଗବତ ପ୍ରଚାର କମିଟି ଯୋଗଦାନ କରିଥିଲେ ,ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ କର୍ମକର୍ତ୍ତା ମାନେ ଯୋଗ ଦେବା ସହ ସ୍ଥାନ ଯାଡୁଆଣୀ ମଣ୍ଡପ ପୁରୀ ,ଅବସର ଶ୍ରୀ ଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରା ,ମୁଖ୍ୟ କାର୍ଯ୍ୟକ୍ରମ: ୧-ନିଶୁକ୍ଳ ପଲାଉ ପ୍ୟାକେଟ ୫୦୦୦ ପ୍ୟାକେଟ ବିତରଣ,ଜନସାଧାରଣଙ୍କ ମଧ୍ୟରେ ୨-ତ୍ରିସନ୍ଧ୍ୟା ଶିକ୍ଷଣୀୟ କର୍ମଶାଳା ,କିପରି ସହଜରେ ତ୍ରିସନ୍ଧ୍ୟା କରିହେବ ସେ ବିଷୟରେ ପରାମର୍ଶ ଦିଆଗଲା ,ତ୍ରିସନ୍ଧ୍ୟାର ମହତ୍ୱ ବିଷୟରେ:ବିଗତ ଦିନରେ ଆମେ ଈଶ୍ୱରଙ୍କୁ ପ୍ରାର୍ଥନା କରି ନିଜର ସୁଖ ଦୁଃଖ ଜଣାଉଥିଲେ।ଏବେ ପୁଣି ଥରେ ସେହି ପରମ୍ପରାକୁ ଫେରାଇ ଆଣିବା ପାଇଁ ଦିନକୁ 3 ଥର ପ୍ରାର୍ଥନା କରିବାକୁ ତ୍ରିସନ୍ଧ୍ୟା କୁହାଯାଏ। ସକାଳ ୬ ପୂର୍ବରୁ ଦିନ ୧୭ଟା ପୂର୍ବରୁ ସନ୍ଧ୍ୟା ୬ ଟା ପୂର୍ବରୁ ୬/୧୨.୬ ଲାଭ ,ତିନି ଥର ଈଶ୍ବର ଙ୍କୁ ପ୍ରାର୍ଥନା କରିବା ଦ୍ୱାରା ହୃଦୟ ସଫା ହୋଇଯାଏ ।- ଜୀବନ ଦିବ୍ୟ ହୋଇଥାଏ , ମନର ଅସ୍ଥିରତା ଦୂର ହୋଇ ଏକାଗ୍ରତା ବୃଦ୍ଧି ପାଏ ,ସଂକଳ୍ପ ଶକ୍ତି ବଢ଼େ ଓ ହୃଦୟରେ ଶାନ୍ତି, ସନ୍ତୋଷ, କ୍ଷମା, ଦୟା ଓ ପ୍ରେମ ଭଳି ଗୁଣ ଉତ୍ପନ ହୁଏ,ଶ୍ରୀ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ଆମ ସମସ୍ତଙ୍କର ଦାୟିତ୍ୱ,ସଂଯୋଜନା ଓ ମାର୍ଗଦର୍ଶନ ,ପୂଜ୍ୟ ଭାଗବତ କଥାବାଚକ * ,ପଣ୍ଡିତ କାଶୀନାଥ ମିଶ୍ର*ମହୋଦୟଙ୍କ ଉପସ୍ଥିତ ଥିଲେ ,ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନର ସଭାପତି ଡ଼. *ନାରାୟଣ ମହାପାତ୍ର ,ଶ୍ରୀ ସୁରେଶ ମିଶ୍ର, ଶ୍ରୀଭାରତୀଭୂଷଣ ପଟ୍ଟନାୟକ,ଶ୍ରୀମତୀ ଅନୁପମା ମିଶ୍ର*, ଶ୍ରୀ ବିଜୟ ମୋହନ ପଣ୍ଡା ,ଶ୍ରୀ ଶ୍ରୀନିବାସ ରାଓ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.