Browsing Category

ଜିଲ୍ଲା ଖବର

ଛୁରୀ ମୁନରେ ଲୁଟ୍ ଘଟଣାର ପର୍ଦ୍ଦାଫାସ, ୩ ଅଭିଯୁକ୍ତ ଓ ଜଣେ ନାବାଳକ କାବୁ

ରାଉରକେଲା,(ବସନ୍ତ କୁମାର ଜେନା): ରଘୁନାଥପାଲି ଥାନା ପୁଲିସ ଏକ ଛୁରୀ ମୁନରେ ଲୁଟ୍ ଘଟଣାର ପର୍ଦ୍ଦାଫାସ କରି ୩ ଜଣ ଅଭିଯୁକ୍ତଙ୍କ ସହ ଜଣେ ନାବାଳକଙ୍କୁ କାବୁ କରିଛି। ଏହି ମାମଲାରେ ରଘୁନାଥପାଲି ଥାନା କେସ୍ ନଂ-୪୫୩, ତାରିଖ ୩୦.୦୭.୨୦୨୬ ଅନୁଯାୟୀ ବିଏନଏସ୍ (BNS) ଧାରା ୩୦୯(୬) ରେ ମାମଲା…
Read More...

ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ପରିଷଦକୁ ନିର୍ବାଚିତ ହେଲେ ଜୟସୂର୍ଯ୍ୟ କାନୁନଗୋ*

*ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ପରିଷଦକୁ ନିର୍ବାଚିତ ହେଲେ ଜୟସୂର୍ଯ୍ୟ କାନୁନଗୋ* ଭୁବନେଶ୍ୱର, ୩୦ ଜୁଲାଇ: ସଦ୍ୟ ସମାପ୍ତ ହୋଇଥିବା ଆମ୍ ଆଦମୀ ପାର୍ଟିର ସାଙ୍ଗଠନିକ ନିର୍ବାଚନରେ ବିଶିଷ୍ଟ ସମାଜସେବୀ ଓ ସକ୍ରିୟ ରାଜନୈତିକ କର୍ମୀ ଶ୍ରୀ ଜୟସୂର୍ଯ୍ୟ କାନୁନଗୋ ଦଳର ସର୍ବୋଚ୍ଚ ନୀତି…
Read More...

ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ।

ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ। ଯାଜପୁର, ତା ୩୦.୦୭.୨୦୨୬ ରିଖ: ଯାଜପୁର ଜିଲ୍ଲାରେ ଚଳିତ ଲଗାଣ ବର୍ଷା ଓ ବୈତରଣୀ, କାଣୀ, ବ୍ରାହ୍ମଣୀ, ଖରସ୍ରୋତା ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ଦଶରଥପୁର, ଯାଜପୁର,…
Read More...

ଶ୍ରଦ୍ଧାଞ୍ଜଳି: ପ୍ରଫେସର ଡ଼ ବାସୁଦେବ ସାହୁଙ୍କ ସ୍ମୃତିସଭାରେ ପୂଜ୍ୟପୂଜା ଓ ଭାବପୂର୍ଣ୍ଣ ସ୍ମରଣ

ଶ୍ରଦ୍ଧାଞ୍ଜଳି: ପ୍ରଫେସର ଡ଼ ବାସୁଦେବ ସାହୁଙ୍କ ସ୍ମୃତିସଭାରେ ପୂଜ୍ୟପୂଜା ଓ ଭାବପୂର୍ଣ୍ଣ ସ୍ମରଣ ଶ୍ରଦ୍ଧା, ସମ୍ମାନ ଓ ଗଭୀର ଶୋକାକୁଳ ପରିବେଶ ମଧ୍ୟରେ ପ୍ରଫେସର ଡ ବାସୁଦେବ ସାହୁ ଙ୍କ ଏକବିଂଶତମ ଭାବପୂର୍ଣ୍ଣ ଶ୍ରାଦ୍ଧସଭା  କଟକ ଶ୍ରୀରାମ ଚନ୍ଦ୍ର  ଭଵନ ଠାରେ ୨୭.୦୭.୨୦୨୬ ରେ ଅନୁଷ୍ଠିତ…
Read More...

ବର୍ଷା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢ଼ାଇଲା ବିନ୍ଦୁମିନା ସେବା ଫାଉଣ୍ଡେସନ

ବର୍ଷା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢ଼ାଇଲା ବିନ୍ଦୁମିନା ସେବା ଫାଉଣ୍ଡେସନ ଧର୍ମଗଡ,ଗୋଲାମୁଣ୍ଡା, ୩୦/୭: ଲଘୁଚାପ ଜନିତ ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଛି। ଘରଭାଙ୍ଗିବା, ଜଳବନ୍ଦୀ ସ୍ଥିତି ଓ ଖାଦ୍ୟ ସଙ୍କଟ ଭଳି ସମସ୍ୟା…
Read More...

ଆଇସିଏମଏଆଇ-ଇଆଇଆରସିର ଅଧ୍ଯକ୍ଷ ଭାବେ ସିଏମଏ ଦାମୋଦର ମିଶ୍ର ନିର୍ବାଚିତ

ଆଇସିଏମଏଆଇ-ଇଆଇଆରସିର ଅଧ୍ଯକ୍ଷ ଭାବେ ସିଏମଏ ଦାମୋଦର ମିଶ୍ର ନିର୍ବାଚିତ ଭୁବନେଶ୍ବର: ଦି ଇନଷ୍ଟିଟ୍ୟୁଟ ଅଫ କଷ୍ଟ ଆକାଉଣ୍ଟ ସ ଅଫ ଇଣ୍ଡିଆ (ICMAI)ର ପୂର୍ବାଞ୍ଚଳ ଭାରତ ଆଞ୍ଚଳିକ ପରିଷଦ (Eastern India Regional Council - EIRC)ର ୨୦୨୬-୨୭ ବର୍ଷ ପାଇଁ ଅଧକ୍ଷ ଭାବେ ସିଏମଏ ଦାମୋବର…
Read More...

ପ୍ରଭୁ ଜଗନ୍ନାଥ ଚିତ୍ରକଳା ପାଇଁ ଜନାର୍ଦ୍ଦନ ପରମଗୁରୁଙ୍କୁ ‘ତାଳଧ୍ୱଜ ଜଗନ୍ନାଥ ସମ୍ମାନ

ପ୍ରଭୁ ଜଗନ୍ନାଥ ଚିତ୍ରକଳା ପାଇଁ ଜନାର୍ଦ୍ଦନ ପରମଗୁରୁଙ୍କୁ ‘ତାଳଧ୍ୱଜ ଜଗନ୍ନାଥ ସମ୍ମାନ’ ଭୁବନେଶ୍ୱର, ୨୯ ଜୁଲାଇ: ଆନ୍ତର୍ଜାତୀୟ ବାଘ ଦିବସ ଅବସରରେ ଗଞ୍ଜାମ ଆକାଡେମୀ ଅଫ୍ ଫାଇନ୍ ଆର୍ଟସ୍ ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଏକ ଭବ୍ୟ ଚିତ୍ରକଳା ଶିବିର ଓ ସମ୍ମାନ ପ୍ରଦାନ…
Read More...

କେବୁଲ୍ ଆଳ ନା ଅବହେଳାର ଖେଳ? ବର୍ଷା ପାଗରେ ରାଜରାସ୍ତାରେ ସସ୍ମିତା ଦାସ

ଟାଙ୍ଗୀ/ଚୌଦ୍ୱାର ୨୯|୭ (କଳିଙ୍ଗ ୭ ନିୟୁଜ ): ୫୫ ନମ୍ବର ଜାତୀୟ ରାଜପଥରେ ଡ୍ରେନ୍ ନିର୍ମାଣ କାର୍ଯ୍ୟକୁନେଇ ପୁଣିଥରେ ଅସନ୍ତୋଷ ଦେଖାଦେଇଛି। ଦୀର୍ଘଦିନ ଧରି ଡ୍ରେନ୍ ନିର୍ମାଣ ଅଧାରେ ପଡ଼ି ରହିଥିବାରୁ ଅଳ୍ପ ବର୍ଷା ହେଲେ ମଧ୍ୟ ଚୌଦ୍ୱାର କଲେଜ୍ ନିକଟ ସମେତ ବିଭିନ୍ନ ସ୍ଥାନରେ ଜଳବନ୍ଦୀ…
Read More...

ଟାଟା ମୋଟର୍ସ ପକ୍ଷରୁ କଟକରେ ଅତ୍ୟାଧୁନିକ Sierra.ev ର ଭବ୍ୟ ଉନ୍ମୋଚନ

ଟାଟା ମୋଟର୍ସ ପକ୍ଷରୁ କଟକରେ ଅତ୍ୟାଧୁନିକ Sierra.ev ର ଭବ୍ୟ ଉନ୍ମୋଚନ କଟକ, ଜୁଲାଇ ୨୮: ଟାଟା ମୋଟର୍ସ ପକ୍ଷରୁ ଗୁଗନାନୀ ଅଟୋକାର୍ସ ପ୍ରା. ଲି. ସହଯୋଗରେ ଅତ୍ୟାଧୁନିକ ଇଲେକ୍ଟ୍ରିକ୍ ଏସ୍‌ୟୁଭି Sierra.ev ର ଭବ୍ୟ ଉନ୍ମୋଚନ ଗୁଗନାନୀ ଅଟୋକାର୍ସ ଡିଲରସିପ୍, ଏନ୍‌ଏଚ୍–୧୬, ପ୍ରତାପନଗରୀ,…
Read More...

ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଅସହାୟ ପରିବାରକୁ ସହାୟତା ପ୍ରଦାନ

ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଅସହାୟ ପରିବାରକୁ ସହାୟତା ପ୍ରଦାନ ଧର୍ମଶାଳା, ୨୮ । ୭  ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବସବାସ କରୁଥିବା ଗରିବ ଓ ଅସହାୟ ଲୋକମାନଙ୍କୁ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଦ୍ୱାରା ପରିଚାଳିତ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସଦାସର୍ବଦା ସହାୟତା…
Read More...