Browsing Category

ରାଜ୍ୟ ଖବର

ଜଟଣୀ ବ୍ଲକରେ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଜଟଣୀ ବ୍ଲକରେ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ଭୁବନେଶ୍ୱର-ତା.୨୦.୦୭.୨୦୨୬: (କଳିଙ୍ଗ ୭ ନିୟୂଜ୍)ଜଟଣୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜିର ପ୍ରତ୍ୟକ୍ଷ ମିଳିତ ଅଭିଯୋଗ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି।ଖୋରଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ…
Read More...

ଛାତ୍ରଙ୍କୁ ଉଦବୋଧନ ଦେଇ ଅଧିକାର ସଂଗ୍ରାମ ପାଇଁ ପ୍ରସ୍ତୁତ ହୁଅନ୍ତୁ ବୋଲି ପରାମର୍ଶ ଦେଲେ କଂଗ୍ରେସ ନେତୃବୃନ୍ଦ

ଭୁବନେଶ୍ୱର; ଆଜି କଟକ ଶହୀଦ ଭବନଠାରେ ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀଙ୍କ ଛାତ୍ରଙ୍କ ପାଇଁ ଅଭିଯାନ "ଛାତ୍ରୋଂ କି ଗୁଞ୍ଜ" କାର୍ଯ୍ୟକ୍ରମ କଟକର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ଓଡିଶା କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇ,…
Read More...

ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଜିଲ୍ଲାପାଳଙ୍କୁ ଦାବିପତ୍ର l

ଭୁବନେଶ୍ୱର (କଳିଙ୍ଗ ୭ନିୟୁଜ୍ଶ) ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପୁରୀ ଜିଲ୍ଲା ତରଫରୁ ସମସ୍ତଙ୍କ ପାଇଁ " ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି " ଯୋଜନାର ସଫଳ ରୂପାୟନ ନିମନ୍ତେ ବେସରକାରୀ ମହାବିଦ୍ୟାଳୟମାନଙ୍କରେ ୨୦୦୮ ପରେ ନିଯୁକ୍ତି ପାଇଥିବା ଅଧ୍ୟାପକ କର୍ମଚାରୀମାନଙ୍କ ପାଇଁ…
Read More...

ଡକାୟତି ଯୋଜନା ବେଳେ ୫ ଅଭିଯୁକ୍ତ ଗିରଫ; ମାରଣାସ୍ତ୍ର ଜବତ

ଡକାୟତି ଯୋଜନା ବେଳେ ୫ ଅଭିଯୁକ୍ତ ଗିରଫ; ମାରଣାସ୍ତ୍ର ଜବତ ରାଉରକେଲା, ଜୁଲାଇ ୧୫: (ବସନ୍ତ କୁମାର ଜେନା,) ରାଉରକେଲା ପ୍ଲାଣ୍ଟସାଇଟ୍ ପୁଲିସ ଏକ ବଡ଼ ଧରଣର ରାତ୍ରିକାଳୀନ ଚଢ଼ାଉରେ ଡକାୟତି ଯୋଜନା କରୁଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ଏକାଧିକ…
Read More...

କାର ଭିତରୁ ବାହାରିଲା ଗଞ୍ଜେଇ :୨ଗିରଫ

କାର ଭିତରୁ ବାହାରିଲା ଗଞ୍ଜେଇ :୨ଗିରଫ ଭଞ୍ଜନଗର, ୧୮/୭. କନ୍ଧମାଳ ଜିଲ୍ଲାରୁ ପ୍ରତିଦିନ ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଶୁକ୍ରବାର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ଏକ କାରରେ ଗଞ୍ଜେଇ ସହ ସହ ୨ଜଣଙ୍କୁ ଗିରଫ କରିଛି। ମଧ୍ୟାହ୍ନ ସମୟରେ ପୋଲିସ ଦ୍ୱାରା ପେଟ୍ରୋଲିଂ ଓ…
Read More...

ପଵିତ୍ର ରଥଯାତ୍ରା ରେ ସମର କ୍ରାନ୍ତି ସେନା ପକ୍ଷରୁ ସେବାକାର୍ଯ୍ୟକ୍ରମ

ପଵିତ୍ର ରଥଯାତ୍ରା ରେ ସମର କ୍ରାନ୍ତି ସେନା ପକ୍ଷରୁ ସେବାକାର୍ଯ୍ୟକ୍ରମ ! ଚଳିତ ବର୍ଷ ଘୋଷଯାତ୍ରା ଉପଲକ୍ଷେ ବଡଦାଣ୍ଡରରେ ମାଉସିମାଆ ନିକଟ ଅବକାଶ ଥାନା ସାମ୍ନାରେ ସମର କ୍ରାନ୍ତି ସେନା କ୍ରାନ୍ତିକାରୀ ସାମାଜିକ ଅନୁଷ୍ଠାନ ପକ୍ଷରୁ ପାନୀୟ ଜଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା !…
Read More...

ପବିତ୍ର ରଥଯାତ୍ରା ଉପଲକ୍ଷେ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ସଂଗୀତ ସମାରୋହ – ‘ଗୁହାରି ୨୦୨୬’ ଉଦ୍‍ଘାଟିତ ।

ପବିତ୍ର ରଥଯାତ୍ରା ଉପଲକ୍ଷେ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ସଂଗୀତ ସମାରୋହ - ‘ଗୁହାରି ୨୦୨୬’ ଉଦ୍‍ଘାଟିତ । ଭୁବନେଶ୍ୱର (୧୮.୦୭.୨୦୨୬) - ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଶ୍ରୀ ଜଗନ୍ନାଥ ଭକ୍ତି…
Read More...

ଦେବୀ ପ୍ରସାଦ ରାଉତରାୟଙ୍କ ମୃତ୍ୟୁ କେବଳ ଏକ ସଡ଼କ ଦୁର୍ଘଟଣାର ଖବର ନୁହେଁ,

ନ୍ୟାୟ_କେବେ_ମିଳିବ_ଦେବୀ_ପ୍ରସାଦଙ୍କୁ? ଭୁବନେଶ୍ୱର ଶାସ୍ତ୍ରୀନଗର ଟ୍ରାଫିକ୍ ଛକରେ ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ କଟକ ନିଶ୍ଚିନ୍ତକୋଇଲିର ଦେବୀ ପ୍ରସାଦ ରାଉତରାୟଙ୍କ ଜୀବନ ଚାଲିଗଲା। ଅଭିଯୋଗ ଅନୁସାରେ ଦ୍ରୁତ ଗତିରେ ଆସୁଥିବା ଏକ ମର୍ସିଡିଜ୍ କାର୍ ତାଙ୍କ ବାଇକକୁ ଧକ୍କା…
Read More...

*ସୋନମ୍ ୱାଙ୍ଗଚୁକଙ୍କ ସମର୍ଥନରେ ଜୁଲାଇ ୨୦ ତାରିଖରେ ଭୁବନେଶ୍ୱରରେ ନାଗରିକ ସମାଜ ଦ୍ୱାରା ଆହୂତ ଆନ୍ଦୋଳନରେ ଯୋଗଦେବ…

ଭୁବନେଶ୍ବର;ଦୀର୍ଘ ୨୧ ଦିନ ଧରି ବିଶିଷ୍ଟ ପରିବେଶବିତ୍ ଓ ବୈଜ୍ଞାନିକ ସୋନମ୍ ୱାଂଙ୍ଗଚୁକ, କକ୍ରୋଚ ଜନତା ପାର୍ଟି ଏବଂ ବିଭିନ୍ନ ଛାତ୍ର ସଂଗଠନଙ୍କ ଦ୍ୱାରା ଚାଲିଥିବା ଧାରଣା ପ୍ରଦର୍ଶନ ଏବଂ ଅନଶନ ପ୍ରତି ଯେଉଁଭଳି କେନ୍ଦ୍ର ସରକାର ଅଣଦେଖା କରିଛନ୍ତି ଏବଂ ଆଜି ସକାଳୁ ପୋଲିସ ଲଗାଇ ବଳପୂର୍ବକ…
Read More...

ସୋନମ୍ ୱାଂଙ୍ଗଚୁକଙ୍କ ଆମରଣ ଅନଶନ ପ୍ରତି ସମର୍ଥନ ଜଣାଇ ପ୍ରତିବାଦ କରିବ ନାଗରିକ ସମାଜ

*ସୋନମ୍ ୱାଂଙ୍ଗଚୁକଙ୍କ ଆମରଣ ଅନଶନ ପ୍ରତି ସମର୍ଥନ ଜଣାଇ ପ୍ରତିବାଦ କରିବ ନାଗରିକ ସମାଜ* ଦୀର୍ଘ ୧୯ ଦିନ ଧରି ସୋନମ୍ ୱାଂଙ୍ଗଚୁକ୍ ଦ୍ୱାରା ଯେଉଁ ଆମରଣ ଅନଶନ ଚାଲିଛି ଏବଂ ସେଥିପ୍ରତି ଯେଉଁଭଳି କେନ୍ଦ୍ର ସରକାର ଅଣଦେଖା କରୁଛନ୍ତି ଏବଂ ବାରମ୍ବାର ନିଟ୍ ପରୀକ୍ଷା ପ୍ରଶ୍ନ ପତ୍ର…
Read More...